🖌️🖌️*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ* 🖌️🖌️ 🖌️🖌️🖌️🖌️🖌️🖌️ ♾️♾️♾️♾️♾️♾️♾️ ଜେଜେମା ଶ୍ରଦ୍ଧାରେ ନାତୁଣୀର ମୁଣ୍ଡ ଆଉଁସି ଦେଇ କହେ “ଏଡିକି ଟିକି ମୁଣ୍ଡରେ ତୋର ଏତେ କଥା ଖେଳୁଛି ! ନିରିମାଖିଟି ତୁ।ବଡ ହୋଇ ଦେଶ ଦୁନିଆରେ ନାଁ କର।ଠାକୁରଙ୍କ କଥା କହିଲୁ ଯେ ଠାକୁର ସିନା ଆମକୁ ଜୀବନ ଦାନ ଦିଅନ୍ତି କିନ୍ତୁ
Read More
98 total views
🖌️🖌️ରେଣୁ ଅପା🖌️🖌️ (ପଞ୍ଚମ ଭାଗ) ଜେଜେମା, ବାପା, ପୃଥିବୀ ଓ ରଜ ପର୍ବ ରେଣୁକୁ ମାଟିମନସ୍କ କରିଦେଲେ।ରଜ ପାଗର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଥାଏ।ଖରା ନଥାଏ କି ବର୍ଷା ନଥାଏ। ମେଘ ମାଟିକୁ ଛୁଇଁବା ନିଶାରେ ଆବେଗରେ ଉତ୍ ଫୁଲ୍ଲିତ ଆନନ୍ଦ ଅଧୀର ହେଲାବେଳକୁ ମାଟି ମଧ୍ୟ ସଲ୍ଲଜ କଣେଇ ଚାହାଣୀରେ ନୀରବ ସମ୍ମତି ଜଣାଇଦିଏ। ମେଘ ଓ
Read More
716 total views
➖ରେଣୁ ଅପା➖ (ଚତୁର୍ଥ ଭାଗ) 🖌️🖌️🖌️🖌️🖌️ ବିଛଣାରେ ଉଠି ବସି କଇଁ କଇଁ କାନ୍ଦୁଥିଲା ରେଣୁ।ରେଣୁକୁ ଗଣ୍ଠିଧନ କରିଥିବା ଜେଜେମା, ରେଣୁର କାନ୍ଦ ଶୁଣୂ ଶୁଣୁ ଧଡପଡ ହୋଇ ଉଠିବସିଲା। ନିଜ ଚମ ଧୁଡୁଧୁଡୁ ଟାଉଁସିଆ ହାତରେ ରେଣୁ ଲୁହ ପୋଛି ଦେଇ ପଚାରିଲା,”କ’ଣ ହେଲା ମୋ ରାଣୀ ? ବୋଉକୁ ସପନରେ ଦେଖିଲୁ କି ?” ତା
Read More
123 total views
➖ରେଣୁ ଅପା➖ ଧାରାବାହିକ ଉପନ୍ୟାସ ➖(ତୃତୀୟ ଭାଗ) 🖌️🖌️🖌️🖌️🖌️🖌️🖌️ ପୂର୍ବରୁ ପଢିଥିଲେ (ରେଣୁ ସିନା ଭିତରକୁ ଗଲା,ମନଟା ତା’ର ରହି ଯାଇଥିଲା ଘର ବାହାରେ।–ସାରା ସ୍ବର୍ଗ ରାଜ୍ୟ ତା ହାତମୁଠାରେ ଥିବା ଭଳି ଜଣାପଡୁଥିଲା।) ପୃଥିବୀର ଅନିର୍ବଚନୀୟ ଶୋଭାରେ ବିମୋହିତା ହେଉଥିଲା ରେଣୁ।ପକ୍ଷୀରାଜ ତା ମନ ଜାଣି କେତେବେଳେ ସାଗରର ଉତ୍ତାଳ ଫେନିଳ ଲହରୀ ମାଳାକୁ ଛୁଇଁ ଛୁଇଁ
Read More
120 total views
➖ରେଣୁ ଅପା➖ ଧାରାବାହିକ ଉପନ୍ୟାସ ➖ (ଦ୍ୱିତୀୟ ଭାଗ)➖ 🖌️🖌️🖌️🖌️🖌️🖌️ ପୂର୍ବରୁ ପଢିଥିଲେ (ଏତିକି ବେଳେ ଆମ୍ବ ଗଛ ଗହଳିରେ କୋଉଠି ଥିଲା ସେ ଦୁଷ୍ଟ କୋଇଲିଟା”କୁ–ଉ —କୁଉ –ଉ–ଉ” ଡାକିଦେଲା।ଓଃ– ରେଣୁ ନିଜକୁ ସମ୍ଭାଳି ପାରୁନଥିଲା। ଜେଜେମାର ପାଟି ଶୁଭିଲା —“ମୋ ରାଣୀ ମା ଆଜିର ପାଠପଢା ସରିଲା,ତ” ଚମକି ପଡି ରେଣୁ କବାଟ ଛାଡି ଭିତରକୁ
Read More
144 total views
➖➖ରେଣୁଅପା➖➖ (ପ୍ରଥମ ଭାଗ) (ଧାରାବାହିକ ଉପନ୍ୟାସ) 🖌️🖌️🖌️🖌️🖌️🖌️ ରେଣୁ ଫଟାକପାଳୀ।ଜନ୍ମ ରୁ ମାଛେଉଣ୍ଡ।ବାପା ମଦୁଆ।ଏଇ ଫଗୁଣରେ ରେଣୁକୁ ଷୋହଳ ଛୁଇଁଲା।ସେ ଏବେ ଢଳ ଢଳ ଦରଫୁଟା କଳୀ୍।ଯାହାକୁ ଗାଁ ଲୋକେ ସାଇ ମାଇପେ ‘ଘଇତା ଖାଇ’ କହି ନିନ୍ଦା ଅପବାଦ ଦିଅନ୍ତି, ସେହି ଜେଜେମାର ତତ୍ତ୍ବାବଧାନରେ ରେଣୁ ଉତିଆଣି ଛୁଆରୁ ଷୋହଳ ବର୍ଷର କିଶୋରୀ।ରେଣୁର ବାପା ରବି ମାତ୍ର
Read More
268 total views