**ମାଆ ସମଲେଶ୍ଵରୀ**
।।ଜାନକୀ ମହାନ୍ତ।।
ଜୟ ଜୟ ଜୟ ସମଲେଶ୍ଵରୀ ମା’
ଆ’ଗୋ ଦୁର୍ଗତି ନାଶିନୀ,
ଜଗତ ଉଦ୍ଧାର କର ମା’ଲୋ ତୁହି
ହେ ମା’ ସୁରକ୍ଷା ଦାୟିନୀ ।।
ତୁ’ ଆମ ଭରସା ସମଲେଇ ମାତା
ମମତାର କଲ୍ଲୋଳିନୀ,
ସିନ୍ଦୂର ବର୍ଣ୍ଣା ଗୋ ରକ୍ତମୁଖା ବେଶ
ତୋର ମିଳେ ଲୋ ଜନନୀ ।।
ରାମ ଲକ୍ଷ୍ମଣଙ୍କ ବଳି ଦେବାପାଇଁ
ରାବଣ ଯେ ଲଙ୍କାଗଡ଼େ,
ହନୁମାନ ରକ୍ଷା କରି ଥିଲେ ମାତା
ଆସିଲୁ ସମ୍ବଲପୁରେ ।।
ମହାଳୟା ଦିନ ଧବଳମୁଖୀ ଦର୍ଶନ
ମା’ସତୀ ତୋର ପୀଠରେ,
ଏହି ଅବସରେ ପିତୃପୁରୁଷଙ୍କୁ ଯେ
ଶ୍ରାଦ୍ଧ ଓ ତର୍ପଣ କରେ ।।
କୋଟି ପୂଣ୍ୟ ଲଭି ଥାଏ ନରନାରୀ
ତୋ’ ଦର୍ଶନେ ସନାତନୀ,
କୁଆଁର ପୁନେଇଁ ବେଶ ଯେ ତୋହରି
ରାଜରାଜେଶ୍ଵରୀ ରାଣୀ ।।
ନୂଆଖାଇ ପର୍ବ ତୋର ଅଟେ ଖ୍ୟାତ
ସାରା ଜଗତେ ପ୍ରସିଦ୍ଧ,
ତୋ’ସମ୍ବଲପୁରୀ ବସ୍ତ୍ର ବିଶ୍ୱ ବିଦିତ
ମା’ ସମଲେଶ୍ଵରୀ ସିଦ୍ଧ ।।
ନବରାତ୍ରେ ଜଳେ ଅଖଣ୍ଡ ଦୀପ ଯେ
ମା’ସମ୍ବଲପୁର ବାସିନୀ,
ତୋ ସନ୍ତାନର ଯେ ଆଶା ଅସୁମାରୀ
ପୂର୍ଣ୍ଣ ହୁଏ ଲୋ ଜନନୀ ।।
ଦୀପାବଳି ଆଉ ଦଶହରା ତୋର
ମହାଳୟା ନୂଆଁଖାଇ,
ବିବାହ ଓ ବ୍ରତ ଗାଡ଼ି ପୂଜାର୍ଚ୍ଚନ
ପ୍ରସିଦ୍ଧ ମା’ ସମଲେଇ ।।
ବସି ଅଛୁ ଯାଇ ମହାନଦୀ କୂଳେ
ମା’ସ୍ୱନାମଧନ୍ୟ ତୁହି,
ହୀରାକୁଦ ଜଳ ଭଣ୍ଡାର ବାନ୍ଧିଲୁ
ତୋ’ସମ୍ବଲପୁରେ ଯାଇ ।।
ଏଇ ସୃଷ୍ଟି ତୋର ମାଆ ରକ୍ଷା କର
ଢାଳି କରୁଣାର ବାରି,
ତୋ ପାଦେ ମିନତୀ କରୁଅଛି ମୁହିଁ
ବିନମ୍ର ପ୍ରଣାମ କରି ।।
ଜାନକୀ ମହାନ୍ତ
Thankfulness to my father who informed me concerning this webpage, this
webpage is actually awesome.
My web site tracfone coupon
I am really impressed with your writing skills and also with the layout on your weblog.
Is this a paid theme or did you modify it yourself?
Either way keep up the excellent quality writing,
it is rare to see a nice blog like this one nowadays.
Hi to every body, it’s my first go to see of this
web site; this weblog contains amazing and really excellent information designed for visitors.
I relish, cause I discovered exactly what I used to be taking a look
for. You have ended my 4 day lengthy hunt! God Bless you man. Have
a nice day. Bye
Have you ever thought about publishing an e-book or guest
authoring on other blogs? I have a blog based upon on the same ideas
you discuss and would love to have you share some stories/information. I know my audience would
value your work. If you’re even remotely interested,
feel free to send me an e mail.
Link exchange is nothing else however it is only placing the other person’s
weblog link on your page at appropriate place and other
person will also do similar for you.
Hello, i believe that i saw you visited my weblog thus i came to “go back the desire”.I’m trying to to find issues to improve my web site!I assume its good enough to use some of your concepts!!