September 20, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*
Dec
2020
29

ପୁରୀ ବେଳାଭୂମି — _ଅନିତା ବିଶ୍ଵାଳ

🌹ପୁରୀ ବେଳାଭୂମି🌹 ✍️ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଜଗନ୍ନାଥ।ପୁରୀ ଧାମରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ପ୍ରତଷ୍ଠିତ ସତରେ ପୁରୀ ବେଳାଭୂମି ର ଅପରୂପ ସୌନ୍ଦର୍ଯ୍ୟ ମନକୁ ବିସ୍ମିତ ଚକିତ କରିପକାଏ ଲୋକେ ବେଳାଭୂମି ର ଅପୂର୍ବ ସୁନ୍ଦରତା କୁ ଅନୁଭବ କରନ୍ତି ଓ ତାର ମଜା ଲାଭ କରିନ୍ତି ।ସମୁଦ୍ର ର ଗଭୀରତା କୁ କିଏ କେବେ

 115 total views

Dec
2020
28

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ — ପ୍ରସନ୍ନ କୁମାର ମେହେର

ସାମାଜିକ ଜୀବନରେ ଭାଗବତ ଗୀତାର ମହତ୍ତ୍ବ ସୃଷ୍ଟି ନିୟନ୍ତାଙ୍କ କି ମହନୀୟ ମାନବ ଜାତିର ସର୍ଜନା! ଆହାର,ନିଦ୍ରା ଓ ମୈଥୁନ ଏଇ ତିନୋଟି ସମଗ୍ର ପ୍ରାଣୀ ଜଗତ ନିତ୍ଯ କର୍ମମୟ କାଳ ଜୀବନଯାପନ ପାଇଁ ଏକାନ୍ତ ଅପରିହାର୍ଯ୍ୟ।ପ୍ରତ୍ୟେକ ପ୍ରାଣୀଙ୍କର ଅନ୍ତରାତ୍ମା କାମୁକ ପ୍ରବୃତ୍ତିରେ ସନ୍ନିବେଶିତ।ମସ୍ତିଷ୍କରେ ଜ୍ଞାନର ଅଭାବ ଯୋଗୁଁ ପାଶବିକ ଆଚରଣରେ ପ୍ରମତ୍ତ।କିନ୍ତୁ ମାନବ ସେହି ପ୍ରାଣୀ ଜଗତ

 291 total views

Dec
2020
26

ପ୍ରେମ –ଅନିତା ବିଶ୍ଵାଳ

❤️ ପ୍ରେମ❤️ ✍️ପ୍ରେମ ଶବ୍ଦ ଟି କ୍ଷୁଦ୍ର ମନେ ହୋଇଥାଏ ।ଦୁନିଆରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଜୀବନରେ କାହାକୁ ନା କାହାକୁ ଭଲ ପାଇ ବସେ ଦୁନିଆ ରେ ଭଲ ପାଇବା ନଥିଲେ ଲୋକ ସମ୍ପର୍କ ଗଢିବା କଷ୍ଟକର ମନେ ହୋଇଥାଏ ।ଭଲ ପାଇବା ନଥିଲେ ପରିବାର ପରି ଏକ ମନ୍ଦିର ଗଢ଼ିବା ସହଜ ସାଧ୍ୟ ହୋଇନଥାଏ

 115 total views

Dec
2020
21

ସମାଲୋଚନା, ଆରୋପ ଏବଂ ପ୍ରତ୍ୟାରୋପ- ପ୍ରଶାନ୍ତ କୁମାର ଶତପଥୀ

🙏ସମାଲୋଚନା, ଆରୋପ ଏବଂ ପ୍ରତ୍ୟାରୋପ🙏 ପ୍ରତିଦିନ ଖବର କାଗଜର ପୃଷ୍ଠା ଓଲାଟାଇଲେ ସମାଲୋଚନା, ଆରୋପ ଓ ପ୍ରତ୍ୟାରୋପ ଲେଖା ଦୃଷ୍ଟି ଗୋଚର ହୋଇଥାଏ ।ମନରେ ପ୍ରଶ୍ନ ଉଠେ, ଏପରି କଣ ସବୁବେଳେ ଚାଲିଥିବ? ଏହାର ସମାଧାନ କେବେ ହେବ? ଏହାର ଉତ୍ତର ସମସ୍ତଙ୍କ ପାଖରେ ଅଛି । କିନ୍ତୁ ସହଜ ଓ ସରଳ ସମାଧାନର ବାଟ ଆମ ପାଖରେ

