କ୍ଷୁଦ୍ର ଗଳ୍ପ -ଅନ୍ନ ମଦନର ଘର ସୁଜୁନୁପୁର l ମାଆବାପାଙ୍କୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ l ଛୋଟମୋଟ ଚାକିରୀ ଖଣ୍ଡିଏ କରି ଘର ଚଳାଇବା ବହୁତ କଷ୍ଟ l ତେଣୁ ଅନ୍ୟ କିଛି କରିବା ତା ପାଇଁ ସମ୍ଭବ ନୁହେଁ l ତା ପରେ ନିଆ ବେମାରୀଟା ଦାଉ ସାଧୁଛି l ତା ସାଙ୍ଗକୁ ଖୁଁ
Read More
11 total views, 11 views today
ବୃଷ ସଂକ୍ରାନ୍ତି ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କୁହାଯାଏ।ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଥାଆନ୍ତି ସୂର୍ଯ୍ୟଙ୍କର ସେହି ସଂକ୍ରମଣ କ୍ରିୟାକୁ ହିଁ ସଂକ୍ରାନ୍ତି କୁହାଯାଇଥାଏ।ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଆମେମାନେ ଚନ୍ଦ୍ରଙ୍କର ପ୍ରତ୍ୟକ୍ଷ ଦର୍ଶନ ଯୋଗୁଁ
Read More
23 total views
•——————- // ଚିଠି //——————-• ମୋ ବୋଉ ଘରେ ମୁଁ କିନ୍ତୁ ହଷ୍ଟେଲରେ,ତା’ର ହାତର ବାସନା ପାଉଥିଲି ତା ଆଚାର ଡବାରେ,ମୁଡି ମୁହାଁରେ, ମନକୁ ବାନ୍ଧିଥିଲି ତା’ର କେଇପଦ ସ୍ନେହବୋଳା କଥାରେ । ମନେପଡୁଥିଲା ବୋଉ କଥା ।ଡାକବେଲା ଖବରଦେଲା, ଦେଖିଲି ଯାଇଁ ତା’ ହାତଲେଖା ଚିଠି ଖଣ୍ଡେ ଆସିଥିଲା …. ଝିଅ ,ବେଳେବେଳେ ଖୁବ୍ ମନେପଡୁଛୁ,ତୋ ହାତ
Read More
28 total views
ବୃଥା ବିଳାପ (ଅଣୁ ଗଳ୍ପ) ଥରେ ନୁହେଁ ବହୁଥର ଆସିଛି ସେ ସୁନେଲି ସ୍ୱପ୍ନ ବୟସର ଦ୍ରାଘିମା ଡେଇଁ, ପରିସ୍ଥିତିର ବିବଶତା ଡେଇଁ, ତୁମ ସହ ମୋ ମଧୁର ମିଳନର ବାର୍ତ୍ତା ନେଇ। ମାତ୍ର ମିଳନ ପୂର୍ବରୁ ହିଁ ଭାଙ୍ଗିଯାଏ କାହିଁକି କେଜାଣି ସେ ସୁନାଝରା ସ୍ୱପ୍ନସବୁ। ବୋଧହୁଏ ଅବଚେତନରେ ମଧ୍ୟ ମୋର ବିବେକରୂପି
Read More
21 total views, 1 views today
*ସୁନ୍ଦରୀ ଯାଇଛି ସୁନ୍ଦର ଗଡ଼* *ନା*… କେଉଁ ଅଭିଶାପ ନା…. କେଉଁ ଆଶୀର୍ବାଦ ଏକା ଚାଲେ ଆଜି… ସମୟ ବାଟରେ ହାତ ଧରିବାକୁ.. ନାହିଁ କେ ସାଥିରେ। (2) ବଦଳାଇ ଦିଏ ସିଏ… ବଦଳାଇ ଦିଏ ସିଏ… ଜିବନ ମୋଢ଼ …. ଅ… ଅ…… *ସୁନ୍ଦରୀ ଯାଇଛି* *ସୁନ୍ଦର ଗଡ଼* (2 ) *ସ* ମୟ ର ବାଟରେ
