March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ବିଶ୍ୱ ପ୍ରେମ –ଚୁମ୍କି ଦାଶ

ବିଶ୍ୱ ପ୍ରେମ
———–… ଚୁମ୍କି ଦାଶ (ମିଶ୍ର )

ଏ ଦେଶ ଏ ମାଟି ଏ ବିଶ୍ୱ
ସଭିଏଁ ତ ଆପଣାର,
ଜାତି ଧର୍ମ ବର୍ଣ୍ଣ ଭୁଲି ଯାଇ ଆମେ
ଗୁଣକୁ କରିବା ଆଦର |

ସ୍ନେହ ପ୍ରେମ ଶାନ୍ତି ଶ୍ରେଷ୍ଠ ଉପହାର
ମଣିଷ ମଣିଷଙ୍କର,
କଟୁକ୍ତି ବଚନେ ନୁହଇଁ କେ ବସ
ଅସ୍ତ୍ରଶସ୍ତ୍ର ନୁହେଁ ସାର ||

ବିଶ୍ୱ ମାତୃକାର ସେବା କରି ଆମେ
କରିବା ବିଶ୍ୱ କୁ ପ୍ରେମ
ଜ୍ଞାନୀ ଗୁଣିଙ୍କୁ ଯେ ଆଦର କରିବା |
ଦେଇଣ ତାଙ୍କୁ ସମ୍ମାନ |

ମଧୁ ପ୍ରୀତି ବାକ୍ୟ କହିବା ସଭିଙ୍କୁ,
ହୃଦୟେ ଭାବି ନିଜର,
ବଇରୀ ହୋଇବ ଅତି ଆପଣାର
ପାଖେ ନ ଥିବ ତା ଉତ୍ତର |

ନାନା ପୁଷ୍ପ ମିଶି ଏକ ଏକ ହୋଇ
ପୁଷ୍ପମାଲ୍ୟ ଟିଏ ହେବା
ଏକତାର ସୂତ୍ରେ ଏକତାର ମନ୍ତ୍ରେ
ବିଶ୍ୱ କୁ ଆମେ ବାନ୍ଧିବା |

ଦେଶ ଦେଶ ମଧ୍ୟେ ଦ୍ଵନ୍ଦ ଯୁଦ୍ଧ ଛାଡି
ହୋଇବା ଶାନ୍ତିର ଦୂତ,
ହିଂସା ଦ୍ୱେଷ ଭୁଲି ଅହିଂସା ର ମନ୍ତ୍ରେ
ବିଶ୍ୱ କୁ କରିବା ଆୟତ୍ତ |

ଚୁମ୍କି ଦାଶ (ମିଶ୍ର )
ଶାନ୍ତିପଡ଼ା, ବଲାଙ୍ଗିର

Loading

14 thoughts on “ବିଶ୍ୱ ପ୍ରେମ –ଚୁମ୍କି ଦାଶ

  1. Greetings! Fast question that’s entirely off matter. Do you understand how for making your internet site mobile pleasant? My weblog appears to be like Odd when searching from my iphone. I’m seeking to locate a template or plugin that might have the capacity to correct this concern. If you have any recommendations, be sure to share. With thanks!

  2. Howdy I am so grateful I found your Website, I really discovered you by mistake, whilst I used to be looking on Bing for another thing, In any case I’m below now and would much like to say quite a few thanks for a tremendous article in addition to a all round thrilling website (I also really like the topic/style), I don’t have time to go through it all in the meanwhile but I’ve bookmarked it and in addition involved your RSS feeds, so Once i have time I is going to be back again to go through a great deal far more, You should do keep up The nice task

  3. What’s Happening i am new to this, I stumbled upon this I have found It positively useful and it has helped me out loads. I hope to contribute & assist other users like its helped me. Good job.

Leave a Reply to free books Cancel reply

Your email address will not be published. Required fields are marked *