April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2022
23

Let’s paint for Green — Matthew Lee Gbigbi

~Let’s paint for Green~   Lubricated products,moist textures Blued and Yellowed,spectrum mixtures Liquidised blocks of molded paint Artistic brushes stiring the inks frames of Clipboards,glassy screens Let’s paint for Green   Zig-zag lines with colorful paste Potatoes grain,give us a taste Chameleon

Loading

Aug
2022
22

ଚାଲ ଆମେ ସବୁଜ ବନିବା — କୁସୁମ କୁମାରୀ ପଣ୍ଡା 

ଶୀର୍ଷକ:–ଚାଲ ଆମେ ସବୁଜ ବନିବା     ଗାଁ ସହରର ପ୍ରକୃତି ଉପମା କାହିଁ ସବୁ କିଛି ଗଲାଣି   ନାହିଁ ବୃକ୍ଷ ମାନ ସବୁଜ ରଙ୍ଗର ତାପମାନ ବୃଦ୍ଧି ହେଲାଣି।   ଗାଁ ସହରରୁ କାଠି କୁଟା ନେଇ ବୃକ୍ଷମାନ ସବୁ ମଲେଣି   ଲୁଚି ଛପି କାନ୍ଦି ଦେଖୁଛି ସଭିଙ୍କୁ ସବୁଜ ରଙ୍ଗର କାହାଣୀ।  

Loading

Aug
2022
22

ଚାଲ ଆମେ ସବୁଜ ବନିବା — ସୁଭଦ୍ରା ପଟ୍ଟାୟତ

କବିତା: ଚାଲ ଆମେ ସବୁଜ ବନିବା   ଆସରେ ପିଲେ ଆମେ ଏକାଠି ହୋଇ ଲଗାଇବା କିଛି ଗଛ ! ସବୁଜ ଦିଶିବ ଆମ ଚାରିପାଖ ପରିବେଶ ହେବ ସ୍ବଚ୍ଛ !!   ଆମ ଏ ଉତ୍କଳ ସବୁଜିମା ଭରା ସତେ କେତେ ମନଲୋଭା ! ସବୁଜ ରଙ୍ଗର ଓଢ଼ଣୀ ଫାଙ୍କରେ ଫୁଲ ଫଳ ପାଏ ଶୋଭା !!

Loading

Aug
2022
22

ଚାଲ ଆମେ ସବୁଜ ବନିବା — ତପସ୍ୱିନୀ ଜେନା

ଚାଲ ଆମେ ସବୁଜ ବନିବା   ଏଇ ପରିବେଶେ ଭରିଦେବା ଆମେ ସବୁଜିମାର ବଳୟ, ରଉଦ୍ର ବଦଳେ ଆମକୁ ଛୁଇଁବ ଅଦିନେ ମଧୁ ମଳୟ।   ବନ ମହୋତ୍ସବ ପାଳିବା ସଭିଏଁ ଦେଇଣ ଆମେ ସ୍ଲୋଗାନ, ଏ ମନ୍ତ୍ର ଗାଇବା ପୁରୁପଲ୍ଲୀ ଯାଏ ବୃକ୍ଷ ହିଁ ଆମ ଜୀବନ।   ସବୁଜ ବଳୟ ସୃଷ୍ଟି କରି ଆମେ “ପ୍ରକୃତିବନ୍ଧୁ”

Loading

Aug
2022
22

ଚାଲ ଆମେ ସବୁଜ ବନିବା — ସୁଜାତା ପତି

ବିଷୟ…    “ଚାଲ ଆମେ ସବୁଜ ବନିବା”   ସବୁଜ ସବୁଜ ଧରଣୀ ସବୁଜ ସବୁଜ ମନକୁ ମୋହେ ସବୁଜ ଓଢ଼ଣୀ ଭିତରେ ଧରଣୀ ମନର କଥାକୁ କୁହେ।   ଆଜି ଏ ମଣିଷ ଅମଣିଷ ହୋଇ ବୃକ୍ଷ ସବୁ କାଟି ଦେଲା ଗଡିଆ ପୋଖରୀ ସବୁ ପୋତି ଦେଇ କଂକ୍ରିଟ ଜଙ୍ଗଲ କଲା।   ସବୁଜ ଲୁଚିଲା

