December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Nov
2021
21

*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*

ଦି’ ଦିନ ଜୀବନ ************** ପ୍ରସନ୍ନ କୁମାର ମେହେର   ମଣିଷ ଜୀବନ ଦି’ ଦିନ ଜୀବନ ଏଇ ଧରା ପୃଷ୍ଠ ତଳେ ଆସିଛି ସେ ଦିନେ ଯିବ ଏକ ଦିନେ ଜନମ ମରଣ ବଳେ ।।   ଜନମ ମରଣ ସତ୍ୟ ସନାତନ ଲିପିବଦ୍ଧ ଚିତ୍ରଗୁପ୍ତେ ଭାଗ୍ୟର ଲିଖନ କେ କରିବ ଆନ ଜୀବନର ଗତିପଥେ ।।

 123 total views,  1 views today

Nov
2021
21

*ମରିଯାଉଥିବା ଆଶା – ମନୋଜ କୁମାର ଦାସ*

ମରିଯାଉଥିବା ଆଶା ମନୋଜ କୁମାର ଦାସ ******************* ଆଶା ଭରସାର ଦୋଛକିରେ ଜୀବନର ଭାଗ୍ୟ ବାଟବଣା ମନ ତଳ କୋହ ବିସ୍ପୋରିତ ହୃଦୟର ଆବେଗ ମରିଯାଏ ନୟନରୁ ଲୁହ ବୁହେ ଧାରଧାର ସପନରେ ନିଦ ଭାଙ୍ଗିଯାଉଥାଏ l ଦୀନଦରିଦ୍ରର ଅକୁହା କାହାଣୀ ବୁଝିବାକୁ କିଏ ଅଛି ଏ ସଂସାରେ ହୃଦୟ ଖୋଜେ ସ୍ନେହର ପରଶ ବିଚିତ୍ର ଦୁନିଆରେ ତା’

 58 total views

Nov
2021
21

*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*

******* *ଜାତିରୁ ବିପତ୍ତି* ******* ************ ସୀମାଞ୍ଚଳ ପଣ୍ଡା *********** ସମ୍ପଦ   ସୁରକ୍ଷା    ସରକାର  ଦୀକ୍ଷା ନକଲେ କେ ଆଉ ରଖିବ କହ, ବୌଦ୍ଧିକ   ସମ୍ପତ୍ତି   ଦିଏ  ନାହିଁ  ଗତି ସାଜଇ ବିପତ୍ତି  ଉଠଇ କୋହ ! ଆଜି  ଏ ମଣିଷ   କଲା  କିସ ଦୋଷ ଜାତି ଲାଗି  ହଜି  ଯାଏ  ସମ୍ପତ୍ତି, କିଏ  ଗଢ଼ିଥିଲା  କାହା

 73 total views,  2 views today

Nov
2021
21

*ହେ… ଚକାନୟନ – ରୀକ୍ଷିରାମ ମେହେର*

ହେ… ଚକାନୟନ ରୀକ୍ଷିରାମ ମେହେର ******************* ତୁମ ନାମ ଜପି ଯାଉ ମୋ ଜୀବନ କଣ୍ଠେ ଥାଉ ତୁମ ନାମ ଭକତି ପ୍ରେମରେ ଯାଉ ମୋ ଜୀବନ ଧ୍ୟାୟୀ ତୁମ ପାଦେ ମନ, ହେ …. ଚକାନୟନ।।1। ଭକ୍ତ ସାଳବେଗ ଧ୍ୟାୟୀ ତୁମ ପାଦ ଆକୁଳେ ଡାକିଲା ନାମ ଉଭା ହେଲ ଯାଇ ବାଲୁକା ରଥରେ ଛାଡିଣ ଶ୍ରେକ୍ଷେତ୍ର

 50 total views,  2 views today

Nov
2021
21

*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*

**ବିଦ୍ୟାପତି-ଲଳିତା ଉପାଖ୍ୟାନ** ।।ଜାନକୀ ମହାନ୍ତ।। ପ୍ରଥମ ପରାର୍ଦ୍ଧେ ଆଦିବ୍ରହ୍ମ ନେଲେ ନୀଳମାଧବଙ୍କ ରୂପ, ଦ୍ୱିତୀୟ ପରାର୍ଦ୍ଧେ ପ୍ରଭୁ ଆଦିକନ୍ଦ ନେଲେ ଦାରୁବ୍ରହ୍ମ ରୂପ ।। ଘନ ଅରଣ୍ୟରେ ବିଦ୍ୟାପତି ସାଥେ ଲଳିତାଙ୍କ ହେଲା ଦେଖା, ଲଳିତାଙ୍କ ପିତା ବିଶ୍ୱାବସୁ ଥିଲେ ଶବରପଲ୍ଲୀର ରାଜା ।। ବିଶ୍ବାବସୁ କରେ ନୀଳମାଧବ ଯେ ପ୍ରତ୍ୟହ ପୂଜା ଅର୍ଚ୍ଚନ, ଅନ୍ଧ ପୁଟୁଳିରେ ଯାଇ

