March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 
May
2023
17

ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ

 ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା   ତିନି ରୂପେ ତୁମ କାୟା ଜନନୀ,,ଭଗିନୀ,,,ପୁଣି ଜାୟା। ପାଳନ କାରିଣୀ,,, ସଂହାର କାରିଣୀ ସୃଷ୍ଟି ସ୍ଥିତି ସଂହାର କାରିଣୀ ତୁମେ ଯୋଗମାୟା। ଜନନୀ, ଭଗିନୀ,ଜା ୟା,,, ସ୍ନେହ ର ପାରାବାର ଶ୍ରଦ୍ଧା ର ଗନ୍ତାଘର ଉଦର କଷ୍ଟ ସହି ପାଳିଛ,,,,ପୋଷିଛ ହୃଦୟରେ ରଖି ଦୟା। ଜନନୀ ,,,

Loading

May
2023
17

ମା’ତୁମେ ମମତାର ସାଗର – ଭାସ୍କର ରାଉତ

   ମା’ତୁମେ ମମତାର ସାଗର     ମାଆ ଶବଦଟି ମଧୁର ସେ ଅତି ଅମୃତ ନୁହେ ସମାନ କେତେ ଦୁଃଖ ସହି ଜନମକୁ ଦେଇ କରେ ଲାଳନ ପାଳନ। ସନ୍ତାନର ପାଇଁ ଜୀବନକୁ ସେହି ବାଜିରେ ଲଗାଇ ଦେଇ ସାଜି ରଣଚଣ୍ଡି ମୋଡ଼ି ମୁଣ୍ଡ ଗଣ୍ଡି ସଂହାର କରଇ ସେହି। ବୁଝିପାରେ ଦୁଃଖ ସୁଖିଥିଲେ ମୁଖ ତା

Loading

May
2023
17

ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର

ହସିବ ପ୍ରକୃତି ରାଣୀ   ଉଗ୍ର ରୂପ ଧରି ନିଦାଘ ଆସିଛି ଅଗ୍ନି ବର୍ଷେ ଆକାଶରୁ , ପବନ ଲୁଚିଛି ପ୍ରକୋପରେ ତା’ର ଦେଖି ଗୁଳଗୁଳି ଦୂରୁଁ । ବୃକ୍ଷଶୂନ୍ଯ ଏହି ଧରଣୀ ଲାଗଇ ନିଆଁର ପିଣ୍ଡୁଳା ପ୍ରାୟ , ତଡ଼ାଗ ତଟିନୀ ହୋଇ ଜଳ ଶୂନ୍ଯ ଲାଗେ ମରିଚୀକା ମୟ । ପଶୁ ପକ୍ଷୀ ଗଣ ଡହଳ

Loading

May
2023
17

ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ

ମହାପ୍ରଭୁ ତୁମେ    ମହାପ୍ରଭୁ ତୁମେ ଜଗତ ପାଳକ ଜଗନ୍ନାଥ ପରଂବ୍ରହ୍ମ ତୁମ ହିଁ ତ ଆଦି ତୁମେ ହିଁ ଅନାଦି ତୁମେ ହିଁ ତ ସାର୍ବଭୌମ। ଚରାଚର ସୃଷ୍ଟି ତୁମରି ଭିଆଣ ସ୍ଥାବର ଜଙ୍ଗମ୍ କୀଟ ମୂକ ମୁଖେ ଭାଷା ଅନ୍ଧର ନୟନ ଛୋଟା ପାଇଁ ତାର ବାଟ। ଯେତେବେଳେ ଯିଏ ଡାକିଛି ତୁମକୁ ତା ପାଖରେ

Loading

May
2023
17

ସମୟ ବଡ଼ ବଳବାନ – ଭାସ୍କର ରାଉତ

ସମୟ ବଡ଼ ବଳବାନ   ମହାଭାରତରେ ପାଣ୍ଡବ ପକ୍ଷରେ ଆଦ୍ୟରୁ ଶ୍ରୀକୃଷ୍ଣ ରହି ବିଷ ଲଡ଼ୁ ଖାଇ ଭୀମ ନମରଇ ଜଉଘରୁ ବଞ୍ଚି ଯାଇ। ପଶାଖେଳେ ହାରି ସମ୍ପତ୍ତି ସେ ହାରି ହାରିଲେ ଦ୍ରୌପଦୀ ନାରୀ ସଭାସ୍ଥଳେ ନେଇ ଉଲଗ୍ନ କରନ୍ତି କଉରବ ପାପାଚାରୀ। କରିବାକୁ ରଣ ହୋଇଲେ ଉଚ୍ଛନ ସକଳ ପାଣ୍ଡୁ ନନ୍ଦନ ଏକା ସେ ଶ୍ରୀକୃଷ୍ଣ

