March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ପାରିବାନି କିଆଁ ଜିଣି ହୃଦୟ – ବିନୋଦିନୀ ଦାଶ*

ପାରିବାନି କିଆଁ ଜିଣି ହୃଦୟ ?

—————————–

ବିନୋଦିନୀ ଦାଶ

——————–

 

ଚେତନା ଶକତି ଭରିଦେଇ ସ୍ରଷ୍ଟା

ସୃଷ୍ଟିରେ ଚେତନ ମଣିଷ ଭାବେ,

ଜନମ ଦେଇଣ ନାନା କର୍ମ ଗୁଣେ

ଶ୍ରେଷ୍ଠତ୍ଵ ପ୍ରଦାନି ଅଛନ୍ତି ଭବେ,

ତେଣୁ ସଦା ଗାଇ ତାଙ୍କର ଜୟ

ବାଣ୍ଟି ପ୍ରିତି ମୈତ୍ରୀ ଏକରୁ ଅନେକ

ପାରିବାନି କିଆଁ ଜିଣି ହୃଦୟ ?

 

ନିଶ୍ଚୟ ପାରିବା ଚିନ୍ତା ଚେତନାକୁ

ବିନିଯୋଗ କରି ସତ୍ପଥରେ,

ଶାନ୍ତ, ସୁଶୀଳତା, ମଧୁର ବଚନ

ସଙ୍ଗେ ସଜ୍ଜିତ ନମ୍ରତା ସାଜରେ,

ବାନ୍ଧି ଆନକୁ ଆପଣାପଣରେ,

ଈର୍ଷା, ଦ୍ବେଷ, ହିଂସା, ଗର୍ବ, ଅହଂକାର

ନ ଧରିଣ କେବେ ନିଜ ମନରେ ।

 

ଭୁଲି ଯାଇ ଆମେ ବର୍ଣ୍ଣ ବୈଷମ୍ୟ,

କେ ପର ଆପଣା, ଧନୀ ଗରିବ,

ସୃଷ୍ଟିକୁ ଏକତ୍ବ ସୂତ୍ରରେ ବାନ୍ଧିଣ

ଚିନ୍ତିଣ ସର୍ବଦା ସଭିଙ୍କ ଶୁଭ,

ଯେମିତି ହୋଇବ ସଭିଙ୍କ ଲାଭ,

ସକଳ ହିତାର୍ଥେ କର୍ମ ସାଧନାରେ

ବ୍ରତୀ ହେବା ରଖି ହୃଦୟେ ଭାବ ।

 

ସାଜି ଜଣେ ଜଣେ ଦକ୍ଷ ବିନ୍ଧାଣି

ଶାନ୍ତିର ସୌଧ ଗଢ଼ିବା ତୋଳି,

ପ୍ରତ୍ୟେକ ଅଗଣା ତୃପ୍ତି-ସନ୍ତୋଷର

ଫୁଲରେ ହସିବ ଆନନ୍ଦେ ଝୁଲି,

ରାଗ, ରୋଷସବୁ ପଛକୁ ଠେଲି,

ତୋଳିଣ ଝଂକାର ଓଁକାର ଧ୍ବନିର

ନାଦେ ପ୍ରସ୍ଫୁଟିତ ଭାବର କଳି।

 

ବିନୋଦିନୀ ଦାଶ

 

 353 total views,  1 views today

16 thoughts on “*ପାରିବାନି କିଆଁ ଜିଣି ହୃଦୟ – ବିନୋଦିନୀ ଦାଶ*

  1. Nice post. I learn something new and challenging on blogs I stumbleupon everyday.
    It’s always exciting to read articles from other writers and use something from other sites.

  2. Hi! I could have sworn I’ve been to this site before but after reading
    through some of the post I realized it’s new to me. Nonetheless,
    I’m definitely delighted I found it and I’ll be
    bookmarking and checking back often!

  3. Howdy very nice website!! Guy .. Beautiful .. Wonderful ..
    I’ll bookmark your website and take the feeds also? I am glad to find so many
    helpful info here within the put up, we need develop more techniques
    in this regard, thanks for sharing. . . . . .

  4. Awesome things here. I’m very happy to see your article. Thanks a lot and I
    am looking forward to contact you. Will you kindly drop me a e-mail?

  5. Thank you for any other great article. Where else may anyone get that type of information in such an ideal way of writing? I’ve a presentation subsequent week, and I’m at the look for such information.

  6. Howdy! This article couldnít be written any better! Reading through this article reminds me of my previous roommate! He continually kept talking about this. I will send this post to him. Pretty sure he’ll have a great read. Thank you for sharing!

  7. Really it is very useful post and that i choose to read these techniques and in addition I will be having a go and many thanks sharing such kind of techniques please ensure that it stays sharing.

  8. I’m really enjoying the design and layout of your blog. It’s a very easyon the eyes which makes it much more pleasant for me to come hereand visit more often. Did you hire out a developer to create your theme?Great work!

  9. Outstanding post. I was examining constantly this site And that i’m impressed! Very valuable info specifically the remaining section ?? I manage these types of facts a lot. I used to be on the lookout for this sure info for a long time. Thanks and very good luck.

Leave a Reply

Your email address will not be published. Required fields are marked *