March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

**ବିଦ୍ୟାପତି-ଲଳିତା ଉପାଖ୍ୟାନ**
।।ଜାନକୀ ମହାନ୍ତ।।

ପ୍ରଥମ ପରାର୍ଦ୍ଧେ ଆଦିବ୍ରହ୍ମ ନେଲେ
ନୀଳମାଧବଙ୍କ ରୂପ,
ଦ୍ୱିତୀୟ ପରାର୍ଦ୍ଧେ ପ୍ରଭୁ ଆଦିକନ୍ଦ
ନେଲେ ଦାରୁବ୍ରହ୍ମ ରୂପ ।।

ଘନ ଅରଣ୍ୟରେ ବିଦ୍ୟାପତି ସାଥେ
ଲଳିତାଙ୍କ ହେଲା ଦେଖା,
ଲଳିତାଙ୍କ ପିତା ବିଶ୍ୱାବସୁ ଥିଲେ
ଶବରପଲ୍ଲୀର ରାଜା ।।

ବିଶ୍ବାବସୁ କରେ ନୀଳମାଧବ ଯେ
ପ୍ରତ୍ୟହ ପୂଜା ଅର୍ଚ୍ଚନ,
ଅନ୍ଧ ପୁଟୁଳିରେ ଯାଇ ବିଦ୍ୟାପତି
କଲେ ମାଧବ ଦର୍ଶନ ।।

ନୀଳମାଧବ ଯେ ସ୍ୱପ୍ନାଦେଶ ଦେଲେ
ବ୍ରାହ୍ମଣ ବିଦ୍ୟାପତିଙ୍କୁ,
ଇନ୍ଦ୍ରଦ୍ୟୁମ୍ନ ରାଜ୍ୟେ ପୁରୁଷୋତ୍ତମରେ
ଅବସ୍ଥାନ କରିବାକୁ ।।

ବିଦ୍ୟାପତି ଫେରେ ନୀଳ ମାଧବଙ୍କ
ସାମଗ୍ରୀ ଚୋରାଇ ପୁରୀ,
ରାଜା ଇନ୍ଦ୍ରଦ୍ୟୁମ୍ନ ଗଭୀର ସନ୍ତୋଷ
ବିଶ୍ୱାବସୁ ଦୁଃଖୀ ଭାରି ।।

ପ୍ରଭୁ ତତ୍ ପରେ ନୀଳ ମାଧବ ଯେ
ହୋଇ ଗଲେ ଅନ୍ତର୍ଦ୍ଧାନ,
କହନ୍ତି ନାରଦ ନୀଳ ମାଧବଙ୍କ
ଶ୍ରୀଦାରୁ ରୂପ ଧାରଣ ।।

ନୀଳ ଦରିଆର ମହୋଦଧି କୂଳେ
ଭାସୁଥାନ୍ତି ଦାରୁବ୍ରହ୍ମ,
ସମୁଦ୍ରରୁ ଦାରୁ ସଂଗ୍ରହ କରିଣ
ଯଜ୍ଞବେଦୀରେ ସ୍ଥାପନ ।।

ମନ୍ଦିର ପ୍ରତିଷ୍ଠା ପାଇଁ ଇନ୍ଦ୍ରଦ୍ୟୁମ୍ନ
ନାରଦ ସାଥେ ଗମନ,
ଗଲେ ବ୍ରହ୍ମଲୋକ କରିବା ପାଇଁକି
ବ୍ରହ୍ମାଙ୍କର ନିମନ୍ତ୍ରଣ ।।

ଲଳିତା ବିଦ୍ୟାପତି ପୁରୀ କ୍ଷେତ୍ରେ ଆସି
କରିଲେ ଯେ ଅବସ୍ଥାନ,
ତାଙ୍କ ପୁତ୍ର ପୌତ୍ର ପାଇଲେ ପ୍ରଭୁଙ୍କ
ପୌରହିତ୍ୟ ଅଧିକାର ।।

ଜାନକୀ ମହାନ୍ତ

Loading

18 thoughts on “*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

  1. Thanks for ones marvelous posting! I definitely enjoyed reading it, you could be a great author.I will make certain to bookmark
    your blog and may come back later on. I want to encourage
    you to continue your great work, have a nice weekend!

  2. Aw, this was a very good post. Taking the time and actual effort to generate a great articleÖ but what can I sayÖ I procrastinate a whole lot and never seem to get anything done.

  3. I just like the valuable information you supply on your articles.
    I’ll bookmark your weblog and test once more right here frequently.
    I’m somewhat sure I’ll be told a lot of new stuff right right here!
    Best of luck for the next!

  4. I wanted to thank you for this wonderful read!! I absolutely loved every little bit of it. I have got you bookmarked to check out new stuff you postÖ

Leave a Reply to Porfirio Cancel reply

Your email address will not be published. Required fields are marked *