Loading

May
2023
15

ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ

 ଶାନ୍ତି ମିଳୁ ଜୀବନେ     ଶାନ୍ତି ଜୀବନରେ ନ ମିଳିଲା ଦିନେ ହେଲା ମୋ ସତୁରୀ ବର୍ଷ ଗୃହର ଜଞ୍ଜାଳେ ଘାଣ୍ଟି ହେଇ ଅଛି ଜୀବନେ ନାହିଁଁରେ ହର୍ଷ !! ଶାନ୍ତି ଜୀବନରେ……….   ସବୁତ ଜାଣିଛୁ ତୁହିରେ କାଳିଆ କିଅବା କହିବି ମୁହିଁ ଏ ଜୀବନ ତୋର ଭାଗ୍ୟ ଲେଖିଅଛୁ କିଛି କହିବାର ନାହିଁ !!

Loading

May
2023
15

କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ

କର୍ମ ଭୂଇଁ ଏହୁ   କିପରି ଜୀବନ ଦେଲୁରେ ଠାକୁର ଜନ୍ମରୁ କଷ୍ଟକୁ ଭୋଗେ ଡାକେ ଦିବାରାତ୍ରୀ କାଳିଆ ତତେରେ ଯନ୍ତ୍ରଣା କିପରି ଲାଗେ।   ଅତି କଷ୍ଟକର ହେଉଛି ଅସହ୍ୟ ଯନ୍ତ୍ରଣାରେ ମୁଁ ପୀଡିତ, ତଥାପି ନଜର ନପଡେ କାଳିଆ କରେ ତ୍ରାହି ତ୍ରାହି ଆର୍ତ୍ତ।   କର୍ମ ଯାତନଟା ଜୀବନେ ଅସଲ ଆଉତ ସବୁ ନକଲ,

Loading

May
2023
15

ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ

ସୁନ୍ଦରେ କି ଅଛି ଲାଭ   ରୂପ ଅଛି ଗନ୍ଧ ନାହିଁ,ନାହିଁ ବାସ ତାର,   କିଛି ମୂଲ୍ୟ ନାହି ତାର, ନାହିଁ ଟି ଆଦର।   ବିଦ୍ୟା ନାହିଁ ଜ୍ଞାନ ନାହିଁ ନାହିଁ କର୍ମ ତାର,   ନର ଜନ୍ମ ତାର ଅତି ହୁଏଟି ଅନ୍ଧାର।।୧।   ପଲାସ ଫୁଲଟା ଦିଶେ ଅତି ହିଁ ସୁନ୍ଦର,  

Loading

May
2023
12

ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 

 ବିଚ୍ଛିନ୍ନାଞ୍ଚଳ ଓଡ଼ିଆ     ଜାଗ୍ରତ ହୁଅ ବିଚ୍ଛିନ୍ନ ଓଡ଼ିଆ ଅଟେ ସିଂହଭୂମି ଆମ ବଢ଼ିଆ ତ୍ୟାଗକରି ବନ୍ଧୁ ଅଛ ନିଶ୍ଚିନ୍ତେ ନାହିଁ ଟି ନଜର ଆମ ନିମନ୍ତେ କରି ଅଛ ଦୂର ଧ୍ୟାନକିଛି ନହିଁ ଭାଇ ଉତ୍କଳର !! ଓଡ଼ିଆ ଶିକ୍ଷକ ତିନିହେ ହଜାର ଦିଅନ୍ତି ଶିକ୍ଷା ସେ ମାତୃଭାଷାର ଦୁଇ ବର୍ଷ ହେଲା ଟଙ୍କା ପାଇନି

Loading

May
2023
12

ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ

ଦେଖି ଲାଗେ ଖୁସି     ନୁହେଁ ମୋର ଖୁସି ନିଜସ୍ଵ ପାଇଁରେ ଆନନ୍ଦ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ମୁଁ ଜଣେ ସମ୍ମାନ ପାଉଛି କରିଛି ଭିନ୍ନ ଉତ୍କଳ !!   ଛାଡି ନାହିଁ ଏଠି ନିଜ ମାତୃଭାଷା ଭୁଲି ନାହିଁରେ ଉତ୍କଳ ରହି ପଛୁ ପରା ଭାଗ୍ୟ କୁ ଆଦରି ଯନ୍ତ୍ରଣା ସହି ସକଳ !!   ଶିକ୍ଷା

