Aug
2022
27
ଆସରେ ଧରିବା ଜହ୍ନ- ଏକ ସଂଗୃହିତ ଶିଶୁଗଳ୍ପ

*ଆସରେ ଧରିବା ଜହ୍ନ* ଦଳେ ପିଲାମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ । ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କ ଖୁସି କହିଲେ ନସରେ । ସେମାନଙ୍କ ଭିତରୁ ଜଣେ କହିଲା ” ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ ! ଚାଲ, ତାକୁ ଧରିବା । ” ଜହ୍ନକୁ କେମିତି ଧରିବେ ସମସ୍ତେ ଉପାୟ ପାଞ୍ଚିଲେ