 108 total views

Dec
2020
16

ଶ୍ରାଦ୍ଧ — ଅନିତା ବିଶ୍ୱାଳ

🌼ଶ୍ରାଦ୍ଧ🌼 ଏହି ଶ୍ରାଦ୍ଧ ଶବ୍ଦଟି ଶ୍ରଦ୍ଧା ରୁ ସୃଷ୍ଟି ।ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ଜନ୍ମ ମୃତ୍ୟୁ ଦୁନିଆର ରୀତି ନୀତି। ଜନ୍ମ ମରଣ କୁ କେହି କେବେ ରୋକି ପାରିବେ ନାହିଁ । ଆମେ କୌଣସି ଲୋକର ମୃତ୍ୟୁ ପରେ ପ୍ରତ୍ୟେକ ବର୍ଷ ରେ ଥରେ ପିଣ୍ଡ ଦାନ କରାଯାଏ । ଆତ୍ମା ର ଶାନ୍ତି

 225 total views

Dec
2020
8

କ୍ଷମା –ଅନିତା ବିଶ୍ୱାଳ

🌷କ୍ଷମା🌷 ✍️ମଣିଷ ସଦା ସର୍ବଦା କିଛି ନା କିଛି ଭୁଲ୍ କରିବସେ ସେ ଭୁଲ୍ ର ଶେଷ ସୀମା କ୍ଷମା ରେ ଶେଷ ହେଇଥାଏ ।ଗରିବ ବ୍ୟକ୍ତି କି ଧନୀ ଲୋକ ଭୁଲ୍ କରିଥାନ୍ତି ସବୁ ଭୁଲ ର ଶେଷ ପାହାଚ କ୍ଷମା ଭାବରେ ବିବେଚିତ ହୋଇଥାଏ । ତେଣୁ ଭୁଲ୍ କରିବା ଆଗରୁ ଭାବି ଚିନ୍ତି କାମ

 173 total views

Dec
2020
5

ନାରୀ — ଅନିତା ବିଶ୍ୱାଳ

🌸🌷ନାରୀ 🌷🌸 ✍️”ନାରୀ ଶବ୍ଦ ଟି କ୍ଷୁଦ୍ର ମନେ ହୁଏ । କିନ୍ତୁ ନାରୀ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ।ଜଣେ ନାରୀ ଯେ ଦୃଵଳା ତାହା ଭାବିବା ସମ୍ପର୍ଣ୍ଣ ଭୂଲ୍ । ଆଜି ର ସମାଜରେ ପୁରୁଷ ଙ୍କ ପରି ନାରୀ ମଧ୍ୟ ସବଳା ସବୁ କାମ ନାରୀ ମଧ୍ୟ କରିପାରେ ।ନାରୀ ସମୟ କ୍ରମେ ପରିବର୍ତ୍ତନ

 143 total views

Nov
2020
30

ପରମ୍ପରା ଓ ସାମାଜିକ ବିକାଶ — ନୀହାରିକା ପଣ୍ଡା ରାକମା

*ପରମ୍ପରା ଓ ସାମାଜିକ ବିକାଶ*                    ନୀହାରିକା ପଣ୍ଡା ରାକମା  ଜୀବନର ଏକ ବଡ ଅନୁଶୀଳନ ହେଉଛି ପରମ୍ପରା ।ଅନେକ ପ୍ରକାରଭେଦରେ ପରିପୂର୍ଣ୍ଣ ଯା ପରିସର।ଲୋକ ଗୋଷ୍ଠୀଭଳି ପରମ୍ପରା ଲୋକଧାରାର ଏକ ଉଲ୍ଲେଖନୀୟ ଆୟାମ।ପରମ୍ପରା ଜୀବନର ଗତିଶୀଳତାକୁ ବଜାୟ ରଖିଥାଏ ନିଶ୍ଚେ ।ପରମ୍ପରାର ସଂଜ୍ଞା ଗୋଟିଏ ଗୋଷ୍ଠୀର

 192 total views

Nov
2020
25

ନଡ଼ିଆ — ଅନିତା ବିଶ୍ୱାଳ

🌸 ନଡ଼ିଆ🌸   ✍️”ଜଗତର ନାଥ ଜଗନ୍ନାଥ ମନ୍ଦିରରେ ନଡ଼ିଆ ଶ୍ରେଷ୍ଠ ଫଳ ଭାବରେ ବିବେଚିତ ହେଇଥାଏ।ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିଛନ୍ତି ।ଗରିବ ହେଉ ବା ଧନୀ ଲୋକ ସର୍ବ ଧର୍ମ ସମନ୍ୱୟ ର ମିଳନ ସ୍ଥଳ ପୁରୀ ର ଜଗତର ନାଥ ଜଗନ୍ନାଥ ମନ୍ଦିର କହିଲେ ଅତ୍ୟୁକ୍ତି ହେବନାହିଁ।ଦାସିଆ ବାଉରୀ ଜଣେ

