April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Aug
2022
6

ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-ଜାହ୍ନବୀ ଚୌଧୁରୀ

ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା- ଜାହ୍ନବୀ ଚୌଧୁରୀ   ଶିକ୍ଷକତା କରିବା ସହଜ କଥା ନୁହେଁ ।କେତେବେଳେ କେଉଁ ଭୂମିକା ନେବାକୁ ପଡିବ ସେ ନିଜ ଭିତରୁ ସ୍ଥିର କରିଥାଏ।ନିଜେ ଏହି ଶିକ୍ଷକ ଜୀବନର ନିର୍ମାତା,ନିର୍ଦ୍ଦେଶକ ଓ କଳାକାର ।ଏଥିପାଇଁ କୌଣସି ଟ୍ରେନିଂ କିଛି ବି କାମ ଦିଏନି କି କୌଣସି ସାଟିଫିକେଟ ସାହାର୍ଯ୍ୟ କରେନି ।ଏହିସବୁଗୁଡିକ କେବଳ

Loading

Jul
2022
23

ଆଉ ପାଦେ ଆଗକୁ-ଜିତେନ୍ଦ୍ର ଗିରି

ଆଉ ପାଦେ ଆଗକୁ କଥା କଥାରେ ରାଗିଯିବା ଅଭିମାନ କରିବା ମୁହଁକୁ ଶୁଖିଲା କରି ଆଖିକୁ ଓଦା କରିବା ଅନ୍ୟକୁ ଦୋଷ ଦେବା କଣ ଏଇ ଆମ ଜୀବନ ? ହଁ ମୋତେ ଏମିତି ଲାଗେ କି ଏସବୁ ମୂଲ୍ୟହୀନ ଭିତ୍ତିହୀନ ତେବେ ଆମ ପାଖରେ ଅନେକ ମୂଲ୍ୟବାନ ଲୁକ୍କାୟିତ୍ୱ ପ୍ରତିଭା ମାନ ରହିଛି ଯାହାକୁ ଆମେ କେବେ

Loading

Jul
2022
22

*ଲେଖକ ଅଚ୍ୟୁତାନନ୍ଦ ପତି ଏବଂ ତାଙ୍କ ଓଡ଼ିଆ ସାହିତ୍ୟର ଜୟ ଯାତ୍ରା*

ଲେଖକ ଅଚ୍ୟୁତାନନ୍ଦ ପତି ଏବଂ ତାଙ୍କ ଓଡ଼ିଆ ସାହିତ୍ୟର ଜୟ ଯାତ୍ରା କଵି ଓ ଲେଖକ ଶ୍ରୀଅଚ୍ୟୁତାନନ୍ଦ ପ‌ତି ୨୬ ଜୁନ ୧୯୨୭ରେ ଯାଜପୁର ଜିଲ୍ଲାର ନରହରିପୁର ଅଞ୍ଚଳରେ ଅଵସ୍ଥିତ କୋଦଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ “କାହାଣୀ ନୁହେଁ” (୧୯୫୧),”ଅଶୁଭ ପୁତ୍ରର କାହାଣୀ” (୧୯୭୩),”ଉଗ୍ରସେନ ଉବାଚ” (୧୯୭୬) ,”ସ୍ନାୟୁ ଓ ସନ୍ୟାସୀ” (୧୯୮୧),”ଚାରି ସଙ୍ଗାତ କଥା”

Loading

Feb
2022
23

*ସୁପ୍ରଭାତ-ଜିତେନ୍ଦ୍ର ଗିରି*

ସୁପ୍ରଭାତ ମୁଁ – ନା ନା ମୁଁ ଆଉ ମଞ୍ଚକୁ ଯିବିନି ଏତେ ସୁନ୍ଦର ଭାବରେ ମୁଁ ମୋ ଡାଇଲଗ ସବୁକୁ ଡେଲିଭରି କରୁଥିଲି ହେଲେ କେହିବି ଜଣେ ହେଲେ ତାଳି ବଜେଇଲେ ନାହିଁ । ତୁମେ ଭାଇନା ଯାଅ ମୁଁ ମୋର ଏଇ ଗ୍ରୀନ ରୁମରେ ବସି ସବୁ ଦେଖିବି ଆଉ ଶୁଣିବି। ମୋ ମନ ଭାଙ୍ଗିଗଲା

