ମୋ ସ୍ମୃତି ଓ ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର ============================ ଶୃଙ୍ଖଳିତ ପରିବାର ଟେ ସୂର୍ଯ୍ୟୋଦୟ ପରିବାର l ମୁଁ ଯେତେବେଳେ ଜୀବନର ଖୁବ କଠିଣ ପରିସ୍ଥିତି ରେ ଭାଙ୍ଗି ପଡୁଥିଲି ସଂଯୋଗ ବଶତଃ ସେଇ ସମୟରେ ଏହି ପରିବାର ସହ ଜଡିତ ହେଲି l କୁନି କୁନି ଭାଇ ଭଉଣୀ ମାନଙ୍କ ଲେଖା ପଢି ଦୁଃଖ ଭୁଲି ଗଲି
Read More
103 total views
*ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର* ———————– ସାଗର ରୂପୀ ସାହିତ୍ୟରେ ସୂକ୍ଷ୍ମ ଜଳ କଣାଟିଏ ହୋଇ ମନରେ ଅଜସ୍ର ଆଶା,ଆକାଂକ୍ଷା ସହ ସର୍ବଦା ଅଗ୍ରଗାମୀ । ସାହିତ୍ୟ ଜଗତରେ ଜଣେ ନବାଗତା ଭାବେ ପରିଚିତ । ନିଜର ସୃଷ୍ଟିକୁ ବିଛୁରିତ କରିବା ପାଇଁ ସର୍ବଦା ତତ୍ପର ଓ ଉତ୍କଣ୍ଠିତ ମଧ୍ୟ |ଜୀବନ ପ୍ରତି ଗଭୀର ଆଶାବାଦୀ ନିଜର ସୃଷ୍ଟିକୁ ବିଛୁରିତ
Read More
106 total views
SLF IS AN ENCOMIUM TO THE ABODE OF MYRIAD VERSES Just like the effulgent Phoebus, by its revitalising shaft, rejuvenates life in the orb, Suryodaya Literary Foundation augments the literary ethos among the budding generation of Odisha. SLF has rendered us one
Read More
95 total views
( ସୂର୍ଯ୍ଯୋଦୟ ଭାଷା ପରିବାରର ନିଆରା ଅନୁଭୂତି ) ଜୀବନରେ ଅନୁଭୂତି ହିଁ ନିଆରା ସ୍ମୃତି ସୃଷ୍ଟି କରିଥାଏ । ଆଉ ସେଇ ସବୁ ଅନୁଭୂତିରୁ ବିଭିନ୍ନ ପ୍ରକାର ଶିକ୍ଷା ମିଳିଥାଏ । ଯାହା ଦ୍ବାରା ଆମ ଜୀବନ ଯାତ୍ରା ଶୃଙ୍ଖଳିତ ହୁଏ । ଜଣେ ଲେଖକ ପାଇଁ ଭାଷା ସାହିତ୍ୟ ପରିବାରରୁ ମିଳୁଥିବା ଅନୁଭୂତି ବାସ୍ତବରେ
Read More
96 total views, 1 views today
//In my memory; SLF// I don’t want to make any direct comparison to Suryodaya Literary Foundation with anything. Like the rise of sun, it also rised miraculously with a sacred positive vibe. I entered to SLF accidentally but became a permanent one
Read More
107 total views