 129 total views,  1 views today

Nov
2020
24

ପ୍ରକୃତି — ଅନିତା ବିଶ୍ୱାଳ

🌱 ପ୍ରକୃତି🌳   ✍️”ଇଶ୍ଵର ଙ୍କ ସୃଷ୍ଟି ବଡ଼ ବିଚିତ୍ର ।ସତରେ ଇଶ୍ଵର ପ୍ରକୃତି କୁ ବେଶ୍ ସୁନ୍ଦର ଭାବରେ ସର୍ଜନା କରିଛନ୍ତି ।ପ୍ରକୃତି ରାଣୀ ସବୁଜ ଜୀମା ରେ ପରିପୂର୍ଣ୍ଣ ।ଜଣେ ମଣିଷ ଯେତେବେଳେ ପ୍ରକୃତି ର ଅପରୂପ ସୌନ୍ଦର୍ଯ୍ୟ ରାଜି କୁ ଉପଭୋଗ କରେ ସତରେ ସେ ଏକ ଅଜଣା ଦୁନିଆରେ ହଜିଯାଇଥାଏ।ଅରଣ୍ୟ,ଲତା ,ବନଭୂମି ଦ୍ଵାରା

 132 total views

Nov
2020
23

ମୃତ୍ୟୁ_ଅନିତା ବିଶ୍ଵାଳ

ମୃତ୍ୟୁ“ ଦୁନିଆ ବଡ଼ ବିଚିତ୍ର ।ଭଗବାନ ଙ୍କ ସୃଷ୍ଟି ରେ ସତରେ ମଣିଷ ଛାର ପୋକ ମାତ୍ର। ନିଜର ନୀତି ଦିନର କାର୍ଯ୍ୟ କଳାପ ଏହି ପୃଥିବୀ ମଧ୍ୟ ରେ ରହି କରିଥାଏ ।ଜଣେ ମଣିଷ ଯେତେବେଳେ ମା କୋଳରେ ଲାଳିତ ପାଳିତ ହୋଇଥାଏ ଇଶ୍ୱରଙ୍କ ସୃଷ୍ଟି ରେ ସବୁ ମଣିଷ ଜନ୍ମ ଯେପରି ହେଇଥାଏ ସେହିପରି ଦିନେ ନା

 173 total views,  2 views today

Nov
2020
22

ଭାଇ- ଅନିତା ବିଶ୍ୱାଳ

ଭାଇ “ପରିବାର ଗୋଟେ ମନ୍ଦିର ସେହି ମନ୍ଦିରରେ ଜଣେ ପିତା ସମାନ ଭାଇ ଥିଲେ ଘର ସ୍ବର୍ଗ ସମ ଲାଗିଥାଏ ।ବାପା କୁ ଯଦି କିଏ ସାହାଯ୍ୟ ସହଯୋଗ ଯୋଗାଇ ଦିଏ ସେ ପୁଅ ।ଘରେ ଜଣେ ବଡ଼ ଭାଇ ଥିଲେ ଭଉଣୀ କୁ ସେ ସଦାସର୍ବଦା ସମାଜର ଖରାପ୍ ଲୋକ ମାନଙ୍କ ଠାରୁ ନିଜ ଭଉଣୀ କୁ

 204 total views

Nov
2020
21

ଗୋଲାପ ଫୁଲ – ଅନିତା ବିଶ୍ଵାଳ

ଗୋଲାପ ଫୁଲ “ସତରେ ଭଗବାନ ଙ୍କ ସୃଷ୍ଟି କେଡେ ବିଚିତ୍ର ।ତାଙ୍କ ସୃଷ୍ଟି ସବୁଜିମା ଭରା ଏକ ବନଭୂମି ।ସତରେ ଗୋଟେ ମଣିଷ ସୁଖରେ ଥାଉ କି ଦୁଃଖରେ ଯେତେବେଳେ ସେ ଗୋଲାପ ଫୁଲ ଟିକୁ ଦେଖେ ତା ମନ ଭିତରେ ଏକ ଉନ୍ମାଦ ସୃଷ୍ଟି ହୋଇ ଥାଏ। ସତରେ ଇଶ୍ଵର ସୃଷ୍ଟି ବେଶ୍ ମନୋହର ।ଗୋଲାପ ଫୁଲ

 455 total views,  1 views today