ବିଦାୟୀ ଦୁଇ ହଜାର କୋଡ଼ିଏ ବର୍ଷ
<><><><><><><><><><><>
କୋଡ଼ିଏ କୋଡିଏ ମିଶି କି ଯୋଡିଏ
ବିଛାଇଲ ମାୟା ଜାଲ ,
ସହର ଠୁଁ ପଲ୍ଲୀ ହେଲା ଆତଙ୍କିତ
ଗୃହେ ହେଲୁ କଲବଲ ।।
ଆରମ୍ଭରୁ ଶେଷ କରିକି ବିନାଶ
ଇତିହାସେ ହେଲା ହିରୋ
ରୋଜଗାରକ୍ଷମ ହୋଇଲେ ମଣିଷ
ଅର୍ଥକୋଷ ହେଲା ଜିରୋ ।।
ଯାଉଛ ସତରେ ଦେଉଛୁ ବିଦାୟ
କରିଗଲ ନାହିଁ ଭଲ
ମଣିଷ ଗୁଡାକ ପାଇଁ ଖୋଳିଗଲ
ଅପୂରଣୀୟର ଖାଲ ।।
ସଭିଙ୍କ ମନରେ ଭେଦଭାବ ଆଉ
ଅଛୁଆଁତା ଭରିଗଲ
ବାପ ମଲେ ପୁଅ ଛୁଇଁବାକୁ ମନା
ସମ୍ପର୍କରେ ବାଧା ଦେଲ।।
ଆସୁଥିବା ନୂଆ ବର୍ଷେ କହି ଯାଅ
କରୁ ସେ ସର୍ବ ମଙ୍ଗଳ
ତୋର ବଦନାମ ସେକେବେ ନ ନେଉ
ହେଉନ୍ତୁ ସର୍ବେ ସଫଳ ।।
====================
ଉମାକାନ୍ତ ଦାସ
ଲାଲବାଗ ,ଖାନନଗର
ମଙ୍ଗଳ ପୁର,ଯାଜପୁର
୯୮୭୩୨୩୬୪୪୧
Major thankies for the blog post. Really Cool.
There is certainly a great deal to find out about this topic. I like all of the points you have made.
I really enjoy the post.Thanks Again. Awesome.
Thank you for your article.Really looking forward to read more. Great.
Appreciate you sharing, great article post. Really Great.
Say, you got a nice article post.Thanks Again. Want more.
ed pills comparison generic ed pills – male erection pills
I value the post.Thanks Again. Cool.
wow, awesome blog article.Much thanks again.
I am so grateful for your blog. Much obliged.
Hey, you used to write magnificent, but the last few posts have been kinda boring… I miss your great writings. Past several posts are just a little bit out of track! come on!