Jan
2023
11
ଗଜଲ୍-ରଶ୍ମୀରେଖା ଦାସ

ଗଜଲ୍ ସନ୍ଧ୍ୟାର ପକ୍ଷୀ ତୁମେ ଫେରିଲନି ନୀଡ଼େ, ହେଲ ବାଟବଣା ନୀଳ ଆକାଶ ମୋହରେ ବସା ଘର କଥା ତୁମେ ଗଲ ଭୁଲି ॥ ଅଦେଖା ଅଚିହ୍ନା ବାଟୋଇଟେ ପରି ତୁମେ ଗଲ ଦିନେ ଚାଲି ଆଉ କାହା ଆଖିର ମଧୁର ପ୍ରେମର ମୋ ଘର ଠିକଣା ଭୁଲି ॥ ପଛକୁ ଆଉ ଫେରି ଚାହିଁଲ ନାହିଁ ,