March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*

ପାଂଥଶାଳା…….

ଶ୍ରୀ ଅଲେଖ ପ୍ରସାଦ ମହାରଣା

 

ଆଶ୍ରୟ ଦେଇଛି ଚିହ୍ନା ଅଚିହ୍ନାଙ୍କୁ ମାଗେନି କେବେ ପରିଚୟ

ବେଦନା ପ୍ଲାବିତ ଯନ୍ତ୍ରଣାରେ ସିକ୍ତ ତଥାପି ହୁଏନି ଅଥୟ ।

ଅତନ୍ଦ୍ର ପ୍ରହରୀ ସମ ଉଜାଗର ଦିବା ରଜନୀ ପ୍ରତିକ୍ଷଣ

କେତେ ଆସିଛନ୍ତି କେତେ ଯାଇଛନ୍ତି ଅନାଇ ଦେଖୁଛି ନୟନ।

 

କେତେ ଗୁଣୀ ଜ୍ଞାନୀ ନିରିଧନ ଧନୀ ରାଜନେତା ସେ ଅଧିକାରୀ

ଗଣିକା ନାୟିକା ପ୍ରେମିକ ପ୍ରେମିକା ମୁଗ୍ଧଭରେ ନିଏ ଆଦରି ।

ଖୀନ ଭିନ ତାର ଶରୀର ହେଇଛି କେତେ ନିରିମମ ଆଘାତେ

ବିବ୍ରତ ହୋଇନି କେବେ ପାଂଥଶାଳା ନିର୍ବିକାରେ ସହିଛି କେତେ

 

ସହନଶୀଳତା ଧରମ ଆଚରି ଦେଖାଇଛି ତା ବଡ଼ପଣ

ସେବା ଅନୁରାଗ ଆନୁଗତ୍ୟ ତ୍ୟାଗ ସାଜିଛି ସଦା ତା ଭୂଷଣ

ଜୀବନ ଯୁଦ୍ଧରେ ହାରିନାହିଁ କେବେ ସହି ସହି ଯାତନା ଝଡ଼

ନିରନ୍ତର ସେବା ବିତରି ଚାଲିଛି ରଖିନି ଆଶା ହେବ ବଡ଼ ।

 

ବଡ଼ ହେବା ପାଇଁ ଏହି ଦୁନିଆରେ ଅନୁସର ମହତ ପଥ

ପାଂଥଶାଳା ସମ ହେବ ମହିୟାନ କହିଛନ୍ତି ଆଦର୍ଶ ସଂଥ ।

 

 

ଶ୍ରୀ ଅଲେଖ ପ୍ରସାଦ ମହାରଣା

Loading

6 thoughts on “*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*

  1. Very nice post. I just stumbled upon your weblog and wanted to say
    that I’ve truly enjoyed browsing your blog
    posts. After all I will be subscribing to your feed and I hope you write again soon!

Leave a Reply to Riley Cancel reply

Your email address will not be published. Required fields are marked *