April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
11

ମୁଁ ଓ ସେ–ରୂପାଲୀ ଭୋଇ

ମୁଁ ଓ ସେ (୧) ❤️ ~~~~~~~~~ ମୁଁଚାରି ଫର୍ଦ୍ଦର ପ୍ରଶ୍ନ,ସେ ଦୁଇଧାଡ଼ିରେ ଉତ୍ତର ମୁଁ ଲେଖେ ପ୍ରେମ କବିତା,ସେ ସଂଜ୍ଞା ବିରହ ଦାଗର। ମୁଁ ଜଟିଳ ଏକ ଅଙ୍କ,ସେ ପ୍ରଥମ ଶ୍ରେଣୀ ମାନସାଙ୍କ ମୁଁ ପଦାର୍ଥ ବିଜ୍ଞାନ ଜଡ଼ିତ,ସେ କଳା ପ୍ରେମରେ ସୀମିତ। ମୁଁ ଉପନ୍ୟାସ ଛ’ମାଣେ ଆଠ ଗୁଣ୍ଠ,ସେ ସରୁ ନଥିବା ନାଟକ ମୁଁ ଖୋକା

Loading

Jan
2023
11

କବିତା–ବିଶ୍ୱଜିତ୍ ନାଥ

କବିତା,, “ମୋ ପ୍ରେମ ଆଉ ତୁମ ପ୍ରେମ” ମୋ ପାଇଁ ପ୍ରେମ ଦୁଃସ୍ଵପ୍ନ ଫଗୁଣ ମୋ ପାଇଁ ମରୀଚିକା ଅମାବାସ୍ୟା ର ଗାଢ଼ ଅନ୍ଧାର ଭିତରେ ଜହ୍ନ ର କଳ୍ପନା ମୋ ପ୍ରେମ ପ୍ରେମ କାହା ପାଇଁ ମିଳନ ର ପଥ ପ୍ରେରଣା ର ପ୍ରଥମ ସୋପାନ ହେଲେ ମୋ ପାଇଁ! ମୋ ପାଇଁ ପ୍ରେମ ଗୋଟେ ଝଡ

Loading

Jan
2023
10

ଶଯ୍ୟାଶାୟୀ–ତପସ୍ୱିନୀ ଷଢ଼ଙ୍ଗୀ

ଶଯ୍ୟାଶାୟୀ କରମ ଜ୍ୱାଳାରେ ଫସିଗଲି ଆଜି ଦୁର୍ଭାଗ୍ୟର ବନ୍ଦୀ ଘରେ ଜୀବନ ମୋହର ଦୁର୍ବିସହ ସାଜେ ଏକା ମୁହିଁ ଶଯ୍ୟାପରେ।। ଜନ୍ମ ଜନ୍ମାନ୍ତର ପ୍ରାରବ୍ଧ ଭୋଗୁଛି ଚକ୍ଷୁକୁ ଦିଶୁନି କିଛି କାନେ ଶୁଭେ ନାହିଁ ପାଟି ଫିଟେ ନାହିଁ ମିଛେ ଯାହା ବଞ୍ଚିଅଛି।। ଜୀବନ ମୁକୁରେ ଦେଖୁଛି ନିଜକୁ ବିତେଇଛି ଯେଉଁ କ୍ଷଣ ଦଇବ ଲେଖିଛି କପାଳରେ ମୋର

Loading

Jan
2023
9

ନିଶାସକ୍ତ ଜୀବନ–ଉର୍ମିଳା ଗଉଡ଼

ନିଶାସକ୍ତ ଜୀବନ ____________ ବାହ୍ୟ ଜଗତକୁ ଭ୍ରମି ଆସ ବାରେ ଭ୍ରାମ୍ୟମାଣ ପ୍ରେମେ ନରୁହ ଭ୍ରମି, ଆହେ ବିଶ୍ୱବାସୀ କହୁଛି ଆଶ୍ଵାସି ପ୍ରକୃତିର ପ୍ରେମେ ହୁଅ ହେ ପ୍ରେମି ।। ମୋବାଇଲ ଦୁନିଆରେ ମାୟା ଆବର୍ତ୍ତରେ ମିଥ୍ୟା ନିଶାସକ୍ତେ ନଯାଅ ଫଶି, ନୁହଁଇ ବାସ୍ତବ ତାହା ଅବାସ୍ତବ ଯାଏ ଧିରେ ଧିରେ ମସ୍ତିଷ୍କ ଗ୍ରାସି ।। ବାଳୁତ ରୁ