Read More
26 total views, 2 views today
ଅକର୍ମା ସ୍ୱାମୀ *********** ଗୋଟେ ଅଣଅସାରିଆ ମାଟି ପିଣ୍ଢା ,ଦୁଇଟି କଳା ମୁଞ୍ଚୁମୁଞ୍ଚିଆ ବାଉଁଶ ମୁଣ୍ଡ ଟେକିଛନ୍ତି ବୋଇତି କଖାରୁ ମାଡିଥିବା ଚାଳ ଛପରର ପିଢାକୁ।” ସେଇ ବାଉଁଶ ପାଖରେ ଝାଳ ସର ସର ହେଇ ମୁଣ୍ଡ ବାଡୋଉଥାଏ ଢୋ,,,ଢୋ କରି!କାନ୍ଦୁଥାଏ ଯେତେ ମୁଣ୍ଡ ବାଡୋଉଥାଏ ସେତେ ନନ୍ଦୁଆ ବୋଉଟି।” ଯେମତି ତା’ ଦୁଃଖ ଏ ନିର୍ଜିବ ବାଉଁଶ
Read More
53 total views, 2 views today
ଗପର ନାମ ଲେନି ମାଡାମଙ୍କ ଫୁଲଗଛ ବୟସର ଅପରାହ୍ଣରେ ଉପନୀତ ଲେନି ମ୍ୟାଡାମ ଇତି ମଧ୍ୟରେ ଚାକିରୀରୁ ଅବସର ନେବାର ଛଅ ମାସ ବିତିଗଲାଣି । ସ୍କୁଲ ଘଣ୍ଟିର ପ୍ରତିଧ୍ୱନି ଆଉ କର୍ଣ୍ଣ ଯୁଗଳର ସ୍ପର୍ଶ କରୁନି । କୋମଳ ମତି ଶିଶୁଗଣଙ୍କ ଦୁଷ୍ଟାମି ମଧ୍ୟ ତାଙ୍କ ଆଖିରେ ପଡୁନି l ପ୍ରତି ମୁହୂର୍ତ୍ତରେ
Read More
31 total views
ପ୍ରାଇଭେଟାଇଜେସନ… 45 total views
45 total views
– ଟୋପାଏ ସିନ୍ଦୂର ହଁ ସକାଳଟିଏ ଆସିଛି , ରାତିର କାଳିଅନ୍ଧାକାରର ବକ୍ଷରୁ ମୁକ୍ତି ପାଇ ସିନ୍ଦୂରା ଫାଟି ପୂରୁବ ଦିଗରୁ ସୁନେଲି ମୁରୁଜ ବୁଣିହେଇପଡୁଛି। ସୋରିଷଫୁଲର ହଳଦିଆ କ୍ଷେତରୁ ଭିଜାମାଟିର ବାସ୍ନା ନେଇଆସୁଛି ସୁଲୁସୁଲିଆ ବାଆ। ଦେବାଦେବୀଙ୍କ ଚରଣାବିନ୍ଦରେ ସ୍ଥାନପାଇବାକୁ ପ୍ରତୀକ୍ଷାରତ ସୁବାସିତ ପୁଷ୍ପମାନେ ଫୁଲମାଉସୀର ଚାଙ୍ଗୁଡିରେ ମୁରୁକି ହସୁଛନ୍ତି । ଚଷାଭାଇଟି ଶଗଡରେ ବସି କାଶିଆ
Read More
65 total views
*ହଁ ! ମୁଁ ଯୋଦ୍ଧା* ହଁ ମୁଁ ଯୋଦ୍ଧା । ନୂଆ ନୂଆ ରଣ ଭୂମିରେ ପାଦ ଥାପିଛି । ଏ ଯୁଦ୍ଧରେ ଶତୃ କ୍ଷକ୍ତାକ୍ତ ହେବ ସିନା ରକ୍ତାକ୍ତ ହେବନାହିଁ । ଏ ଯୁଦ୍ଧ ଖଡ୍ଗର ନୁହେଁ ଏ ଯୁଦ୍ଧ କଲମର । ଏ ଯୁଦ୍ଧର ଉଦ୍ଦେଶ୍ୟ କୋଉଁ ରାଜ୍ୟ ଜୟ କରିବା ନୁହେଁ କି କୌଣସି
Read More
200 total views