ଅନୁଭୂତି ରେ ସୂର୍ଯ୍ୟୋଦୟ ପରିବାର ନୂତନ କଳିକା କୁ ତୁମ ଦିଗ ରେ ଅନୁସରଣ କରାଇ ଆମକୁ ସାର୍ଥକ କରାଇଛ ତୁମେ, ତୁମ ଭରସା ଓ ପ୍ରଗାଢ ବିଶ୍ବାସ ପାଇଁ ନୂତନ କିଛି କରିବାକୁ ଚେଷ୍ଟା କରିଛୁ ଆମେ, ତୁମ ଚାଲିଯାଇଥିବା ପଥର ପାଦ ଚିହ୍ନ କୁ ଦେଖି ସତେ ଯେମିତି ସାହାରା ମିଳେ, ନୂଆ କିଛି କରିବାର
Read More
109 total views
ଅନୁଭୁତିରେ ସୂର୍ଯ୍ୟୋଦୟ–__ ଓଡ଼ିଆରେ ଗୋଟେ କଥା ଅଛି – ‘ ବିନା ଆଶ୍ରୟେ ନ ବର୍ତ୍ତନ୍ତି କବିତା ,ବନିତା ଓ ଲତା।’ ସେହିପରି ଜଣେ ଲେଖକ ବା ଲେଖିକା ଆଗକୁ ବଢ଼ିବାକୁ ହେଲେ,ତାଙ୍କୁ ଗୋଟେ ଭଲ ଅନୁଷ୍ଠାନ ବା ଗୋଟେ ଭଲ ସଂସ୍ଥା ଆବଶ୍ୟକ । ଅନୁଭୁତିରେ ସୂର୍ଯ୍ୟୋଦୟ ମୋତେ ସେହି ସୁଯୋଗମାନ ସବୁ ଦେଇଛି ।ନିଜ ଅନ୍ତର୍ନିହିତ
Read More
89 total views
“ସୂର୍ଯ୍ୟୋଦୟ ପରିବାର ପାଇଁ ହୃଦୟରୁ ପଦେ।” ପ୍ରତ୍ୟେକ ମନୁଷ୍ୟକୁ ଭଗବାନ କିଛି ନାଁ କିଛି କଳା, କୌଶଳ କୁ ଆଶୀର୍ବାଦ ସ୍ଵରୁପ ଦେଇ ମର୍ତ୍ତ୍ୟଲୋକକୁ ପଠାଇ ଦେଇଛନ୍ତି।କେବଳ ମନୁଷ୍ୟ ନିଜର କଳା, କୌଶଳ କୁ ଚେଷ୍ଟା କରି ସମସ୍ତ ଜଗତରେ ପ୍ରଦର୍ଶନ କରିପାରିଲେ ହେଲା। କିନ୍ତୁ ଆଳସ୍ୟ ପଣ ଦ୍ଵାରା ନିଜର ଥିବା ସେହି ପ୍ରତିଭା ନିଜ ପାଖରେ
Read More
122 total views
ସୂର୍ଯ୍ୟୋଦୟ ପରିବାର ଏବଂ ମୋର ଅନୁଭୂତି _________________________________ ବିସ୍ତିର୍ଣ୍ଣ ସମୁଦ୍ରର ଅପରିସୀମ ଜଳରାଶି ମଧ୍ୟରେ ଏକ କଣିକା ସଦୃଶ ଜଳ ଜାହାଜ କୁ ଦିଗହରା ହେବାରୁ ରକ୍ଷା କରି କୂଳ ଆଡକୁ ପଥ ପ୍ରଦର୍ଶନ କରାଇଥାଏ ସେଥିରେ ଥିବା କମ୍ପାସ l ଠିକ ସେହି କମ୍ପାସ ଭଳି ଦିଗହରା ମୋତେ ଉଚିତ ଅନୁଚିତ ର ପଥ ପ୍ରଦର୍ଶନ କରାଇ
Read More
131 total views, 2 views today
ମୋ ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ….. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କେବଳ ମାତ୍ର ଏକ ଆନ୍ତର୍ଜାତିକ ପ୍ରତିଷ୍ଠାନ ନୁହେଁ ସୁନ୍ଦର ପରିବାର ମଧ୍ୟ।ନିଜ କୋଳରେ ଧରି ରଖିଛି ବଣରେ ଲୁଚି ରହିଥିବା କେତେ ନବ ପ୍ରତିଭା ମାନଙ୍କୁ। ସନ୍ତାନଟିଏ ଜନ୍ମ ହେଲେ ତା’ର ପିତା ମାତା ଯେପରି ସନ୍ତାନକୁ ତା’ର ବାଟ କଢ଼େଇ ନିଅନ୍ତି ଠିକ୍
Read More
112 total views