Loading

May
2023
11

ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ

 ନାହଁ ମାତୃଭାଷା ଶିକ୍ଷା    ଉତ୍କଳର ଭୂମି ବିଚ୍ଛିନ୍ନାଞ୍ଚଳ ରେ କାହିଁ ମାତୃଭାଷା ଶିକ୍ଷା। କାହିଁ ଓଡ଼ିଆ ଶିକ୍ଷକ, କାହିଁ ଓଡ଼ିଆ ବହିର ମୁଦ୍ରଣ। କାହିଁ ଓଡ଼ିଆ ଙ୍କ ମାନ ସମ୍ମାନ।ରୋଦନ କରୁଛି ଆର୍ତ୍ତନାଦେ ମାତୃଭାଷା ଶିକ୍ଷା ପାଇଁ, ଗୁହାରି କରୁଛି ଉତ୍କଳକୁ, ଗୁହାରି କରୁଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ। ଉତ୍କଳର ସ୍ବାଭିମାନ କାହିଁ

Loading

May
2023
11

ଜୀବନ – ନଳିନୀ ପ୍ରଭା ମିଶ୍ର

ଜୀବନ   ଜୀବନ ଟା ନୁହେଁ ଟୁକୁରା କାଗଜ ଅଶେଷ ପୃଷ୍ଠାର ଲିପି ଜୀବନଟା ନୁହେଁ କ୍ଷଣିକ ସପନ ମୁଦ୍ରିତ ଭରା ଆଖି। ଜୀବନଟା ନୁହେଁ ଅୟସର କ୍ଷେତ୍ର ଖାମଖିଆଲିଆ ଢଙ୍ଗ ଜୀବନଟା ନୁହେଁ ଚିର ଯୌବନ ଭରା ଲାଳିତ୍ୟର ରଙ୍ଗ। ଜୀବନଟା ନୁହେଁ ଖେଳଣା କଣ୍ଢେଇ କାହା ‌ହାତେ କ୍ରୀଡନକ ନିଜ ସ୍ଵାଧୀନତା ଜାହିର୍ ପଣିଆ ଅଭିବ୍ୟକ୍ତି

Loading

May
2023
11

କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର

କାହାକୁ ଚିହ୍ନିବା କେମିତି   ଗାଈକୁ ଚିହ୍ନିବା ଦୁଧରୁ ମଣିଷ ଚିହ୍ନଟ ହୃଦରୁ ଫଳରୁ ଗଛକୁ ଚିହ୍ନିବା ଗୀତିକାର ଗୀତେ ଜାଣିବା। ଚନ୍ଦ୍ର ର ମଣ୍ଡଳେ ନକ୍ଷତ୍ର ମେଘ ଆଗମନ ସୂଚିତ। ଗାଁ ପରିମଳ ତୋଠରୁ ବନ୍ଧୁ ସୌଜନ୍ୟ ଓଠରୁ। ଘରର ଚିହ୍ନଟ ଏକତା ଜାତୀୟତା ଭାବ ମିତ୍ରତା। ଦେଶ ପ୍ରେମୀ ଭାବ ଉତ୍ସର୍ଗ ସନ୍ୟାସୀ ର ଚିହ୍ନ

Loading

May
2023
11

ସାଧୁ ସାବଧାନ – ସୌଦାଗର ବିଶ୍ବାଳ

ସାଧୁ ସାବଧାନ    ସୁକୁଟି ମାଉସୀ ଆମ ଗାଁ ର ଚାରି ଖଣ୍ଡେ ନାଁ ଡ଼ାକ ତାହାର।।   ଘର ସେ କରିଛି ମହଲ ପରି ରହିବାକୁ ତହିଁ ମାତର ଚାରି।।   ବୁଢ଼ୀ ଘର ପଡ଼ି ରହିଛି ଫାଙ୍କା ଭଡ଼ା କମ ନିଏ ମାଉସୀ ଏକା।।   ସହରୁ ଆସିଲେ ସୁର ମଉସା ଭଡ଼ା ଖୋଜୁଥିଲେ ସିଏ

Loading

May
2023
11

ପ୍ରତୀକ୍ଷାର ତୀରେ – ସୁଜାତା ଦାସ

ପ୍ରତୀକ୍ଷାର ତୀରେ   ପ୍ରତୀକ୍ଷାର ତୀରେ ତୃଷିତ ଅନ୍ତରେ ହୃଦୟର ପାରାବାରେ, ଜଳୁଥାଏ ନିତି ଅନ୍ତର ଦୀପାଳି ପ୍ରଣୟର ଜ୍ୟୋତି ଧାରେ l ବେଦନାର ସ୍ପର୍ଶ କରେ ଉଦ୍ଜୀବିତ ବାସ୍ନାୟିତ ସ୍ମୁତିରାଜ୍ୟ, ପ୍ରୀତି ସମ୍ମୋହନେ ନିମଗ୍ନ ନିଶ୍ଚଳ କଳ୍ପନା ଭାବ ସାମ୍ରାଜ୍ୟ l ଭୂମିଠାରୁ ଭୂମା ପ୍ରଣୟ ନୀଳିମା ସ୍ନିଗ୍ଧ ଅନୁଭବ ଜାଗେ, ଦଗ୍ଧଭୂତ ସ୍ମୃତି ଜ୍ୟୋତ୍ସ୍ନା ଭିଜା

