Nov
2022
29
ସେଇ ଜହ୍ନ–ଭାଗ୍ୟଶ୍ରୀ ଦେ

ସେଇ ଜହ୍ନ ହାୟ! କେତେ ସୁନ୍ଦର ଦେଖା ଯାଉଛ ତୁମେ! ଇଚ୍ଛା ହୋଉଛି ପାଖକୁ ଆଣି ଶହେ ଟି ଚୁମା ଦେବାକୁ। କିନ୍ତୁ ତୁମେ ତ ବହୁ ଦୂରରେ। ଚାହିଁଲେ ବି ନା ଛୁଇଁ ପାରୁଛି ନା ଚୁମା ଦେଇପାରିବି। କିନ୍ତୁ ତୁମକୁ ଦେଖିଲା ବେଳକୁ ନା ମନଟା ମୋର କେମିତି ଗୋଟେ ହେଇ ଯାଉଛି. ତୁମେ ତ
1,267 total views