January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*

ପାଂଥଶାଳା…….

ଶ୍ରୀ ଅଲେଖ ପ୍ରସାଦ ମହାରଣା

 

ଆଶ୍ରୟ ଦେଇଛି ଚିହ୍ନା ଅଚିହ୍ନାଙ୍କୁ ମାଗେନି କେବେ ପରିଚୟ

ବେଦନା ପ୍ଲାବିତ ଯନ୍ତ୍ରଣାରେ ସିକ୍ତ ତଥାପି ହୁଏନି ଅଥୟ ।

ଅତନ୍ଦ୍ର ପ୍ରହରୀ ସମ ଉଜାଗର ଦିବା ରଜନୀ ପ୍ରତିକ୍ଷଣ

କେତେ ଆସିଛନ୍ତି କେତେ ଯାଇଛନ୍ତି ଅନାଇ ଦେଖୁଛି ନୟନ।

 

କେତେ ଗୁଣୀ ଜ୍ଞାନୀ ନିରିଧନ ଧନୀ ରାଜନେତା ସେ ଅଧିକାରୀ

ଗଣିକା ନାୟିକା ପ୍ରେମିକ ପ୍ରେମିକା ମୁଗ୍ଧଭରେ ନିଏ ଆଦରି ।

ଖୀନ ଭିନ ତାର ଶରୀର ହେଇଛି କେତେ ନିରିମମ ଆଘାତେ

ବିବ୍ରତ ହୋଇନି କେବେ ପାଂଥଶାଳା ନିର୍ବିକାରେ ସହିଛି କେତେ

 

ସହନଶୀଳତା ଧରମ ଆଚରି ଦେଖାଇଛି ତା ବଡ଼ପଣ

ସେବା ଅନୁରାଗ ଆନୁଗତ୍ୟ ତ୍ୟାଗ ସାଜିଛି ସଦା ତା ଭୂଷଣ

ଜୀବନ ଯୁଦ୍ଧରେ ହାରିନାହିଁ କେବେ ସହି ସହି ଯାତନା ଝଡ଼

ନିରନ୍ତର ସେବା ବିତରି ଚାଲିଛି ରଖିନି ଆଶା ହେବ ବଡ଼ ।

 

ବଡ଼ ହେବା ପାଇଁ ଏହି ଦୁନିଆରେ ଅନୁସର ମହତ ପଥ

ପାଂଥଶାଳା ସମ ହେବ ମହିୟାନ କହିଛନ୍ତି ଆଦର୍ଶ ସଂଥ ।

 

 

ଶ୍ରୀ ଅଲେଖ ପ୍ରସାଦ ମହାରଣା

 248 total views,  2 views today

6 thoughts on “*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*

  1. Very nice post. I just stumbled upon your weblog and wanted to say
    that I’ve truly enjoyed browsing your blog
    posts. After all I will be subscribing to your feed and I hope you write again soon!

Leave a Reply

Your email address will not be published. Required fields are marked *