ଜୀବନ ଚକ୍ର
ସଂଯୁକ୍ତା ସାହୁ
~~~~~~~~~~~~~~~~~~~~~~~
ମଣିଷର ଜୀବନଟା ଋତୁ ଚକ୍ର ଭଳି
ପରି ଅହରହ ବଦଳୁଥାଏ
ନୂଆ ସକାଳର ଛାଇ ଆଲୁଅର ସମୟ
ବିମୁର୍ତ୍ତ ପ୍ରବାହ ହେଉଥାଏ।
ସକାଳ ଯେ ଆଣେ ଦିନ ସାରା ଘଟିବା
ଘଟଣାର ଏକ ସୁଚିପତ୍ର
ସତରେ ମଣିଷର ଜୀବନ ସୋପାନ
ଅଟଇ ଏକ ସମ୍ମୋହନ ମନ୍ତ୍ର ।
ଜନ୍ମର ବର୍ଷଟିଏ ପୁରିଲାବେଳେ ସେ
ଚାହେଁ ହାତ ଛାଡି ଚଳିବାକୁ
ଚାରିବର୍ଷ ହେଲାବେକକୁ ଜାଣିପାରେନି
ମଳମୂତ୍ର ତ୍ୟାଗ କରିବାକୁ ।
ଆଠ ବର୍ଷ ହେଲା ବେଳେ ସିଏ ଚିହେଁ
ନିଜ ଘରକୁ ଫେରିବାକୁ
ବାର ବର୍ଷ ବେଳେ ସିଏ ବୁଝିପାରେ ଆଉ
ଲୋଡ଼ା ପଡେ ସାଙ୍ଗସାଥି ମେଳକୁ ।
ଅଠର ବର୍ଷ ବୟସ ଚାଲିଲାବେଳେ
ନିଜେ ଚାହେଁ ସ୍ୱାଧୀନ ହେବାକୁ
ପଚିଶ ବର୍ଷ ପୁରିଗଲେ ସିଏ ହୁଏ
ରୋଜଗାର କ୍ଷମ ହେବାକୁ ।
ପାଇଁଚାଲିଶ ବର୍ଷ ବେକକୁ ସମୟର
ଯୌବନର ମଧ୍ୟାହ୍ନ ବୁକୁରେ
ଜୀବନ ଯେ ଗଢ଼ା ହେଉଥାଏ ଏକ
ଆନନ୍ଦ ଓ ଆବେଗରେ ।
ପଚାଶ ବର୍ଷ ବୟସରେ ମଣିଷ ତା
ପିଲାମାନଙ୍କ ଶିକ୍ଷାରେ ମନଦିଏ
ଷାଠିଏ ବର୍ଷ ବେଳକୁ ସିଏ ନିଜେ
କିଛିଦିନ ପାଇଁ ଆଶ୍ୱାସନା ପାଏ।
ସତୁରି ବର୍ଷରେ ଖୋଜେ ସିଏ ତା’ର
ପୁରୁଣା ସାଙ୍ଗ ସାଥୀଙ୍କୁ
ନବେ ବର୍ଷ ହେଲାବେଳକୁ ପୁଣି ସିଏ
ଶିଶୁ ପାଲଟେ ଶିଖିବାକୁ ।
ଜୀବନର ପ୍ରୀତି ଅଭିଳାଷ। ସୁଲଳିତ
ନବ ପଲ୍ଲବନ ରାଗରେ ରାଗରେ
ଅପରାହ୍ନ ସରି ସରି ଆସେ ଚନ୍ଦ୍ରଦୟୋ
ହୁଏ ମୃତ୍ୟୁର ସୁଦୀପ୍ତ ଲଗ୍ନରେ ।
ସଂଯୁକ୍ତା ସାହୁ
Pleasant web site! Is your concept customized manufactured or did you obtain it from someplace? A style and design like yours with a handful of very simple tweeks would actually make my blog leap out. Remember to let me know in which you bought your topic. With thanks
Appreciate you sharing, great blog post.Thanks Again.
Place on using this type of write-up, I absolutely feel that this site needs quite a bit extra awareness. I’ll almost certainly be back again yet again to examine via additional, thanks for the data!
Hey, thanks for the post. Keep writing.
I loved your article post.Really looking forward to read more. Great.
I value the blog.Much thanks again. Fantastic.
Appreciate you sharing, great blog. Cool.
I really like and appreciate your blog article.Really looking forward to read more. Fantastic.
I value the article post.Really looking forward to read more. Great.
Very neat article post.Much thanks again. Great.
Looking forward to reading more. Great article post.Thanks Again. Great.
Muchos Gracias for your blog post.Really looking forward to read more. Cool.
There is certainly a lot to find out about this subject. I really like all the points you’ve made.