ବଣ ଓ ବଣି

ବଣ ଓ ବଣି ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି, ଝଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି । ଡାକିଲା କୁନା କିଆଁଲୋ ବଣି ଘସୁଛୁ ଥଣ୍ଟ ଡାଳେ ? ଆ’ ମୋ’ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ । ସୁନାର ଏକ ପଞ୍ଜୁରି ଗଢ଼ି
ବଣ ଓ ବଣି ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି, ଝଡୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି । ଡାକିଲା କୁନା କିଆଁଲୋ ବଣି ଘସୁଛୁ ଥଣ୍ଟ ଡାଳେ ? ଆ’ ମୋ’ ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ । ସୁନାର ଏକ ପଞ୍ଜୁରି ଗଢ଼ି
*ନଇଁଗଲା ଆପେ ମଥା* *ଶ୍ରୀ ବଟକୃଷ୍ଣ ଓଝା* ସାଇକେଲଟିଏ କିଣିବ ଅନନ୍ତ ସାଇତିଛି କିଛି ଧନ, ଏକଥା ଜାଣିଲେ ଗୋପବନ୍ଧୁ ବାବୁ ଅଥିର ହୋଇଲା ମନ । ମନକଥା ମନେ ରଖି ଗୋପବନ୍ଧୁ କହିଲେ, “ଅଭାବ ଭାରି, ଟଙ୍କା ଥିଲେ ଦିଅ ଦେବି ମୁଁ ‘ଅନନ୍ତ’ ଗଲେ ଦିନ ଦୁଇ ଚାରି ।” ଟଙ୍କା ଥଳି ଆଣି ଥୋଇଲେ
*ଦୁଃଖିଧନ ନୀଳମଣିରେ* ଦୁଃଖିଧନ ନୀଳମଣିରେ ମାଆ ବୋଲି କିଏ ଡାକିବ ମୋତେ, ଗୋରୁ ଘେନି ଫେରି ଆସିବାବେଳକୁ କାହା ପାଇଁ ଜଗି ବସିବି ପଥେ ? ଯେବେ ବିକା ଆସିବ କୋଳି କାନ୍ଦି କିଏ କରିବ ଅଳି, ଚଳି ହେଉଥିଲେ ଧୂଳି ବୋଳି ହୋଇ ଦୋଳି କେ ଖେଳିବ କାନି ପଣତେ ? ଯେବେ ଦହି ମୁହାଁ ହୋଇବ
*ଛୋଟରୁ ବଡ଼* କାନନେ ଫୁଟି ଛୋଟ ଫୁଲଟି ବିତରି ଯାଏ ବାସ ଛୋଟ କୂଅଟି ଯୋଗାଏ ଜଳ- ଲୋକେ ବରଷ ମାସ |୧| କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି କ୍ଷୁଦ୍ର ବାରି ଧାରାଟେ ହୁଏ ପ୍ରବଳ ସ୍ରୋତସ୍ବିନୀ |୨| ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନ ମନେ ଅମିୟ ଢାଳେ ଲଳିତ ସ୍ବର
*ରେଳ ଉପରେ ଚିଲିକା ଦର୍ଶନ* *ଗୋପବନ୍ଧୁ ଦାସ* ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
*ବିଚାର ବିଗିଡ଼ି ଗଲା* ଧାରା ଶିରାବଣ ମାସ ଶେଷ ରବିବାର, ନିଧିବୁଢା ବାଡିପଟେ ପଡିଛି ବିଚାର। ମଶା ମାଛି ମୂଷାଯାକ ଏକଠାବେ ବସି, ଯୋଜନା କରନ୍ତି ତାର ପ୍ରାଣ ନେବେ ନାଶି । କହନ୍ତି ସେ ଦୁଧଭାତ କୁକୁରକୁ ଦିଏ , ଆମର ପ୍ରତାପ କେତେ ଜାଣି ନାହିଁ ସିଏ। ନିଜକୁ ଫୁଲେଇ ମୂଷା ଦୁଇ ଗୋଡ ଛାଟି,
*ବିଶ୍ୱ ଦେଖ ମଧୁମୟ ରେ ଜୀବନ!* ଲେଖକ / କବି : ଗଙ୍ଗାଧର ମେହେର ପୁସ୍ତକ / କାବ୍ୟ : ଅର୍ଘ୍ୟଥାଳୀ(୧୯୧୮)(କବି ବିଶ୍ୱର ମଧୁମୟ ରୂପକୁ ଅତ୍ୟନ୍ତ ସୁନ୍ଦର ଭାବରେ ଉପଲବ୍ଧି କରି ପାରି ଥିଲେ। ଏହାକୁ ବର୍ଣ୍ଣନା କରିବାକୁ ଯାଇ କବି ଲେଖନ୍ତି-) ବିଶ୍ୱ ଦେଖ ମଧୁମୟ ରେ ଜୀବନ! ବିଶ୍ଵ ଦେଖ ମଧୁମୟ ମଧୁର ଝରଣ