### ଅନୁଭୂତି ରେ ସୂର୍ଯ୍ୟୋଦୟ #### ବ୍ୟସ୍ତବହୁଳତା ଜୀବନ ଭିତରେ ଜୀବନକୁ ଗଢ଼ି ତୋଳିବା ଓ ଜୀବନ ର ଆଶା ଟିକାକୁ ପୂରଣ କରିବା ପାଇଁ ଚେଷ୍ଟିତ ଏଇ ଜୀବନରେ ଇଛାଟିଏ ଅଙ୍କୁରିତ ହୋଇଥାଏ। ମୋର ବି ଠିକ ସେଇଭଳି ଇଚ୍ଛାଟିଏ ଥିଲା ନିଜ ଭାଷାକୁ ଆଗେଇ ନେବାପାଇଁ ଏବଂ ସାହିତ୍ୟ ଜଗତ ରେ ନୂଆ କରି ପାଦ
Read More
112 total views
*ମୋ ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ* ପ୍ରଥମତଃ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ମୁଁ ଛୋଟିଆ ଅଂଶଟେ ସାଜି ନିଜକୁ ଧନ୍ୟ ମଣୁଛି । ମୁଁ ଆଗରୁ ଅନେକ ପ୍ରତିଷ୍ଠାନରେ ରହିଛି । ସମସ୍ତ କବିତା ଆସରରେ ଭାଗ ନେଇଛି ଏବଂ ଡିଜିଟାଲ ମାନପତ୍ର ମଧ୍ୟ ପାଇଛି । ଯେତେବେଳେ ପ୍ରଥମ ମାନପତ୍ର ପାଇଥିଲି ସେତେବେଳେ ମୁଁ
Read More
167 total views
*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ବିରଳ ଅନୁଭୂତି* ପ୍ରଣାମ ପାଠକଗଣ । ଅନେକ କବି ସମ୍ମିଳନୀରେ ଯୋଗ ଦେଇ ଯେଉଁ ଅନୁଭୂତିକୁ ସାଉଁଟିଛି ସେ ସବୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଅନୁଭୂତି ଠାରୁ ଅଲଗା । ଆମେ ସାଧାରଣତଃ ଦେଖିବାକୁ ପାଉ ଯେ କବିମାନେ ବାର୍ଷିକ କିମ୍ବା ଆଜୀବନ ସଦସ୍ୟ ଦେୟ ଦେଇ ସମ୍ବର୍ଦ୍ଧନା
Read More
115 total views, 1 views today
ଅନୁଭୂତିରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଜଗନ୍ନାଥ ଚୌଧୁରୀ ନୂଆପେଣ୍ଠ, ଗଞ୍ଜାମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଅନନ୍ୟ ଏବଂ ପରିଚିତ ସାହିତ୍ୟ ଅନୁଷ୍ଠାନ ଭାବରେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏଥିପାଇଁ ସବୁ ଶ୍ରେୟର ଅଧିକାରୀ ହେଉଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ମନୋଜ ଭାଇ ଏବଂ ସମସ୍ତ କର୍ମକର୍ତ୍ତା l ବିଶ୍ୱର କୋଣ
Read More
150 total views, 2 views today
#ଅନୁଭୂତି ରେ ସୂର୍ଯ୍ୟୋଦୟ ଦୀପିକା ପେରେଇ କେନ୍ଦୁଝର, ଆନନ୍ଦପୁର କାର୍ଯ୍ୟବସ୍ତତା ଜୀବନ, ସମୟ ସ୍ୱଳ୍ପ ମାନସିକତା,ସାନ ହେଲେ ବି ମୁଣ୍ଡ ଉପରେ ପରିବାର ର ଦାୟିତ୍ଵ.., ଯଥା:- ବାପା ,ମା ଙ୍କ ଇଚ୍ଛା , ଆଶା, ସ୍ବପ୍ନ ପୂରଣ ପାଇଁ ଏବଂ ନିଜ ଲକ୍ଷ୍ୟ କୁ ପ୍ରାପ୍ତି ନିମନ୍ତେ ପରିଶ୍ରମ କୁ ଗୋଟେ ପାର୍ଶ୍ଵ ରେ ରଖି
