April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୟ – ଡ଼ ଲଷ୍ମୀକାନ୍ତ ଦାଶ*

🌹🌹ସମୟ 🌹🌹

ଡ଼ ଲଷ୍ମୀକାନ୍ତ ଦାଶ

**************************

ସମୟ ଦେଇଛି ଅଭିଜ୍ଞତା ସବୁ

ଜୀବନ ରାସ୍ତାରେ ଯାଇ

ଗୋଟାଇ ଆଣିଛି କେତେ ସ୍ମୃତିରାଶି

ଆନନ୍ଦ ଉଲ୍ଲାସ ପାଇଁ (1)

 

ଅନୁଭୁତି ସବୁ ଅନୁଭବ କରି

ବିବର୍ତ୍ତନ ହୁଏ ମନ

ଘୂର୍ଣ୍ଣନ ଜୀବନେ ପ୍ରତୀକ୍ଷା ଜାଗାଏ

ହଜିଯାଏ ପ୍ରାଣଧନ (2)

 

ଅନ୍ୱେଷଣ କରେ ଅତୀତ ଦିନକୁ

ଅନ୍ଧାରୀ ମୁଲକେ ଥାଇ

ବିଶ୍ୱାସ ହରାଏ ଛଳନା ସହରେ

ମେଘାଚ୍ଛନ୍ନ ମନ ନେଇ (3)

 

ଚିନ୍ନା ମୁହଁସବୁ ଅଚିନ୍ନା ଲାଗଇ

ସମୟ ଚକ୍ରରେ ଯାଇ

ପ୍ରୀତିସମ୍ଭାଷଣ ମୁଞ୍ଚିଯାଏ ମନେ

ପ୍ରଣୟ ଯେ ଯାଏ ଶୋଇ (4)

 

ହଜିଯାଏ ଆଶା ଦୁଃଖ ଅବସାଦେ

ପ୍ରତାରଣା ପାଏ ଖାଲି

ଶ୍ୱାସରୁଦ୍ଧ ହୁଏ ସମ୍ପର୍କର ସେତୁ

ପାଇଥାଏ ମରୁବାଲି (5)

 

ପ୍ରୀତିର ଲାଞ୍ଚନା ପାଇଥାଏ ମନେ

ଝାଉଁଳି ପଡେ ଯେ ମନ

ଆତିଥ୍ୟ ପରଶ ହୋଇଥାଏ ସ୍ବପ୍ନ

ଭାଙ୍ଗିଯାଏ ସ୍ନେହ ଦିନ (6)

 

ସମୟ ଶିଖାଏ ଯେତେଯେ ଦର୍ଶନ

ଜୀବନ ବଞ୍ଚିବା ପାଇଁ

ହଜାଇ ଦିଏସେ ପ୍ରାଣର ପ୍ରଚୁର୍ଯ୍ୟ

ଦଗ୍ଧ ଶିଖା ମନ ହୋଇ (7)

 

ଡ଼ ଲଷ୍ମୀକାନ୍ତ ଦାଶ

Loading

15 thoughts on “*ସମୟ – ଡ଼ ଲଷ୍ମୀକାନ୍ତ ଦାଶ*

  1. Great beat ! I would like to apprentice while you amend your site,
    how can i subscribe for a blog site? The account helped me a
    acceptable deal. I had been a little bit acquainted of this your
    broadcast provided bright clear concept

  2. Just desire to say your article is as surprising. The clarity to your post is just
    great and that i could think you’re a professional in this subject.

    Well together with your permission allow me to grab your RSS feed to keep
    updated with coming near near post. Thank you 1,000,000 and please keep up the enjoyable work.

Leave a Reply to free books at kindle Cancel reply

Your email address will not be published. Required fields are marked *