Nov
2022
20
ଅଖାଡୁ ଜ୍ୟୋତିଷ–ମଧୁୁସ୍ମିତା ରାଉତ

ଅଖାଡୁ ଜ୍ୟୋତିଷ ନାମ ମୋ ଅଖାଡୁ ଘର ମୋ ବାରସିଙ୍ଗା ପେଟୁଆ ଜ୍ୟୋତିଷ ପିଲାଏ ଡାକନ୍ତି ମତେ…. ମୁଣ୍ଡା ଖଡ଼ି ସାଙ୍ଗେ ଢୁଙ୍ଗା ପୁଟୁଳିଟେ ମୋର ଫେରିଲା ବେଳକୁ ନାନା ଦ୍ରବ୍ୟ ଆଣିଥାଏ କେତେ କେତେ…. ଘରଣୀ ମୋର ନେତର ମଣି ସେ କାଳିକା ଚଂଚଳା ଓଜନିଆ ଗଣ୍ଠୁଲି ଦେଖି ତା ପୁରିଉଠେ ମନ ପ୍ରାଣ ଅରୁଆ ଚାଉଳ
113 total views, 1 views today