May
2021
15
*ତିନୋଟି ଟାଙ୍ଗା– ମନୋଜ କୁମାର ପଣ୍ଡା*

*ତିନୋଟି ଟାଙ୍ଗା* (ପ୍ରଭୁ ଜଗନ୍ନାଥଙ୍କୁ ସମର୍ପିତ) ଆତ୍ମା ଆମ ଘୁରୁଛି କେଉଁ ଆଦି କାଳରୁ ସୂକ୍ଷ୍ମରେ ଓ ସ୍ଥୁଳ ରେ ତୁମ ଚତୁଃପାଶ୍ୱର୍ରେ ।। (ଟାଙ୍ଗା-୦୧) ଖେଳ ଚାଲିଛି ଏଠି ଶୂନ୍ୟେ ଲଗାଇ ହୁଳ ଯୁକ୍ତ ଓ ବିଯୁକ୍ତ ର ତୁମ୍ଭର ମାୟାଜାଲେ ।।( ଟାଙ୍ଗା-୦୨) ତୁମକୁ ପୂଜୁ ଆମେ ଭକ୍ତିରେ ଦେଖାଦିଅ ସୁଖରେ ଓ ଦୁଃଖରେ ନାଶ