Loading

Jan
2023
9

ପୂଜା ଆଉ ଲୋଡା ନାହିଁ–ମମତା ବାରିକ

  ପୂଜା ଆଉ ଲୋଡା ନାହିଁ ✍️ ******************** ସଜାଅ ନା ମତେ ପୂଜା ମଣ୍ଡପରେ ସୁନା ଅଳଙ୍କାର ଦେଇ , ନବଦିନ ଧରି କରନି ଅର୍ଚ୍ଚନା ଉପବାସ ରୁହ ନାହିଁ। ଆରାଧନା ମତେ କରନାହିଁ ଆଉ ପାପୀର ବିନାଶ ପାଇଁ, କାହାକୁ ଆଉ ମୁଁ କରିବି ସଂହାର ପାପରେ ପୁରିଛି ମହୀ। ମାଆ ବୋଲି ମତେ କରୁଅଛ

Loading

Jan
2023
8

ବିଭୀଷିକା–ସୁବ୍ରତ କୁମାର ବିଶ୍ବାଳ

ବିଭୀଷିକା ଉଗ୍ର ଓ ତାଣ୍ଡବରତ ବିଭୀଷିକା ଯେବେ ତାଣ୍ଡବଲୀଳା ସାରିଲା। ଜଳ,ସ୍ଥଳ ଓ ଆକାଶ, ଶଶୀ ପରି ଶାନ୍ତ ସରଳ ପାଲଟିଗଲା। ସେତେବେଳେ ଏକ ନୂତନ ରୂପ ଦେଖିବାକୁ ମିଳିଲା ସୁଦୂର ବୁଢ଼ା ଦରଭଙ୍ଗା ପାହାଡ଼ର ମୁଣ୍ଡ ଉପରୁ ସିନ୍ଦୁରୀ ଫଟା ନାଲି ରଙ୍ଗ ଉଦ୍ଗିରଣ ହେଲା। ସୂର୍ଯ୍ୟ ଏକ ନୂତନ, ସକାଳର ଉଦୟ କଲା। ବର୍ଷା ଜଳ

Loading

Jan
2023
8

ଦୁହିତା–ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା

*ଦୁହିତା* ସିନ୍ଦୂର ଦିଅଇ ନୂତନ ଠିକଣା ଆପଣାକୁ କରି ପର ବାପା ଭାଇ ସବୁ ପର ହୋଇଥାନ୍ତି ଝିଅ ଗଲେ ଶାଶୁ ଘର ।। ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା ସହି ହୁଏ ଦହଗଞ୍ଜ ସଭିଙ୍କ ମନକୁ ଖୁସି କରିବାକୁ ବିତେ ସକାଳରୁ ସଞ୍ଜ ।। ବୁଝନ୍ତିନି କେହି ତା ହୃଦ ଯନ୍ତ୍ରଣା ଦେଖନ୍ତିନି ଝିଅ କାନ୍ଦେ ଆଖିର

Loading

Jan
2023
7

ମୋ ଦେଶ ଭାରତ–ଶଶୀ ଭୂଷଣ ଦାସ

ମୋ ଦେଶ ଭାରତ ~~~~~~~~~ ମୋ ଦେଶ ଭାରତ କେତେ ଯେ ମହାନ । ଇତିହାସ ପୃଷ୍ଠା କହେ ।। ହିମାଳୟ ଗିରି ମୁକୁଟ ଯାହାର । କି ସୁନ୍ଦର ଶୋଭା ପାଏ ।। ଗଙ୍ଗା ଯମୁନା ପବିତ୍ର ତଟିନୀ । ଯା ଚରଣ ଛୁଇଁ ଯାଏ ।। ମଳୟ ପବନ ଶୀତଳ ପରଶେ । କୋଣ ଅନୁକୋଣେ

