April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସ୍ୱାଧୀନତା ତୁମେ କେଉଁଠି – ଶିବ ପ୍ରସାଦ ହାତୀ*

ସ୍ୱାଧୀନତା ତୁମେ କେଉଁଠି

 

ଶିବ ପ୍ରସାଦ ହାତୀ

***********************

ସତ୍ଯ ଅହିଂସାର ତ୍ଯାଗ ତିତିକ୍ଷାର

ଫଳଶ୍ରୁତି ସ୍ୱାଧୀନତା

ପଞ୍ଚସ୍ତରୀ ସାଲ ନେତା ମାଲାମାଲ

ବେହାଲ ଦେଶ ଜନତା।୧।

ଲଭି ସ୍ୱାଧୀନତା ଆନନ୍ଦ ଜନତା

ପାହିବ କାଳ ରଜନୀ

ମନେ ଯେତେ ଆଶା ମନେ କଲା ବସା

ଦୁଃଖର ଦିନ ସରୁନି।୨।

ଅନ୍ଧାରି ଶାସନ ହୋଇନି ଉଚ୍ଛନ୍ନ

ତେଲିଆର ମୁଣ୍ଡେ ତେଲ

ଅପରାଧୀ ବୁଲେ ମୁକ୍ତ ନଭ ତଳେ

ନିର୍ଦ୍ଦୋଷ ଭୋଗଇ ଜେଲ।୩।

ନେତା ଚାଟୁକାର ହେଲେ ସାହୁକାର

ଜନତା ଖଟୁଛି ବେଠି

ଭାଷଣ ଯାହାର ସରସ ସୁନ୍ଦର

ରାଜଭୋଗ କରେ ଏଠି।୪।

ନେତା ଅଫିସର ହେଲେ ଏକାକାର

ଅପହୃତ ସ୍ୱାଧୀନତା

ହୋଇ ହୀନିମାନ ଦୁଃଖେ କଟେ ଦିନ

ସ୍ୱାଧୀନ ନୁହେଁ ଜନତା ।୫।***********************************

Shiva Prasad Hati

Loading

7 thoughts on “*ସ୍ୱାଧୀନତା ତୁମେ କେଉଁଠି – ଶିବ ପ୍ରସାଦ ହାତୀ*

  1. I have been exploring for a little for any high-quality articles or weblog posts in this
    kind of area . Exploring in Yahoo I eventually stumbled upon this site.

    Reading this info So i’m happy to exhibit that I’ve a very just right uncanny feeling I discovered just what I needed.
    I most undoubtedly will make certain to don?t overlook this web site and provides it a glance regularly.

  2. When someone writes an post he/she retains the thought of a user
    in his/her brain that how a user can know it. So that’s why this article
    is outstdanding. Thanks!

  3. Hiya very cool site!! Guy .. Excellent .. Superb .. I will bookmark your
    web site and take the feeds also? I am satisfied to seek out
    so many helpful information right here in the post, we need develop extra strategies in this regard, thank you for sharing.
    . . . . .

  4. Hmm is anyone else having problems with the images on this blog loading?
    I’m trying to figure out if its a problem on my end or if it’s the blog.

    Any responses would be greatly appreciated.

  5. Thanks for every other informative site. Where else could I
    am getting that kind of information written in such
    a perfect approach? I have a undertaking that I am just now
    operating on, and I have been at the look out for
    such info.

Leave a Reply to Hutashan Jagat Cancel reply

Your email address will not be published. Required fields are marked *