 87 total views

Nov
2021
21

*କଥାର ମୃତ୍ୟୁ- ନବ କୁମାର ଦାସ*

😶😶😶😶😶😶😶😶😶 *କଥାର ମୃତ୍ୟୁ* ନବ କୁମାର ଦାସ ************************* ଜୀବନ ତ ଆରମ୍ଭ ହୋଇଥିଲା ମୋ ସଂକଳ୍ପର ଷଠିଘରରୁ ମାଟିରୁ କାଠି ମସିଣା ମାଆ ପଣତ ,ବାପାଙ୍କ ହାତର ସାହାରା ନେଇଥିଲା ଆମେ ,ତମେର ସମ୍ପର୍କରେ ବାନ୍ଧି ହୋଇଥିଲା କେଉଁ ଏକ ପରିଚୟ ନେଇ …ll ହେତୁର ହିତଉପଦେଶରେ ମୁଁ ଜାଣିଗଲି କେବେ ମରିବାକୁ ହେବ ଛାଡିବାକୁ ହେବ

 51 total views

Nov
2021
21

*ଟିକେ ମନକୁ ପଚାର – ଭାସ୍କର ରାଉତ*

ଟିକେ ମନକୁ ପଚାର ଭାସ୍କର ରାଉତ ***************** ଆହେ ମାନ୍ୟବର ଏହାକି ବିଚାର ଟିକେ ମନକୁ ପଚାର ଚାଲିଛି ଶାସନ ପ୍ରଜାଙ୍କ କଷଣ ହେଉନାହିଁ ତିଳେ ଦୂର। କୁହ ଆମେ ପାରିବାର, ଲୁଣ୍ଠନ ଧର୍ଷଣ ନର ହତ୍ୟାମାନ ଘଟେ ପ୍ରତି ମୁହୂର୍ତ୍ତର।। ଶାସକ ହୋଇଣ ରହିଛ ମଉନ ଜନତା ଦୁଃଖକୁ ଦେଖି ବିଲେଇ ପରିକା କ୍ଷୀର ଖାଅ ଏକା

 51 total views

Nov
2021
21

*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *

*ଶୀତର ପରଶ* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  **********””””””””********* ଧୀରେ ଧୀରେ ଛୁଏଁ ଶୀତର ପରଶ ସୃଷ୍ଟି ସର୍ଜନାର ଭୂଇଁ ସ୍ୱଗତୋକ୍ତି ତୋଳେ ପ୍ରକୃତି ସମ୍ଭାର ବିସ୍ମୟ ଫାଟକ ଦେଇ। ଧୂଆଁଳିଆ ଶୋଭା ଚତୁଃପାର୍ଶ୍ବ ବିଭା କାକର ଶୁଭ୍ରତା ଭରି ଶୀତଳ ସମୀର ରୋମାଞ୍ଚ ପରଶେ ଶରୀର ଉଠେ ଶିହରି । ପ୍ରତ୍ୟୁଷକାଳୀନ ପ୍ରାତଃ ଭ୍ରମଣରେ ଆଳସ୍ୟ ହିଁ ଦୂରୀଭୂତ

 54 total views

Nov
2021
21

*ଆପଣା ଓ ପର- ଜୟ କୁମାର ମିଶ୍ର *

“ଆପଣା ଓ ପର” ଜୟ କୁମାର ମିଶ୍ର  ************************* ଆପଣା ———- ଆପଣା ଲୋକତ, ସବୁ ବୁଦ୍ଧିମନ୍ତ ଗୁଣୀଜ୍ଞାନୀ ଗଣେ ଗଣା, ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼ ଜମିବାଡ଼ି, ସୁନା, ବାନା ।। ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି ଦାନ, ମାନ, ଧନ, ମନ, ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର କେଉଁଠି ନାହିଁଟି ଖୁଣ ।।