Loading

Dec
2020
29

ପୁରୀ ବେଳାଭୂମି — _ଅନିତା ବିଶ୍ଵାଳ

🌹ପୁରୀ ବେଳାଭୂମି🌹 ✍️ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଜଗନ୍ନାଥ।ପୁରୀ ଧାମରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପ୍ରତଷ୍ଠିତ ସତରେ ପୁରୀ ବେଳାଭୂମି ର ଅପରୂପ ସୌନ୍ଦର୍ଯ୍ୟ ମନକୁ ବିସ୍ମିତ ଚକିତ କରିପକାଏ ଲୋକେ ବେଳାଭୂମି ର ଅପୂର୍ବ ସୁନ୍ଦରତା କୁ ଅନୁଭବ କରନ୍ତି ଓ ତାର ମଜା ଲାଭ କରିନ୍ତି ।ସମୁଦ୍ର ର ଗଭୀରତା କୁ କିଏ କେବେ

Loading

Dec
2020
28

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ — ପ୍ରସନ୍ନ କୁମାର ମେହେର

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ ସୃଷ୍ଟି ନିୟନ୍ତାଙ୍କ କି ମହନୀୟ ମାନବ ଜାତିର ସର୍ଜନା! ଆହାର,ନିଦ୍ରା ଓ ମୈଥୁନ ଏଇ ତିନୋଟି ସମଗ୍ର ପ୍ରାଣୀ ଜଗତ ନିତ୍ଯ କର୍ମମୟ କାଳ ଜୀବନଯାପନ ପାଇଁ ଏକାନ୍ତ ଅପରିହାର୍ଯ୍ୟ।ପ୍ରତ୍ୟେକ ପ୍ରାଣୀଙ୍କର ଅନ୍ତରାତ୍ମା କାମୁକ ପ୍ରବୃତ୍ତିରେ ସନ୍ନିବେଶିତ।ମସ୍ତିଷ୍କରେ ଜ୍ଞାନର ଅଭାବ ଯୋଗୁଁ ପାଶବିକ ଆଚରଣରେ ପ୍ରମତ୍ତ।କିନ୍ତୁ ମାନବ ସେହି ପ୍ରାଣୀ ଜଗତ

Loading

Dec
2020
26

ପ୍ରେମ –ଅନିତା ବିଶ୍ଵାଳ

❤️ ପ୍ରେମ❤️ ✍️ପ୍ରେମ ଶବ୍ଦ ଟି କ୍ଷୁଦ୍ର ମନେ ହୋଇଥାଏ ।ଦୁନିଆରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଜୀବନରେ କାହାକୁ ନା କାହାକୁ ଭଲ ପାଇ ବସେ ଦୁନିଆ ରେ ଭଲ ପାଇବା ନଥିଲେ ଲୋକ ସମ୍ପର୍କ ଗଢିବା କଷ୍ଟକର ମନେ ହୋଇଥାଏ ।ଭଲ ପାଇବା ନଥିଲେ ପରିବାର ପରି ଏକ ମନ୍ଦିର ଗଢ଼ିବା ସହଜ ସାଧ୍ୟ ହୋଇନଥାଏ

Loading

Dec
2020
21

ସମାଲୋଚନା, ଆରୋପ ଏବଂ ପ୍ରତ୍ୟାରୋପ- ପ୍ରଶାନ୍ତ କୁମାର ଶତପଥୀ

🙏ସମାଲୋଚନା, ଆରୋପ ଏବଂ ପ୍ରତ୍ୟାରୋପ🙏 ପ୍ରତିଦିନ ଖବର କାଗଜର ପୃଷ୍ଠା ଓଲାଟାଇଲେ ସମାଲୋଚନା, ଆରୋପ ଓ ପ୍ରତ୍ୟାରୋପ ଲେଖା ଦୃଷ୍ଟି ଗୋଚର ହୋଇଥାଏ ।ମନରେ ପ୍ରଶ୍ନ ଉଠେ, ଏପରି କଣ ସବୁବେଳେ ଚାଲିଥିବ? ଏହାର ସମାଧାନ କେବେ ହେବ? ଏହାର ଉତ୍ତର ସମସ୍ତଙ୍କ ପାଖରେ ଅଛି । କିନ୍ତୁ ସହଜ ଓ ସରଳ ସମାଧାନର ବାଟ ଆମ ପାଖରେ

