March 29, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Nov
2022
1

ମଧୁସୂଦନ–ବର୍ଷା ଲଷ୍ମୀ ସ୍ୱାଇଁ

_*ମଧୁସୂଦନ* ମନୋନେଟ_ଶୈଳୀ ଲେଖିବାର ପ୍ରଥମ ଚେଷ୍ଟା କାହିଁ ଚାଲିଗଲ କୃଷ୍ଣ ଶିରୀକ୍ଷେତ୍ର ଧାମେ ରାଧାରାଣୀ ନିତି ଝୁରି ମରୁଛି ତା ମନେ ସତେକି ଆସିବ କାହ୍ନୁ ଶ୍ରୀକ୍ଷେତ୍ର ଧାମରୁ ଆଶା ବାନ୍ଧି ବସେ ରାଧା ଭୁଲେନି ମନରୁ ବୁଝିଲାନି କେମିତି ସେ ଏଡ଼େ ନିରିଦୟ କିପରି ହେଲା ତା ହୃଦୟ ପାଷାଣ ପ୍ରାୟ ? ଭୁଲିଗଲା ମା’ କୋଳ

 82 total views,  1 views today

Apr
2022
7

*ଉପହାର–ତପସ୍ୱିନୀ ଜେନା*

*ଉପହାର* ———– ତୁମ ପାଇଁ ମନେ ମୋର ଅନେକ ଆଦର ତୁମେ ମୋର ତ୍ରାଣକର୍ତ୍ତା ପରମ ଈଶ୍ୱର। ତୁମ ପାଦେ ବନ୍ଧା ପଡ଼ିଅଛି ମୋ ଅନ୍ତର ତୁମେ ଅଟ ଅଧୀଶ୍ଵର ସମଗ୍ର ଧରାର। ତୁମ ବିନା ଇଙ୍ଗିତରେ ନହଲେ ପତର କଳିବାକୁ ସାଧ୍ୟ ନାହିଁ ମୁଁ ଛାର କିଙ୍କର। ଯଉବନେ ପ୍ରିୟା ପାଖେ ବ୍ୟକ୍ତକଲି ପ୍ରେମ ପ୍ରୀତି ବଦଳରେ

 153 total views,  1 views today

May
2021
15

*ବାତ୍ସଲ୍ୟ ମୟୀ ମା ମୋର (ମନୋନେଟ ଶୈଳୀ)- ମନୋଜ କୁମାର ପଣ୍ଡା*

ବାତ୍ସଲ୍ୟ ମୟୀ ମା ମୋର (ମନୋନେଟ ଶୈଳୀ) ଆସିଥିଲି ମୁଁ ଅଜାଣତେ ଏହି ପୃଥିବୀକୁ ହାତେ ଲମ୍ବା ଦେହରେ ଉଜ୍ଜ୍ୱଳ କରି ଘରକୁ ତା’କୁ ପ୍ରସୂତି ବେଦନା ର ଉପହାର ଦେଇ ଜନ୍ମିଥିଲି ସଂସାରରେ କିଛି ସୁକର୍ମ ପାଇଁ ଡେରାସର-ମନ୍ଦିର-ମସଜିଦ-ଗୁରୁଦ୍ୱାର-ଗୀର୍ଜା ସବୁଠାରେ କରିଛି ସେ ମୋ ପାଇଁ ପୂଜା।। ବିନିଦ୍ର ରଜନୀ କାଟିଛି ସେ ଏନ୍ତୁଡ଼ି ଘରେ ଅଳି