 51 total views,  1 views today

Nov
2021
21

*ଜୀବେ ଦୟା କର-ଜାନକୀ ମହାନ୍ତ*

**ଜୀବେ ଦୟା କର** ଜାନକୀ ମହାନ୍ତ   ମାନବ ଜୀବନ ଦୁର୍ଲ୍ଲଭ ଜନମ ଦେବ ପ୍ରିୟ ଏ’ ଜନମ, ଚଉରା’ଶି ଲକ୍ଷ ଯୋନିପରେ ନର ପାଏ ଏ’ମାନବ‌ ଜନ୍ମ ।।   ପଶୁପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ ଚରାଚର ସରୀସୃପ, ସୃଷ୍ଟି ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ ଉନ୍ନତ ନର ମସ୍ତିଷ୍କ ।।   ବୁଦ୍ଧି ବିଦ୍ୟା ଗୁଣ

 74 total views

Nov
2021
21

*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*

🌹 ଶରଶଯ୍ୟା ଜୀବନ🌹 ଡ଼ଃ ଲଷ୍ମୀକାନ୍ତ ଦାଶ ଶରଶଯ୍ୟା ଭାବେ ମଣିଷ ବଞ୍ଚିଛି ସ୍ମୃତିକୁ ନିଜର କରି ଉଦବେଳିତ କରେ ଅତୀତ କାହାଣୀ ନିଃଶବ୍ଦରେ କୋହ ଭରି ।। ଚେତନାର ଦୃଶ୍ୟ ଉହ୍ୟ ହୋଇଅଛି ଦିବ୍ୟତ୍ବ ପାଇବା ପାଇଁ ବ୍ୟତିକ୍ରମ ହୁଏ ଛିନ୍ନ ସମ୍ବେଦନୀ ପ୍ରତିଘାତ ବ୍ୟଥା ଦେଇ ।। ଆକାଂକ୍ଷିତ ମନ ପ୍ରତିଶୃତି ପାଇ ଅନ୍ତଃସିକ୍ତ ହେଉଥାଏ

 75 total views

Nov
2021
20

*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*

ବସନ୍ତ କରିଛି ଆଗମନ 🌈🌈🌈🌈🌈🌈🌈 ଋତୁ ଶ୍ରେଷ୍ଠ ବସନ୍ତ କରିଛି ଆଗମନ ପ୍ରକୃତି ରାଣୀର ମନ ହୁଏ ଛନ ଛନ ସତେକି ମିଳିଛି ତାକୁ ନୂଆ ଜୀବନ l ପ୍ରକୃତିର ମଉଳା ମୁହଁରେ ହସ ଖେଳିଛି ବସନ୍ତ ତାର ପ୍ରେମିକ ଆସିଛି l ପ୍ରକୃତି ରାଣୀ ନବ ବଧୂ ପରି ପାଟ ମାଣ୍ଡିଛି ପ୍ରେମିକ ବସନ୍ତ ପ୍ରେମରେ ଭିନ୍ନ

 538 total views,  1 views today

Nov
2021
20

*ସେ! – ବନସ୍ମିତା ପଣ୍ଡା*

ସେ ………. ସେ ଅନ୍ଧାର ଭିତରେ ଖୁବ ଖୋଜିଲି ତୋତେ ଚାଲୁ ଚାଲୁ ଥକିଗଲେ ସେ ପାଦ ଯୋଡିକ ଖୁବ ବାଡେଇ ଛାଟି ହେଲେ ହାତ, ଗୋଡ଼ ଯୋଡିକ ମୁହଁ ମାଡି ପଡିଗଲା ଶେଷ ବିଶ୍ୱାସ କାଟିପାରୁନଥିଲା ସେ କିଟମିଟ କଳା ବହଳ ଅନ୍ଧାର ଆଖି ଯୋଡିକ ନୁଆଁଣିଆ ଦେଖିପାରୁଥାଏ ସେ ତୋର କୌତହଳିଆ ଆଖି ଯୋଡିକ ହାତ

 206 total views,  1 views today

Nov
2021
20

*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

ଅମୃତ ର ସୃଷ୍ଟି  ଶିଶୁ ————————   ପ୍ରତାପ କିଶୋର ରାଉତ “””””””””””””””””” ଶିଶୁ ଟିଏ ମୁହିଁ ଏଇ ଧରା ପରେ ଅମୃତ ର ସୃଷ୍ଟି ଟିଏ ହୃଦୟ ମୋହର ସ୍ୱଚ୍ଛ ନିରିମଳ ସପନ ମୁଁ ଦେଖୁ ଥାଏ ନବୀନ ଉଷାର ଜ୍ୟୋତି ସମ୍ଭାବନା ମୋର ଅନନ୍ତ ଅସୀମ ନାହିଁ ମୋ ହୃଦୟେ ଭୀତି ।   ତମସା

