#ନୀଳବହ୍ନି : ୭ – #ସେ_ତା_ନାଁ_କହିନି ***************** ଜାଣିଛି ତୁମେ ଆଜି ବ୍ୟସ୍ତ, ବ୍ୟଗ୍ର, ବିଚଳିତ ଥିବ… ମୁଁ ଠିକ୍ ହିସାବ କରି ରଖିଛି ସାଢ଼େ ସତର ଦିନର ବ୍ୟବଧାନ ପରେ ତୁମେ ଆଜି ରଣ ବିଜୟର ଟୀକା ସଜେଇ ହେଇ ଫେରିଛ ଅଥଚ କପାଳରେ ତୁମର କାହିଁକି ଭୃକୁଞ୍ଚନ ଆଉ ବିନ୍ଦୁ ବିନ୍ଦୁ ସ୍ବେଦ ..! କାହିଁ
Read More
1,062 total views
#ନୀଳବହ୍ନି – ୬ : #ମୁହୂର୍ତ୍ତେ_ଆଲୋଡ଼ନ ****************** ତୁମେ ଆଉ ନାହଁ ଆଜି କାହିଁକି ବଜାଇବି କୁହ ଏହି ପ୍ରାଣପ୍ରିୟ ବଂଶୀ..? କେଜାଣି କେଉଁଠି ତୁମକୁ ଛାଡ଼ିଦେଇ ଆସିଛି, ଆଉ ସେବେଠାରୁ… ଶୁଣିବ ଜିଦ୍ ଟେ ମୋ ହୃଦୟର..? ସେ କହୁଛି ଯଦି ନେବ ତ’ ସବୁକିଛି/ ନ’ ହେଲେ ନାହିଁ..! ନା’ ଏସବୁ ମିଛ ଜିଦ୍ ମୋ
Read More
511 total views
#ନୀଳବହ୍ନି – ୫ : #ସାରା_ରାତି_ବର୍ଷା ***************** କାଲିଠାରୁ ଶୁଣି ପାରୁଥିଲି ତୁମେ ଅଭିଯାତ୍ରାରେ ବାହାରିଛ ଆଶଙ୍କା ମିଥ୍ୟା ନ’ଥିଲା ତେବେ ତୁମେ ଖୁବ ଜିଦିଆଟେ ପରା ନିଶ୍ଚୟ ଏଇଠୁ ଚାଲିଯିବ… ଗଲା ରାତିରେ ଖୁବ ଝଡ଼ବର୍ଷା ଛିଣ୍ଡି ଯାଇଛି ସବୁ ମୟୁରର ଚୂଳ ନିଶ୍ଚିହ୍ନ ହୋଇଯାଇଛି ସେ ଝଡ଼ରେ ତୁମ ବଂଶୀ ଲାଗି ସଂରକ୍ଷିତ କୁଞ୍ଜବନର ବିଶାଳ
Read More
790 total views, 1 views today
#ନୀଳବହ୍ନି – ୪ #ବନ୍ଦୀ_ଦୀର୍ଘଶ୍ଵାସ **************** ସେଦିନ ଥମକିଥାଏ ସମୟ ସେଇଠି ଷୋଳସହସ୍ର ଗୋପୀଙ୍କ ଚକ୍ଷୁରେ ଥଳକୂଳ ଭୁଲି ଲହଡ଼ି ମାରୁଥାଏ ଯମୁନା..! ଆଉ ବିମଳା..? ଥରଥର କମ୍ପିତ ତା’ ଓଠରେ ବୋଧହୁଏ, ତୃତୀୟ ଥର ସେଇ ଏକା ପ୍ରଶ୍ନ ଏ ନନ୍ଦ ଗାଁ ଛାଡ଼ି ଚାଲିଯିବୁ କାହ୍ନା..? ପୁଣି ଅନୁରୋଧର ଶେଷ ଚେଷ୍ଟା ଆମକୁ ଛାଡ଼ି ତୁ’
Read More
490 total views
#ନୀଳବହ୍ନି – ୩ #ମେରେ_ତୋ_ଗିରିଧର… ******************** ମୋ ଭିତରେ ମୁଁ ଉଦବିଗ୍ନ ତୁହା କୁ ତୁହା ନିଜକୁ ପଚାରୁଥାଏ ସେଇ ଗୋଟିଏ ପ୍ରଶ୍ନ… ” ‘ ସତେ କି ବିସ୍ମୃତ ହୋଇ ଯାଇପାରେ ନୀଳପ୍ରେମିକଙ୍କ ପରମ ପ୍ରେମ..? ‘ “… ବେପରୁଆ କୁଞ୍ଜବନ ମୋ ପ୍ରଶ୍ନ ବୁଝେ…ତଥାପି ଅବିଚଳିତ… ଉତ୍ତରରେ ତା’ ର ଅସାମଞ୍ଜସ୍ୟ ଭାବର ଗୋଟିଏ ବିଚିତ୍ର
Read More
426 total views
#ନୀଳବହ୍ନି – ୨ : #ଆତ୍ମିକ_କୁଞ୍ଜବନ ************** ବାରମ୍ବାର ହୁଏ ମୁଁ ଚେତନାସ୍ଥ ମହାନ ସେ ମାଟିକୁ ଛୁଇଁବା ନିମିତ୍ତ… ଯେଉଁ ମାଟିର ବୃକ୍ଷଲତା ଫଳପୁଷ୍ପରେ ତାହାଙ୍କ ସ୍ପର୍ଶରେଣୁ ସଦା ବିଦ୍ୟମାନ ସେହି ନୀଳପୁରୁଷଙ୍କ ଏ ଯେ କୁଞ୍ଜବନ… ଦେଖ କେମିତି ମୁଁ ପୁଣି, ଚେତନାସ୍ଥ ଧାଇଁ ଆସିଛି, ହେ କୁଞ୍ଜବନ..! ତୁମେ ଯେମିତି ମୋର ଜନ୍ମଜନ୍ମାନ୍ତରର ଦୁର୍ବାର
Read More
642 total views
#ନୀଳବହ୍ନି – ୧ : #ଆନ୍ଦୋଳିତ_ଆରମ୍ଭ ******************** ସେଇଠି ବଂଶୀରେ ଶୁଭେ ପ୍ରେମ, ପ୍ରଣୟ, ମିଳନ, ବିରହର ଅବିରତ ମହ୍ଲାର ବେହାଗ ଏ ଯାଏଁ ଯେଉଁଠି ମାଟି,ପାଣି,ପବନ ନିଇତି ରହିରହି ଗପି ବସେ ସେ ମହାନ ବଂଶୀବାଦକର ଗଳ୍ପ… ହାୟ… କାଳର ଚକ୍ର ସବୁକୁ ଅଚିରେ ଛୁଏଁ ସ୍ବର୍ଣ୍ଣାଭ ଅତୀତରୁ ସମ୍ଭାବନାର ଭବିଷ୍ୟ ଅଥଚ ସେ ଲାଳିତ୍ୟମୟ ପ୍ରେମକୁ
Read More
564 total views