Loading

May
2023
10

ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା

ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ   ନିଶି ହେଲେ ଅନ୍ତ   ପ୍ରାତ ହୁଏ ପ୍ରକଟ   ବାଜେ ଶଙ୍ଖ ଘଣ୍ଟା   ଖୋଲେ ମନ୍ଦିର ମଠ।   ନିଦରୁ ଉଠି ମୁଁ   ପ୍ରଣମି ପିତା ମାତେ   ଗୁରୁ ପାଦ ସ୍ମରି   ଭଣେ ଗୁରୁଙ୍କୁ ସତେ।   ନିତ୍ୟ କର୍ମ ସାରି   ତୋଳେ

Loading

May
2023
10

ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ

ମନ ରହିଯାଏ ଲାଖି   ଈଶ୍ୱରଙ୍କ ସୃଷ୍ଟି କେତେ ଯେ ବିଚିତ୍ର ତାହାର କଳନା ନାହିଁ ଯେତେ ଦେଖୁଥିଲେ ସେ ରୂପ ମାଧୁରୀ ମନ ଜମା ପୁରେ ନାହିଁ l କେତେ କଣ ସବୁ ସୃଷ୍ଟି କରିଛନ୍ତି ଏ ସାରା ସଂସାର ପାଇଁ ଗଢିଛନ୍ତି ପୁଣି କେତେ ନଈ, ନାଳ ଆମରି ସୁବିଧା ପାଇଁ l ମଣିଷ ବୁଦ୍ଧିକୁ

Loading

May
2023
10

ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

ପୋକରା ଡାଳ   ମୋ ଉପରେ ନାଚିଲ, କୁଦିଲ, ଡିଆଁ ଡେଇଁ ବି କଲ ମାଙ୍କଡ଼ ଠାରୁ ଫାଜିଲ ଷୋହଳ ବୟସୀ ଝିଅ ଦୋଳି ଖେଲିଲ, ଗୀତ ବି ଗାଇଲ l   ମୁଁ ରାଗ ଶୁଝେଇବି କହ କାହା ଉପରେ? ଝଡ଼ ଧକ୍କା ଦେବା ଆଗରୁ ଉପଦ୍ରଵ ସବୁ ନିଦେଇ ଗଲେ ମୁଁ ମିଶିଗଲି ମାଟି ଉପରେ

Loading

May
2023
10

ସୀତା ଠାବ – ରୋହିତ ଜେନା

ସୀତା ଠାବ   ଅଞ୍ଜନା ନନ୍ଦନ ହନୁ ଚିନ୍ତା ମଗ୍ନ ହୋଇକି ଶିଂଶପା ବୃକ୍ଷେ ବସିଲେ କପି ରୁପ ଧରିକି ନିରେଖି ନିରେଖି ଦେଖି ଭାବୁଥିଲେ ବସିକି ସନ୍ଦେହ ମୋଚନ ହେବ ପ୍ରତୀକ୍ଷାର ଅନ୍ତେକି | ଏସନେ ତ୍ରିଜଟା ଆସି କହୁଛନ୍ତି ସତୀକି ଅଶୋକ ଉଷା କରିବ ଚାଲ ନିର୍ଝରିଣୀକି ତଟିନୀ ତଟକୁ ଚାଲି ସଖି ହାତ ଧରିକି

Loading

May
2023
10

ତୁମ୍ଭ ପଦେ ରହୁ ମତି – ବିଜୟ କୁମାର ସ୍ବାଇଁ

ତୁମ୍ଭ ପଦେ ରହୁ ମତି   ପ୍ରଭୁ ହେ ତୁମ୍ଭେ ତ ଜଗତ ପତି ପ୍ରଭୁ ହେ ତୁମ୍ଭେ ତ ଜଗତ ପତି ତୁମ୍ଭରି ଆଜ୍ଞା ରେ ରବି ଶଶି ତାରା ଉଇଁ ଥାନ୍ତି ନିତି ନିତି।   ପ୍ରଭୁ ହେ ତୁମ୍ଭେ ତ,,,,,,,   ତୁମ୍ଭେ ତ ଦେଇଛ ହଲଦିବସନ୍ତ ଆଖି ରେ କଜଳ ଗାର ଗୁଣ୍ଡୁଚି

Loading