Loading

Aug
2022
22

ଚାଲ ଆମେ ସବୁଜ ହୋଇବା — ବିଳାସିନୀ ପୃଷ୍ଟି

  ଚାଲ ଆମେ ସବୁଜ ବନିବା   ଶ୍ରାବଣ ଆସିଛି ଶ୍ରାବଣୀ ସାଥିରେ ଚାରିଆଡ଼େ ବର୍ଷା ପାଣି ଫୁଲେଇ ମୌସୁମୀ ଛୁଇଁଛି ବସୁଧା ସବୁଜିମା ଭରା ପୁଣି ଗଛ ଲଗାଇବା ପ୍ରକୃତ୍ତି ର ଶୋଭା ବଢ଼ାଇବା ଆମେ ମିଶି ପୂରୁବ ସୋନ୍ଦର୍ଯ୍ୟ ଫେରାଇ ଆଣିବା ପୃଥିବୀ ହୋଇବ ଖୁସି କଳ କାରଖାନା ରାସ୍ତା ଘାଟ କରି ପ୍ରକୃତ୍ତି କୁ

Loading

Aug
2022
22

ଆମେ ସବୁଜ ହୋଇବା — ରମେଶ କୁମାର ସାହୁ

ଆସ ସବୁଜ ହୋଇବା         ଧନ ଦଉଲତ ସାଇତି ରଖୁଛୁ ସୁଖରେ ବଞ୍ଚିବା ପାଇଁ ପୁଅ ନାତି ପାଇଁ ଅସୁମାରି ସ୍ଵପ୍ନ ଦେଖୁଛୁ ବିକଳ ହୋଇ ଚିନ୍ତା କି କରିଛୁ କେବେ ବୃକ୍ଷ ବିନା ଯଦି ସୃଷ୍ଟି ନାଶ ହୁଏ ସେମାନେ କିସ କରିବେ । ଗଛ କାଟି ସଫା କରି ତୁ ସେଠାରେ

Loading

Aug
2022
5

ମାଟି ମଟାଳର ମଣିଷ — ସୁଭଦ୍ରା ମହାପାତ୍ର

ମାଟି ମଟାଳର ମଣିଷ   ଏଇ ମାଟି ମାଆ ଜନମ ଭୂମି ମୋ ଏହି କର୍ମ ଭୂମି ମୋର, ମାଟି ମଟାଳର ମଣିଷ ଟିଏ ମୁଁ ମାଟିରେ ମିଶିବା ସାର ।। ୧ ।।   ମାଟି ମାଆ କୋଳେ ଚାଲି ମୁ ଶିଖିଲି ବଢ଼ିଲି ତା ଶସ୍ୟ ଖାଇ, ତା ବକ୍ଷ ସୁନ୍ଦର ବୃକ୍ଷ ତରୁ ଲତା

Loading

Aug
2022
5

ମାଟି ମଟାଳର ମଣିଷ — ପ୍ରତାପ କେଶରୀ ବେହେରା

ମାଟି ମଟାଳର ମଣିଷ   ମାଟି ରେଣୁ ମାଟି ମା” ର ବିଭୁତି ସରାଗେ କପାଳେ ବୋଳି, ମାଟିରୁ ମଟାଳ କରେ ସେ ମଣିଷ କମଣ୍ଡଳୁ ବାରି ଢାଳି ।। ୧ ।।   ସୃଷ୍ଟି କରେ ସ୍ରଷ୍ଟା ପରାୟେ କୁମ୍ଭାର ରୂପ ଆଙ୍କେ ଯତନରେ, ମାଟି ପିଣ୍ଡୁଳାରେ ସଞ୍ଜୀବନୀ ଛିଞ୍ଚି ପ୍ରାଣଭରେ ମୃତ୍ତିକାରେ ।। ୨ ।।

