April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସୁରଭି – ବିନୋଦିନୀ ଦାଶ*

ସୁରଭି

ବିନୋଦିନୀ ଦାଶ

********************************

ଧରା ଉପବନେ ସକଳ ବାଳକ

ଜଣେ ଜଣେ ସୁରଭିତ କଳିକା,

ଫୁଟି ସୌରଭକୁ ବିତରିବା ପାଇଁ

ଉଦ୍ୟମ ହେବା ବି ସୁଗନ୍ଧ ମଖା ।

 

ବିଭିନ୍ନ ଫୁଲର ବିଭିନ୍ନ ସୁରଭି

ଗୋଟିଏ ସ୍ଥାନରୁ ଚଉପାଶକୁ,

ପ୍ରସାରିତ ହୋଇ ଛୁଟି ଯାଉଥିବ

ଦୂର ଦିଗ୍ ବଳୟକୁ ଛୁଇଁବାକୁ ।

 

ସେ ମହକେ ସାରା ବିଶ୍ବ ସୁଗନ୍ଧିତ

ହୋଇ ତୋଳୁଥିବ ପ୍ରଗତି ସୁଅ,

ସଭିଏଁ ସେଥିରେ ଭାଗିଦାରୀ ପଣେ

ପାନ କରି ଚାଲିବେ ଅହରହ ।

 

ମନ ସୁରଭିରେ ପ୍ରତ୍ୟେକ ହୃଦୟ

ହସି ଗାଉଥିବ ତୃପ୍ତି ସଙ୍ଗୀତ,

ଉଭେଇବ ମନୁ ସକଳ କଷଣ

ଲାଭ କରି ନିଜ ଫଳ ଇପ୍ସୀତ ।

 

ତେବେ ଜଗତର କଲ୍ୟାଣ ସାଧନ

ହେବାକୁ ରୋକି ପାରିବେନି କେହି,

ସୁରଭି ପୀୟୁଷ ପରସ୍ପରେ ବାଣ୍ଟି

ଆପଣାପଣରେ ବାନ୍ଧିବେ ମହୀ ।

 

ବିନୋଦିନୀ ଦାଶ

Loading

6 thoughts on “*ସୁରଭି – ବିନୋଦିନୀ ଦାଶ*

  1. I blog often and I really thank you for your content. This article has really peaked my interest.

    I will book mark your website and keep checking for new details about once a week.
    I opted in for your RSS feed as well.

  2. Simply wish to say your article is as astounding.
    The clarity in your post is just great and i can assume you’re an expert on this subject.
    Fine with your permission let me to grab your feed to
    keep up to date with forthcoming post. Thanks a million and please keep up the rewarding
    work.

Leave a Reply to Uta Cancel reply

Your email address will not be published. Required fields are marked *