Loading

Dec
2020
16

ଶ୍ରାଦ୍ଧ — ଅନିତା ବିଶ୍ୱାଳ

🌼ଶ୍ରାଦ୍ଧ🌼 ଏହି ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧା ରୁ ସୃଷ୍ଟି ।ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ଜନ୍ମ ମୃତ୍ୟୁ ଦୁନିଆର ରୀତି ନୀତି। ଜନ୍ମ ମରଣ କୁ କେହି କେବେ ରୋକି ପାରିବେ ନାହିଁ । ଆମେ କୌଣସି ଲୋକର ମୃତ୍ୟୁ ପରେ ପ୍ରତ୍ୟେକ ବର୍ଷ ରେ ଥରେ ପିଣ୍ଡ ଦାନ କରାଯାଏ । ଆତ୍ମା ର ଶାନ୍ତି

Loading

Dec
2020
8

କ୍ଷମା –ଅନିତା ବିଶ୍ୱାଳ

🌷କ୍ଷମା🌷 ✍️ମଣିଷ ସଦା ସର୍ବଦା କିଛି ନା କିଛି ଭୁଲ୍ କରିବସେ ସେ ଭୁଲ୍ ର ଶେଷ ସୀମା କ୍ଷମା ରେ ଶେଷ ହେଇଥାଏ ।ଗରିବ ବ୍ୟକ୍ତି କି ଧନୀ ଲୋକ ଭୁଲ୍ କରିଥାନ୍ତି ସବୁ ଭୁଲ ର ଶେଷ ପାହାଚ କ୍ଷମା ଭାବରେ ବିବେଚିତ ହୋଇଥାଏ । ତେଣୁ ଭୁଲ୍ କରିବା ଆଗରୁ ଭାବି ଚିନ୍ତି କାମ

Loading

Dec
2020
5

ନାରୀ — ଅନିତା ବିଶ୍ୱାଳ

🌸🌷ନାରୀ 🌷🌸 ✍️”ନାରୀ ଶବ୍ଦ ଟି କ୍ଷୁଦ୍ର ମନେ ହୁଏ । କିନ୍ତୁ ନାରୀ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ।ଜଣେ ନାରୀ ଯେ ଦୃଵଳା ତାହା ଭାବିବା ସମ୍ପର୍ଣ୍ଣ ଭୂଲ୍ । ଆଜି ର ସମାଜରେ ପୁରୁଷ ଙ୍କ ପରି ନାରୀ ମଧ୍ୟ ସବଳା ସବୁ କାମ ନାରୀ ମଧ୍ୟ କରିପାରେ ।ନାରୀ ସମୟ କ୍ରମେ ପରିବର୍ତ୍ତନ

Loading

Nov
2020
30

ପରମ୍ପରା ଓ ସାମାଜିକ ବିକାଶ — ନୀହାରିକା ପଣ୍ଡା ରାକମା

*ପରମ୍ପରା ଓ ସାମାଜିକ ବିକାଶ*                    ନୀହାରିକା ପଣ୍ଡା ରାକମା  ଜୀବନର ଏକ ବଡ ଅନୁଶୀଳନ ହେଉଛି ପରମ୍ପରା ।ଅନେକ ପ୍ରକାରଭେଦରେ ପରିପୂର୍ଣ୍ଣ ଯା ପରିସର।ଲୋକ ଗୋଷ୍ଠୀଭଳି ପରମ୍ପରା ଲୋକଧାରାର ଏକ ଉଲ୍ଲେଖନୀୟ ଆୟାମ।ପରମ୍ପରା ଜୀବନର ଗତିଶୀଳତାକୁ ବଜାୟ ରଖିଥାଏ ନିଶ୍ଚେ ।ପରମ୍ପରାର ସଂଜ୍ଞା ଗୋଟିଏ ଗୋଷ୍ଠୀର

Loading

Nov
2020
25

ନଡ଼ିଆ — ଅନିତା ବିଶ୍ୱାଳ

🌸 ନଡ଼ିଆ🌸   ✍️”ଜଗତର ନାଥ ଜଗନ୍ନାଥ ମନ୍ଦିରରେ ନଡ଼ିଆ ଶ୍ରେଷ୍ଠ ଫଳ ଭାବରେ ବିବେଚିତ ହେଇଥାଏ।ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିଛନ୍ତି ।ଗରିବ ହେଉ ବା ଧନୀ ଲୋକ ସର୍ବ ଧର୍ମ ସମନ୍ୱୟ ର ମିଳନ ସ୍ଥଳ ପୁରୀ ର ଜଗତର ନାଥ ଜଗନ୍ନାଥ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ।ଦାସିଆ ବାଉରୀ ଜଣେ