 1,083 total views,  1 views today

May
2021
15

*ବସୁନ୍ଧରା( ମନୋନେଟ ଶୈଳୀ)–ମନୋଜ କୁମାର ପଣ୍ଡା*

*ବସୁନ୍ଧରା( ମନୋନେଟ ଶୈଳୀ)* ଅଟ ତୁମେ ଆଦ୍ୟା, ଯୋଗାସୀନା ଯୋଗମାୟା କୃଷି ଆଉ କର୍ଷଣ ର ଧେନୁ କମନୀୟା ଗ୍ରୀକ ସଭ୍ୟତାରେ ଉର୍ଜା ପିଣ୍ଡ ଦିମେତାର ବେବିଲୋନ ର ବନ୍ଦନୀୟା ମେଜ ମଦର ତୁମେତ ପଞ୍ଜାବ କୃଷକର ସୁନାଝିଅ ସୃଜନ ର ସ୍ବପ୍ନ ନେଇ ରଜସ୍ଵଳା ହୁଅ।। ବ୍ରିଟେନ ର ତୁମେ ପୂଜ୍ୟା ଜନ୍ମଦାତ୍ରୀ ‘ଦନ୍’ ଜର୍ମାନର ଭୂମିମାତା

 268 total views,  1 views today

May
2021
15

*ପ୍ରାଣଦାତା ବାପା ମୋହର(ମନୋନେଟ ଶୈଳୀ)– ମନୋଜ କୁମାର ପଣ୍ଡା*

*ପ୍ରାଣଦାତା ବାପା ମୋହର* (ମନୋନେଟ ଶୈଳୀ) ତୁମର ଘନଘୋର ଗର୍ଜନ-ତର୍ଜନ ରେ ପ୍ରୀତି ପ୍ରତ୍ୟୟ ଓ ଆଶିଷର ବାରି ଝରେ ଅସହ୍ୟ ଝାଞ୍ଜିବହେ ତୁମ ନିରବତାରେ ହରା ଭରା ପାରିବାରିକ ଚୌହଦୀରେ ତୁମ ଲାଗି ହୃଦୟ ମୋ ପରିବ୍ୟାପ୍ତ ହୁଏ ମଣିଷ ପଣିଆ ମସ୍ତି ଜାଗେ ମୋ ହୃଦୟେ ।। ଶିଖାଇଛ ମୋତେ ଏକା ଚାଲିବାର କଥା ମୋ

 284 total views,  1 views today

May
2021
15

*ଲେଖକ– ମନୋଜ କୁମାର ପଣ୍ଡା*

*ଲେଖକ* ପ୍ରକୃତିର ଉପାସକ ମାନବ ସେବକ ଭଲମନ୍ଦ କଥା ଯିଏ କରଇ ପରଖ।। ସମାଜ ସଂସ୍କାର କରେ ଜାତିପ୍ରାଣ ଗଢ଼େ ଉପଦେଶ ଛଳେ ଅନ୍ଧ ବିଶ୍ୱାସ କୁ ତଡେ।। ଦୁଃଖ ଦୂର କରି ମନୋ ବଳ କୁ ବଢାଏ ଭାଙ୍ଗି ନପଡ଼ି ଧଇର୍ଯ୍ୟ ଧରିବାକୁ କହେ।। ଅବାଟରେ ଗଲେ ବାଟ ଦିଅଇ ଦେଖାଇ ଭଲପାଇ ଆପଣାର କର ବୋଲି

 275 total views,  1 views today

May
2021
15

*ଘାସଫୁଲ– ମନୋଜ କୁମାର ପଣ୍ଡା*

*ଘାସଫୁଲ* ଇନ୍ଦ୍ର ପୁରେ ସେ ନୁହଁଇ କାନ୍ତ ପାରିଜାତ ନୁହେଁ ସେ ପୁଣି ମର୍ତ୍ତ୍ୟର କାସାର ଶ୍ରୀବାସ। ଦେହେ ତା ନାହିଁ ବଣର ମଲ୍ଲୀଫୁଲ ବାସ ପ୍ରଜାପତି ମାନମୋହେ ତାର ଖିଲି ହସ। ଗୋଲାପ ପରି ମଞ୍ଜୁଳ ତା ରୂପ ନୁହଁଇ ତଥାପି ତା ଆକର୍ଷଣେ ଭ୍ରମର ଆସଇ। ପଳାଶ ପରିକା ତନୁ ବଡ଼ ନୁହେଁ ତା’ର ଫୁଟିଥାଏ

 236 total views,  1 views today