Loading

Jan
2023
6

ଅପରାଧ–ପୂଜାରାଣୀ ନାୟକ

**ଅପରାଧ** ରବି ଅସ୍ତ ହେଲେ ରଜନୀ ଆଗତେ ଲିଭେ ଆଲୋକର ଦୀପ ଘନ ଅନ୍ଧକାରେ ମାତି ଯେ ଉଠନ୍ତି ନାରୀ ମାଂସଲୋଭୀ ରୂପ…. ନିର୍ଜନ ପଥେ ସେଇ ନିରୀହ ଝିଅଟି ମନରେ ବାନ୍ଧେ ସାହସ ପୁଣି ହୃଦୟରେ ତା’ର ଭୟ ଭରି କହେ ହେଇ ଆସିଲାଣି ରାକ୍ଷସ….. କାତରିଯାଏ ତା’ କୋମଳ ଶରୀର ରଣକ୍ଷେତ୍ର ଭେଟିବା ପାଇଁ ଘାତକ

Loading

Jan
2023
6

ତୁମେ କେବଳ ତୁମେ–ଶୁଭଶ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତି

*ତୁମେ କେବଳ ତୁମେ*          ତୁମେ କେବଳ ତୁମେ ମୋ ଦୁନିଆରେ କେବଳ ତୁମେ !!! ତୁମେ ମୋ ଜୀବନର ଘୋର ନିଦାଘର ଶାନ୍ତ ସୁନ୍ଦର ମଳୟ ପବନ ତୁମେ ହିଁ ମୋ ଦୁଇ ଆଖିରେ ଅଧରାତିର ଚମତ୍କାର ସପନ,,,,, ତୁମେ ହିଁ ମୋ ଜୀବନ ଫରୁଆର ସେଇ ସିନ୍ଦୂର ଫଟା ରଙ୍ଗ ମୋ ହୃଦୟର ସଫା କାଗଜରେ

Loading

Jan
2023
6

ପୂର୍ଣ୍ଣିମା ତୁମେ–ଭାଗ୍ୟଶ୍ରୀ ଦେ

ପୂର୍ଣ୍ଣିମା ତୁମେ ପୂର୍ଣ୍ଣିମା ତୁମେ. ପନ୍ଦର ଦିନ ର ଅତିକ୍ରାନ୍ତ ହେଲା ପରେ ତୁମକୁ ଦେଖିଲି ନୟନେ, ତୁମବିନା ଏ ହୃଦୟ ପୃଥିବୀ ଅପେକ୍ଷାରେ ଦେଖେ ସ୍ବପ୍ନ, ତୁମର ସେଇ ଶ୍ୱେତ ବର୍ଣ୍ଣର ଲାଜେଇ ମୁଖଟି ହଜେଇ ଦିଏ ମୋର ମନ ଚୈତନ୍ୟକୁ, ଆଉ ଭିଜେଇ ଦିଏ ମୋ ଦେହକୁ ସ୍ନେହ କିରଣରେ ଏ ଦୁଷ୍ଟ ହୃଦୟକୁ… ତୁମର

Loading

Jan
2023
6

ମନଲୋଭା ପ୍ରକୃତି–ସୁଭ୍ରାନ୍ତ ବେହେରା

ମନଲୋଭା ପ୍ରକୃତି ପ୍ରକୃତି ହିଁ ଜାଣେ ପ୍ରକୃତ କଥା ପରିବେଶେ ଶାନ୍ତି ମନ ଆକାଶର ଏହି ଖୋଲା ପଵନରେ ମଜା ହିଁ ତ କିଛି ଭିନ୍ନ ll ପବନ ପରଶେ ମୋର ଓଠ ହସେ ଲାଗୁଥାଏ ପୁରା ଶାନ୍ତି ଶାନ୍ତ ଚିତ୍ତ ଜ୍ଞାନ ମୋର ହୃଦୟରେ ଉପୁଯାଏ ପ୍ରେମ ଭକ୍ତି ll ଛିନ୍ନ ଏରିଆର ଏକାକୀତ୍ୱ ମନେ ମିଳୁଥାଏ