Read More
134 total views
ଅନୁଭୂତିରେ ସୂର୍ଯ୍ୟୋଦୟ ପରିବାର ________________________________ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ (Suryodaya Literary Foundation – SLF) ଏପରି ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଯାହା ବଣମଲ୍ଲୀ ପରି ଝରି ପଡ଼ୁଥିବା ଅସଂଖ୍ୟ ଯୁବ ପ୍ରତିଭାମାନଙ୍କୁ ମାର୍ଜିତ କରାଇ ବିଶ୍ଵ ଦରବାରରେ ପରିଚିତ କରାଇବାର ମହାନ୍ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ମୁଁ ଏହି ପରିବାରରେ ସାମିଲ
Read More
153 total views
କିଛି ଅନୁଭୂତି ସୂର୍ଯ୍ୟୋଦୟ ପରିବାର ସମ୍ବନ୍ଧରେ ଗଛ ଯେପରି ଟୋପାଏ ପାଣି ବିନା ବଞ୍ଚି ପାରେନି ସେପରି ଟିକିଏ ବିଶ୍ୱାସ ଅଭାବରେ ବଞ୍ଚି ପାରେନି ସମ୍ପର୍କ ଏବଂ ସେହି ସଂପର୍କର ସୂତା ଖିଅ ସେତେବେଳେ ମଜବୁତ ହୁଏ, ଯେତେବେଳେ ସମ୍ପର୍କଟି ସ୍ନେହ, ପ୍ରେମ, ଶ୍ରଦ୍ଧାର ରଜ୍ଜୁରେ ବାନ୍ଧି ହୋଇଥାଏ | ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ
Read More
129 total views
*: ଅନୁଭୂତିରେ ସୂର୍ଯ୍ୟୋଦୟ :* *ହୃଦୟ ରଞ୍ଜନ ପରିଡ଼ା, ଯାଜପୁର* ଜୀବନର କାଳ ଚକ୍ରରେ ପ୍ରତିଦିନ ଘଟିଥାଏ ଅନେକ ଘଟଣା, ଜୀବନର ଅଙ୍କା ବଙ୍କା ରାସ୍ତାରେ ପ୍ରତିଦିନ ମିଳଥାନ୍ତି ଅନେକ ସାଥୀ| ସେଥିରୁ କିଛି ମନର ସିଲଟରୁ ଲିଭିଯାଏ ତ କିଛି ଆଙ୍କି ହୋଇ ରହିଯାଏ ସ୍ମୃତିର କାନଭାସ୍ ଉପରେ | କିଛି ଏମିତି ସ୍ମୃତି ଆଜି ଆଙ୍କି
Read More
133 total views
ମୋ ମତରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ “ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ” ଏହାର ନାମ ଯେମିତି କାମ ବି ସେମିତି…. ସାହିତ୍ୟ ଜଗତର ଉଦୟମାନ ଯୁବକବିଙ୍କୁ ଉପଯୁକ୍ତ ମଞ୍ଚ ଦେଇ ସେମାନଙ୍କ ପ୍ରତିଭା ଜ୍ୟୋତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ମୂଳ ଲକ୍ଷ୍ୟ l ନିରବଛିନ୍ନ ବା ନିଃସ୍ୱାର୍ଥପର ଭାବେ ଏହାର ସମସ୍ତ କର୍ମକର୍ତ୍ତା
Read More
164 total views