🌹“କିଛି ଦୃଦୟର ଭାବନା”🌹 ମୁଁ ପ୍ରଶ୍ନ ତ ପଚାରିନି ….. ହେଲେ କାହିଁକି ଉତ୍ତର ଅପେକ୍ଷାରେ ଅଛି ??? ତୁମେ କିଛି କହୁନ କେବଳ ନେତ୍ରରେ ଫୁଟୁଛି ଫୁଲ ମୋର ହୃଦୟର କୋଣ ଅନୁକୋଣରେ ତୁମର ସେଇ ଚିତ୍ର ଛବି ନୀଳ ଉର୍ମି ପରି ଭାସମାନ ହେଉଛି।ଯେତେ ବେଳେ ପଲକ ଆରାମ କରିଥାଏ।ମୁଁ ପଲକ ଉଠାଏ ଯେବେ ତୁମେ
Read More
43 total views
ଗଳ୍ପ – ମା ଓ ମାଟି କେଉଁ ରାଜଉଆସ ଠାରୁ କମ୍ ନୁହେଁ ତାର କୋଳ ! ମାସ ମାସ ବର୍ଷ ବର୍ଷ ଧରି ସୋଇଛି ମୁଁ ତାର ସେଇ ସ୍ଵର୍ଣମହଲ ସଦୃଶ କୋଳରେ।ଅଭୟ ବର ସବୁକୁ ଦାନ କରୁଥିବା ତାର ସେଇ ହାତ ଟା ଯେତେବେଳେ ସେ ମୋ ଶୂନ୍ୟ କପାଳରେ ଥୋଇଦିଏ ସେତେବେଳେ ଏ ସାରା
Read More
61 total views
ବାପାଙ୍କ ସାଇକେଲ ବାପା – ତୁ ବା କେମିତି ଜାଣିବୁ ଏଇ ସାଇକେଲ ତ ବୋଉ ଆଉ ମୋର ସ୍ୱପ୍ନର ସାଥି? ହୁଁ ତୁ ଯେତେବେଳେ ଛ ମାସର ହେଇଥାଉ ସେତେବେଳେ ତ ବୋଉ ଆଉ ମୁଁ ତତେ ନେଇ ଅନେକ ସ୍ୱପ୍ନ ଦେଖୁ ଆଉ ତାକୁ ପୂରଣ କରିବା ଲକ୍ଷ୍ୟରେ ଏଇ ସାଇକେଲ ଟି କିଣିଥାଏ ମୁଁ
Read More
642 total views, 2 views today
ବନ୍ଧୁ ~~~~~~~~~~~~~~~~ ଅଜୟ ଓ ଶୁଭ ଦୁଇ ବନ୍ଧୁ । ବହୁତ ବର୍ଷ ପରେ ହଠାତ୍ ଦେଖା ହୁଏ । ଦୁଇ ଜଣ ପରସ୍ପରକୁ ଦେଖି ଖୁସି ହୁଅନ୍ତି । ପରେ ଦୁଇଜଣଙ୍କ ଭିତରେ ବାର୍ତ୍ତାଳାପ ଆରମ୍ଭ କରନ୍ତି । ଶୁଭ: ତୁମେ ଭଲ ଅଛ ନା……
Read More
2,616 total views
କୁହ କେଉଁ ନାମଦେବି ଏଇ ସମ୍ପର୍କର ~~~~~~~~~~~~~~~~~ ବହୁତ ଅଜବ ଥିଲା ସେ । ଅଜବ ଥିଲା ତା’ର ବ୍ୟବହାର । କୁହୁ ଠାରୁ ବାସ୍ ୨ – ୩ ବର୍ଷର ବଡ଼ ହେବ । କୁହୁ କୁ ଜଣା ନାହିଁ ସେ କିଏ, କୋଉଁଠି ତା’ ଘର । ବାସ୍ ଆସିଥିଲା ଜୀବନକୁ ତା’ ସାଥୀ ହେଇ
Read More
461 total views
୧–ଝିଅ ତ ବାପାର ::::::::::::::::::::::: ହଠାତ ପୋଲିସ ବାବୁଙ୍କ ଫୋନ ପାଇ ଦିନା ମଉସା ଧାଇଁ ଆସିଲେ ସରକାରୀ ଡାକ୍ତରଖାନା l ଝିଅ ମିନୁ ସେମିତି ଶୋଇ ରହିଥାଏ ଖଟିଆ ଉପରେ, ଦେହ ଗୋଟାକ ସାରା ଜ୍ବଳନର ଅସହ୍ୟ ବେଦନା ଫାଟକ ପର୍ଯ୍ୟନ୍ତ ଶୁଭୁ ଥାଏ l ଆଖି ଦୁଇଟା ଯାହା ଦେଖାଯାଉଥାଏ , ଦିନା ମଉସା ଆଖି
Read More
569 total views