January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ସମୟ – ଡ଼ ଲଷ୍ମୀକାନ୍ତ ଦାଶ*

🌹🌹ସମୟ 🌹🌹

ଡ଼ ଲଷ୍ମୀକାନ୍ତ ଦାଶ

**************************

ସମୟ ଦେଇଛି ଅଭିଜ୍ଞତା ସବୁ

ଜୀବନ ରାସ୍ତାରେ ଯାଇ

ଗୋଟାଇ ଆଣିଛି କେତେ ସ୍ମୃତିରାଶି

ଆନନ୍ଦ ଉଲ୍ଲାସ ପାଇଁ (1)

 

ଅନୁଭୁତି ସବୁ ଅନୁଭବ କରି

ବିବର୍ତ୍ତନ ହୁଏ ମନ

ଘୂର୍ଣ୍ଣନ ଜୀବନେ ପ୍ରତୀକ୍ଷା ଜାଗାଏ

ହଜିଯାଏ ପ୍ରାଣଧନ (2)

 

ଅନ୍ୱେଷଣ କରେ ଅତୀତ ଦିନକୁ

ଅନ୍ଧାରୀ ମୁଲକେ ଥାଇ

ବିଶ୍ୱାସ ହରାଏ ଛଳନା ସହରେ

ମେଘାଚ୍ଛନ୍ନ ମନ ନେଇ (3)

 

ଚିନ୍ନା ମୁହଁସବୁ ଅଚିନ୍ନା ଲାଗଇ

ସମୟ ଚକ୍ରରେ ଯାଇ

ପ୍ରୀତିସମ୍ଭାଷଣ ମୁଞ୍ଚିଯାଏ ମନେ

ପ୍ରଣୟ ଯେ ଯାଏ ଶୋଇ (4)

 

ହଜିଯାଏ ଆଶା ଦୁଃଖ ଅବସାଦେ

ପ୍ରତାରଣା ପାଏ ଖାଲି

ଶ୍ୱାସରୁଦ୍ଧ ହୁଏ ସମ୍ପର୍କର ସେତୁ

ପାଇଥାଏ ମରୁବାଲି (5)

 

ପ୍ରୀତିର ଲାଞ୍ଚନା ପାଇଥାଏ ମନେ

ଝାଉଁଳି ପଡେ ଯେ ମନ

ଆତିଥ୍ୟ ପରଶ ହୋଇଥାଏ ସ୍ବପ୍ନ

ଭାଙ୍ଗିଯାଏ ସ୍ନେହ ଦିନ (6)

 

ସମୟ ଶିଖାଏ ଯେତେଯେ ଦର୍ଶନ

ଜୀବନ ବଞ୍ଚିବା ପାଇଁ

ହଜାଇ ଦିଏସେ ପ୍ରାଣର ପ୍ରଚୁର୍ଯ୍ୟ

ଦଗ୍ଧ ଶିଖା ମନ ହୋଇ (7)

 

ଡ଼ ଲଷ୍ମୀକାନ୍ତ ଦାଶ

 815 total views,  1 views today

15 thoughts on “*ସମୟ – ଡ଼ ଲଷ୍ମୀକାନ୍ତ ଦାଶ*

  1. Great beat ! I would like to apprentice while you amend your site,
    how can i subscribe for a blog site? The account helped me a
    acceptable deal. I had been a little bit acquainted of this your
    broadcast provided bright clear concept

  2. Just desire to say your article is as surprising. The clarity to your post is just
    great and that i could think you’re a professional in this subject.

    Well together with your permission allow me to grab your RSS feed to keep
    updated with coming near near post. Thank you 1,000,000 and please keep up the enjoyable work.

Leave a Reply

Your email address will not be published. Required fields are marked *