Loading

Jan
2023
4

କୃଷି ଓ କୃଷକ–ସାଇଲିପ୍ସା ସାହୁ

କୃଷି ଓ କୃଷକ କୃଷକ ଭାଇ ସକାଳ ହେଲେ ହଳ ଲଙ୍ଗଳ ଧରି, ବିଲକୁ ଯାଇ ମୁଣ୍ଡ ର ଝାଳ ତୁଣ୍ଡ ରେ ଦିଏ ମାରି। କର୍ମ ତପ୍ତର ନ ଦେଖେ କେବେ ବରଷା ଶୀତ ଖରା, ଭଳିଭଳିକା ପରିବା ଫଳେ ସବୁଜ ହୁଏ ଧରା। ଅନ୍ନଦାତା କଷ୍ଟ ରେ ଚଳେ ସ୍ୱଳ୍ପାୟୁ ତାର ଖୁସି, ତଥାପି କେବେ

Loading

Jan
2023
4

ମାଆ–ଲକ୍ଷ୍ମୀପ୍ରିୟା ସେଠୀ

ଶୀର୍ଷକ – ” ମାଆ ” ************** ଯେତେ ଯାହା ମିଳେ ଶାନ୍ତି ନାହିଁ ତିଳେ ତୋ’ କୋଳରେ ସୁଖ ମୋର ସ୍ନେହ ବୋଳା ହାତୁ ଆଉଁସା ପାଇଲେ ଦୁଃଖ ମୋତେ କରେ ପର ହୃଦ ତୋ’ କେଡ଼େ ଉଦାର ବକ୍ଷେ ତୋଳି ଧରି ସହିଛୁ ମାଆ ଲୋ କେତେ ଯେ ଅର୍ଦ୍ଦଳି ମୋର ହଁ ତୁ ସତେ

Loading

Jan
2023
4

କଅଁଳ ଶିଶୁ କନ୍ୟାର ଜନ୍ମ ନିବେଦନ–ଅଭିପସା ଧଳ

(କଅଁଳ ଶିଶୁ କନ୍ୟାର ଜନ୍ମ ନିବେଦନ) ଝିଅ ହେଲି ବୋଲି ମୋତେ କରିଦିଅ ପର ରଖ ନାହଁ ପାଖେ ତୁମ କର କାହିଁ ଦୂର ଜନ୍ମ ଦିଅ ମା ମୋତେ ମୁଁ ତୁମ ସନ୍ତାନ ଦୁନିଆ କୁ ଆଣି ମୋତେ କରିଦିଅ ପୁର୍ଣ୍ଣ………(1) ବାପା ଙ୍କର ଆୟୁଷ ମୁଁ ତୁମର ମୁଁ ବଳ କାହିଁ କର ମୋତେ ତୁମେ

Loading

Jan
2023
4

ଅଭିଶପ୍ତ–ନିର୍ମାଲ୍ୟ ବାରିକ୍

।।ଅଭିଶପ୍ତ।। ଆଜି ସନ୍ତ୍ରାସ ବାଦର ଛାୟା ତାର ବିଶ୍ୱେ ମେଳାଇଛି କାୟା ।। ବୋମା ବନ୍ଧନ କୁ ସାଥି କରିଛି ସିଏ, ଛୁଟାଏ ଆତଙ୍କ ବାଆ କାନ୍ଦେ ବିଶ୍ୱ ବନ୍ଦନୀୟା ମାଆ।।     ତାର ବକ୍ଷେ ଜଳୁଛି ନିଆଁ ତା’ ନିଶ୍ୱାସ ସେ ଭରିଛି ଧୂଆଁ।। ଜୀବନ ନଈ ରେ ତା’ ଭଉଁରୀ ଖେଳରେ, ବଜାଇ ମୃତ୍ୟୁ