 105 total views,  1 views today

Nov
2021
20

*ବିଡ଼ମ୍ବିତ ଶୈଶବ – ପ୍ରସନ୍ନ କୁମାର ସାହୁ*

ବିଡ଼ମ୍ବିତ ଶୈଶବ,,,,,,, ***************** ବିଡ଼ମ୍ବିତ ଆଜି ଶୈଶବ ଶିଶୁର ଏହି ଆଧୁନିକ ଯୁଗରେ, ସବୁ ଶିକ୍ଷା ଠାରୁ ବଞ୍ଚିତ ଶିଶୁଟି କିଛି ନାହି ତା ଭାଗ୍ୟରେ। ଶୁଣି ପାରୁନାହିଁ ବୁଢ଼ୀ ମା ଗୀତକୁ ସୋଇନି ବୁଢ଼ୀମା ଗୋଡେ ନାହିଁ ଆଉ ସେହି ଯୌଥ ପରିବାର ଚାକରାଣୀ ପାଶେ ବଢେ। ଶୁଣି ପାରେ ନାହିଁ ନାନାବାୟା ଗୀତ ମାଆ କି

 100 total views,  1 views today

Nov
2021
20

*ଏମିତିକା ମଣିଷ – ମନୋଜ କୁମାର ଦାସ*

ଏମିତିକା ମଣିଷଟେ •••••••••♪••••••••••••                   ମନୋଜ କୁମାର ଦାସ                     ••••••••••♠••••••••• ଜୀବନର ମାନେ ବୁଝିଲନି ବୁଢିଆଣୀ ଜାଲରେ ପଡିବା ବସ୍ତୁବାଦୀ ମଣିଷଟେ ସାଜି ଅବାଟରେ ଗତି କରିବାଟା ସଫଳତାର ମୂଲ୍ୟ ଜଣାତ l

 50 total views,  1 views today

Nov
2021
19

*ଇରିଗେସନ କଲୋନୀର ଶେଷ ଗଳିରେ ଶୀତ – ରମାକାନ୍ତ ସିଂ ସାହାଣୀ*

ଇରିଗେସନ କଲୋନୀର ଶେଷ ଗଳିରେ ଶୀତ ରମାକାନ୍ତ ସିଂ ସାହାଣୀ ********************************* ହେଇ ଦେଖ, ସେହି ଦିନ,ସେହି ରାତି ସେହି ରାସ୍ତା,ସେହି ମନ୍ଦିର,ସେହି ପଡିଆ…. ବାଶ ଗୋଟେ ସାଲ ପୂର୍ତ୍ତି ହେଇ ସାରିଛି…।। ହାଡ ଭଙ୍ଗା ଶୀତରେ କଳାହାଣ୍ଡିରୁ ନୂଆପଡ଼ା ସାଇକେଲରେ ଶୀତର ଜାଡ ପାଇବା ପାଇଁ….. ଭାବ ସର ସର କାକାରରେ ଭିଜିବା ପାଇଁ…. ଇରିଗେସନ କଲୋନୀର

 194 total views,  1 views today

Nov
2021
18

*ସୁରଭି – ବିନୋଦିନୀ ଦାଶ*

ସୁରଭି ବିନୋଦିନୀ ଦାଶ ******************************** ଧରା ଉପବନେ ସକଳ ବାଳକ ଜଣେ ଜଣେ ସୁରଭିତ କଳିକା, ଫୁଟି ସୌରଭକୁ ବିତରିବା ପାଇଁ ଉଦ୍ୟମ ହେବା ବି ସୁଗନ୍ଧ ମଖା ।   ବିଭିନ୍ନ ଫୁଲର ବିଭିନ୍ନ ସୁରଭି ଗୋଟିଏ ସ୍ଥାନରୁ ଚଉପାଶକୁ, ପ୍ରସାରିତ ହୋଇ ଛୁଟି ଯାଉଥିବ ଦୂର ଦିଗ୍ ବଳୟକୁ ଛୁଇଁବାକୁ ।   ସେ ମହକେ

 134 total views,  1 views today