Loading

Aug
2022
5

ମାଟି ମଟାଳର ମଣିଷ — ରମେଶ କୁମାର ସାହୁ

ମାଟି ମଟାଳର ମଣିଷ    ମାଟିର ମଣିଷ ମାଟିରେ ଗଢା, ମଣି କି କାଞ୍ଚନ ନାହିଁ ତ ଲୋଡ଼ା । ଏ ମାଟି ମୋ ପାଇଁ ଚନ୍ଦନ ପରି, ତାହାକୁ ଜୀବନେ ପାଥେୟ କରି । ବଞ୍ଚି ରହିବି, ସରଗ ର ସୁଖ ତାଠୁ ପାଇବି ।। ୧ ।।   ପବିତ୍ର ମାଟିକୁ ଚକଟି ହାତେ, ଗଢି

Loading

Aug
2022
5

ମାଟି ମଟାଳର ମଣିଷ — ଭ୍ରମର ବାଗ

ମାଟି ମଟାଳର ମଣିଷ   ଏଇ ମାଟିରେ ଆମ ଜନମ, ଏଇ ମାଟିରେ ଆମ କରମ । ଏଇ ମାଟିରେ ଆମ ଜୀବନ, ଏଇ ମାଟିରେ ଆମ ମରଣ । ଦୁଃଖରେ ହେଉ, କି ସୁଖରେ ହେଉ, ଏଇ ମାଟି ଏକା ଆମରି ଆଶ, ଆମେ ମାଟି ମଟାଳର ମଣିଷ ।। ୧ ।।   ଖରା ବରଷା

Loading

Aug
2022
5

ମାଟି ମଟାଳର ମଣିଷ — ଚିନ୍ମୟୀ ମହାପାତ୍ର

ମାଟି ମଟାଳର ମଣିଷ    ମାଟି ମଟାଳର ଛାତି ଚିରି ଦେଖ ବନ୍ଧୁ ଥରେ ଦେଖ, କେତେ ଖଣି, ଖାଦାନର ତଳେ ହାଡ଼ କଙ୍କାଳକୁ ଦେଖ ! ରକତ, ମାଉଁସ ଜୁଡୁବୁଡୁ ମାଟି ଶୁଖିଛି କେମିତି ଦେଖ ! ଖାଙ୍କାଳ ପେଟ ହାତେ ଭିତରକୁ ପଶିଛି କେମିତି ଦେଖ !   ମାଟିର ମଣିଷ ମାଟି ଚିରି ପରା

Loading

Aug
2022
5

ମାଟି ମଟାଳର ମଣିଷ — ସୀମାଞ୍ଚଳ ଖଟୁଆ

‌‌ ମାଟି ମଟାଳର ମଣିଷ   ମାଟି ନୁହେଁ ସିଏ ମାଆଟି ଆମର ହୃଦୟର ଚନ୍ଦନ, ସରଗଠୁ ବଡ଼ ମାଆ ମାତୃଭୂମି ମୁକ୍ତିର ସନ୍ଧାନ ।। ଘୋଷା ।।   କସ୍ତୁରୀ ମୃଗ କସ୍ତୁରୀ ‌ସନ୍ଧାନେ ଭ୍ରମେ, ଭ୍ରମେ ବନଘୋର, ବିଜ୍ଞାନୀ କହି ସୁଖର ଆଶାରେ ଯାଇଥିଲା ଦେଶାନ୍ତର । ଯନ୍ତ୍ରର ଯନ୍ତାରୁ ମୁକୁଳିବା ପାଇଁ ପ୍ରଚେଷ୍ଟା ତା

Loading

Aug
2022
5

ମାଟି ମଟାଳର ମଣିଷ — ପ୍ରଶାନ୍ତ କୁମାର ନାଥ

ମାଟି ମଟାଳର ମଣିଷ ପ୍ରଶାନ୍ତ କୁମାର ନାଥ   ଚକ୍ରିସୁତ କୁଳେ ଜନମିଛି ମୁହିଁ ଖେଦ ନାହିଁ ମୋର ମନେ, ମାଟି ମଟାଳରେ ବିତୁଛି ଜୀବନ ଶୂନ୍ୟ ଚକ୍ରେ ସିଂହାସନେ ।   ମାଟିର ପିଣ୍ଡକୁ ହାତରେ ଧରିଣ ଗଢୁଅଛି ମାଟି ପାତ୍ର, କାଦୁଅ ପାଣିରେ ଜୀବନ ସଂହିତା ଲେଖୁଥାଏ ଚିଠି ପତ୍ର ।   ନିର୍ଜୀବ କାଦୁଅ

Loading