ଭାବର୍ ଡୋର୍
ଇ ଅହଁକାରେଁ ଭର୍’ପୁର୍ ସଁସାର୍ ଭିତ୍’ରେଁ
ଭିକେଁ ଦେସନ୍ ସବ୍ ଆଶ୍,
ସହି ନେ ପାରନ୍ ପୁନିଁ ଜୀବନର୍ ଉକିଆ କେ
ବନେଇ ଦେସନ୍ ଉଆଁସ୍ ।।
ସଭେ ହେଇ ଯାଏସନ୍ ଉସାସ୍…
ନିଜର୍ ହିତ୍ ଲାଗି ପରର୍ ଚୁଟି କାଟି ଦେସନ୍
ମିଲେ ଭି ନାଇଁ ଆଭାସ୍ ।।
ସମିହା ଦେଖି ମନର୍ ମୁନୁଷ୍ ହିଁ ସାହା ହେସି
ଦେଖେଇ ଦମ୍ ସାହାସ୍,
ଜିଲ୍’ପି ମେତାର୍ ଗୋଲ୍ ଗୋଲ୍ ବେଭାର୍
ମିଠା ରେ ଭି ଆଏ ଖାସ୍ ।।
ଦୁଖ୍ ଦରଦ୍ ର କର୍’ସି ନାଶ୍….
ଜୀବନ୍ ରେ କେଭେଁ ଏକ୍’ଲା ନାଇଁ ଛାଡେ
ଭାଁଗେ ନାଇଁ ସେ ବିଶ୍ବାସ୍ ।।
ଅଭୟ ସରାପ୍
ଯୋଖିପାଲି,
ବିଜେପୁର,ବରଗଡ