Loading

Jan
2023
4

ସଫଳତା–ମୁକ୍ତିରାଣୀ ଦେବତା

*ସଫଳତା* (କବିତା) ✍️ ଜୀବନର ପଥ ବହୁ ଦୁର୍ଗମ ହୁଏନାହିଁ କେବେ ଏହା ସୁଗମ ଗନ୍ତବ୍ଯ ସ୍ଥଳକୁ ଛୁଇଁବା ଲାଗି ଅଚେତ ନିଦରୁ ଉଠିବା ଜାଗି  ।। ସାଧନାରେ ସଦା ହୋଇଣ ଲିପ୍ତ ଆପଣା ଲକ୍ଷ୍ୟକୁ ରଖିବା ଗୁପ୍ତ ଧୈର୍ଯ୍ୟ ଶକ୍ତି ଯାର ରହିଛି ପାଶେ ସଫଳତା ନିଶ୍ଚେ ତାହାକୁ ଦିଶେ  ।। ବିଫଳତା ପ୍ରତି ନ ରଖି

Loading

Jan
2023
4

ଜୀବନ–ଦୀପକ ଗୋପାଳ

ଜୀବନ କବି: ଦୀପକ ଗୋପାଳ ଆଞ୍ଜୁଳାଏ ଅବଶୋଷ ରେ ବଞ୍ଚି ଅଛି ଏ ଜୀବନ ଏ ଦୁନିଆ ର କାଁ ଭାଁ ର ମାହଳ ରେ…..! ଦୁନିଆ ର କେଉଁ ଏକ କୋଣ ରେ…..! ପରସ୍ତ ପରସ୍ତ ହେଇ ଭାଙ୍ଗିଯାଇଥିବା ସ୍ବପ୍ନ ..! ମୋ ଅଧାଗଢ଼ା ଜୀବନ ର ବଞ୍ଚି ଅଛି କେଉଁ ଏକ ପୂର୍ଣ୍ଣଛେଦ ରେ…..! ବିଭୋର

Loading

Jan
2023
4

ରାଷ୍ଟ୍ରୀୟ ଏକତା ଓ ସଂହତି–ସରୋଜିନୀ ସୂତାର

ରାଷ୍ଟ୍ରୀୟ ଏକତା ଓ ସଂହତି ***************** ରାଷ୍ଟ୍ରୀୟ ଏକତା ସଂହତି ର ମନ୍ତ୍ର ଉର୍ନତି ର ମହାଶକ୍ତି ଏକତା ସୂତ୍ରେ ବାନ୍ଧି ହେବା ଆସ ହେ ମୋର ମାନବ ଜାତି ରାଷ୍ଟ୍ର ପାଇଁ ଆମେ ସଳିତା ସାଜିବା ଜାଳିବା ସଂହତି ଦୀପ ରାଷ୍ଟ୍ରୀୟ ଏକତା ବୋଲିବା ହୃଦୟେ ଦେଶ ପ୍ରେମ ର ଯେ ଛାପ ସତ୍ୟ ଅହିଂସା କ୍ଷମା

Loading

Jan
2023
2

ମୁନୁଷ୍ ଜୀବନ୍ ପାଏନ୍ ଫୁଟକା୍–ଦୀପାଳି ମେହେର

==ମୁନୁଷ୍ ଜୀବନ୍ ପାଏନ୍ ଫୁଟକା୍== ମୁନୁଷ୍ ଜୀବନ୍ ପାଏନ୍ ଫୁଟକା୍ ଆଏଜ୍ ଅଛେ ତ କାଏଲ୍ କେ ନାଇଁ, ମିଲିମିଶି ନେ ରହେଲେ ସଭେ ସୁଖର୍ ଦୀନ୍ କାଟମା୍ ସବୁବେଲେ ଭାଇ। ମୁନୁଷ୍ ଜୀବନ୍ ଏକ ଆଏ ନାଇଁ ରଖୁ କେଭେ ଭେଦ୍ ଭାଦ୍, ଘୃଣା ଭାବ୍ ନା ନି ରଖୁ ମନେ ନାଇଁ ହେଲେ ହେମା ବରବାଦ୍।

Loading