Loading

Nov
2020
24

ପ୍ରକୃତି — ଅନିତା ବିଶ୍ୱାଳ

🌱 ପ୍ରକୃତି🌳   ✍️”ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ।ସତରେ ଇଶ୍ଵର ପ୍ରକୃତି କୁ ବେଶ୍ ସୁନ୍ଦର ଭାବରେ ସର୍ଜନା କରିଛନ୍ତି ।ପ୍ରକୃତି ରାଣୀ ସବୁଜ ଜୀମା ରେ ପରିପୂର୍ଣ୍ଣ ।ଜଣେ ମଣିଷ ଯେତେବେଳେ ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରାଜି କୁ ଉପଭୋଗ କରେ ସତରେ ସେ ଏକ ଅଜଣା ଦୁନିଆରେ ହଜିଯାଇଥାଏ।ଅରଣ୍ୟ,ଲତା ,ବନଭୂମି ଦ୍ଵାରା

Loading

Nov
2020
23

ମୃତ୍ୟୁ_ଅନିତା ବିଶ୍ଵାଳ

ମୃତ୍ୟୁ“ ଦୁନିଆ ବଡ଼ ବିଚିତ୍ର ।ଭଗବାନ ଙ୍କ ସୃଷ୍ଟି ରେ ସତରେ ମଣିଷ ଛାର ପୋକ ମାତ୍ର। ନିଜର ନୀତି ଦିନର କାର୍ଯ୍ୟ କଳାପ ଏହି ପୃଥିବୀ ମଧ୍ୟ ରେ ରହି କରିଥାଏ ।ଜଣେ ମଣିଷ ଯେତେବେଳେ ମା କୋଳରେ ଲାଳିତ ପାଳିତ ହୋଇଥାଏ ଇଶ୍ୱରଙ୍କ ସୃଷ୍ଟି ରେ ସବୁ ମଣିଷ ଜନ୍ମ ଯେପରି ହେଇଥାଏ ସେହିପରି ଦିନେ ନା

Loading

Nov
2020
22

ଭାଇ- ଅନିତା ବିଶ୍ୱାଳ

ଭାଇ “ପରିବାର ଗୋଟେ ମନ୍ଦିର ସେହି ମନ୍ଦିରରେ ଜଣେ ପିତା ସମାନ ଭାଇ ଥିଲେ ଘର ସ୍ବର୍ଗ ସମ ଲାଗିଥାଏ ।ବାପା କୁ ଯଦି କିଏ ସାହାଯ୍ୟ ସହଯୋଗ ଯୋଗାଇ ଦିଏ ସେ ପୁଅ ।ଘରେ ଜଣେ ବଡ଼ ଭାଇ ଥିଲେ ଭଉଣୀ କୁ ସେ ସଦାସର୍ବଦା ସମାଜର ଖରାପ୍ ଲୋକ ମାନଙ୍କ ଠାରୁ ନିଜ ଭଉଣୀ କୁ

Loading

Nov
2020
21

ଗୋଲାପ ଫୁଲ – ଅନିତା ବିଶ୍ଵାଳ

ଗୋଲାପ ଫୁଲ “ସତରେ ଭଗବାନ ଙ୍କ ସୃଷ୍ଟି କେଡେ ବିଚିତ୍ର ।ତାଙ୍କ ସୃଷ୍ଟି ସବୁଜିମା ଭରା ଏକ ବନଭୂମି ।ସତରେ ଗୋଟେ ମଣିଷ ସୁଖରେ ଥାଉ କି ଦୁଃଖରେ ଯେତେବେଳେ ସେ ଗୋଲାପ ଫୁଲ ଟିକୁ ଦେଖେ ତା ମନ ଭିତରେ ଏକ ଉନ୍ମାଦ ସୃଷ୍ଟି ହୋଇ ଥାଏ। ସତରେ ଇଶ୍ଵର ସୃଷ୍ଟି ବେଶ୍ ମନୋହର ।ଗୋଲାପ ଫୁଲ

Loading