March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*

🙏ମାଆ 🙏

******

ଇନ୍ଦୁପ୍ରଭା ବିଶ୍ୱାଳ 

 

ମାଆ ତୁ ଆସିଛୁ ବୋଲି

ଫୁଲ ହସେ ଖିଲି ଖିଲି

କାଶ ତଣ୍ଡି ତତେ ସ୍ୱାଗତ ଜଣାଏ

ପବନ ରେ ଝୁଲି ଝୁଲି…..

 

ଶରତ ଆକାଶେ ଜହ୍ନ

ମନ ତାର ଛନ ଛନ

କିରଣ ପରଶେ ହସାଏ ଦୁନିଆଁ

ଜିଣି ସଭିଙ୍କ ର ମନ…..

 

ଧୂପ ଦୀପର ନୈବେଦ୍ୟ

ଅଗୁରୁ କର୍ପୁର ଗନ୍ଧ

ମହମହ ଭାସି ଆସେ ପବନରେ

ମନ ହୋଇଯାଏ ମୁଗ୍ଧ……

 

ମର୍ତ୍ତ୍ୟ ଲାଗେ ସ୍ୱର୍ଗ ପରି

କି ସୁନ୍ଦର ଶୋଭା ଶିରି

ତୋହରି ଆଶିଷ ପାଇଦୁନିଆଁ ର

ଦୁଃଖ ଯାଉ ଅପସରି…..

 

ମାଆ ତୁ ଆସିଛୁ ବୋଲି

ସବୁ କିଛି ଭୂଲିଗଲି

ତୋର ପାଦତଳେ ସବୁଦିନପାଇଁ

ନିଜକୁ ସମର୍ପି ଦେଲି….

 

ଅସତ୍ୟ ଯାଉ ଦୁରେଇ

ତୋର ନାମ ଗାଇ ଗାଇ

ପାପ କ୍ଷୟ ହେଉ ପୁଣ୍ୟବଢ଼ୁଥାଉ

ବାଜୁ ଥାଉ ଜୟ ଭେରୀ….

ଇନ୍ଦୁପ୍ରଭା ବିଶ୍ୱାଳ 

 

 

Loading

10 thoughts on “*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*

  1. Hi! I know this is kind of off topic but I was wondering if you knew where I could locate a captcha plugin for my comment form? I’m using the same blog platform as yours and I’m having trouble finding one? Thanks a lot!

  2. Hi there, just became alert to your blog through Google, and found that it is truly informative. I’m going to watch out for brussels. I’ll be grateful if you continue this in future. Numerous people will be benefited from your writing. Cheers!

  3. I need to to thank you for this fantastic read!! I absolutely enjoyed every bit of it. I have got you saved as a favorite to check out new things you postÖ

  4. excellent points altogether, you just gained a logo new reader.What could you suggest in regards to your publish that you made a few days ago?Any sure?My blog: 크레이지 슬롯

Leave a Reply to visit Cancel reply

Your email address will not be published. Required fields are marked *