Aug
2022
16
*ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ”*

*ବଉଳା ଗାଈ* ସନ୍ଥକବି ବଳରାମ ଦାସଙ୍କ “ବଉଳା ଗାଈ” କାହାଣୀର ଉପସ୍ଥାପନା ଶୈଳୀ ବିଶେଷ କୌତୁହଳ ଉଦ୍ଦୀପକ ଓ ହୃଦୟଗ୍ରାହୀ । ନାଥ ସଂପ୍ରଦାୟର ଯୋଗୀମାନେ କେନ୍ଦେରା ବଜାଇ ଏହି ବଉଳା ଗାଈ କଥାକୁ ଗୀତ ଆକାରରେ ବୋଲିଥାନ୍ତି। ବଉଳା ଗାଈ ଶ୍ରୀ ଜଗନ୍ନାଥଙ୍କ କୃପାରୁ କିପରି ବାଘ ମୁହଁରୁ ରକ୍ଷା ପାଇଛି ସେହି ବିଷୟରେ ଏଥିରେ ବର୍ଣ୍ଣିତ।