February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ମାନବିକତା–ସନ୍ତୋଷ କୁମାର ଅଟି*

“##ମାନବିକତା

ହାଟରେ ମିଳୁଛି ହଜାରେ ସଉଦା
ପୂଣ୍ୟ ତ ମିଳୁନି ଖାଲି ,
ପାପ କିଣାବିକା ଶୂନ୍ୟତା ବାହାନା
କାମନା ନିଶାରେ ଭୁଲି ।।
ସାଇତା ବିବେକ ବନ୍ଧା ପଡୁଅଛି
ସ୍ୱାର୍ଥର ବାସନା ତଳେ ,
ଅନ୍ୟାୟେ ଲୋଟିବା ସାହାରା ସାଜିଛି
ଅଭିମାନ ନିତି ଜଳେ ।।
ଦୂରେଇ ଯାଇଛି ମଣିଷ ପଣିଆ
ଇପସିତ ଅବଶୋଷ ,
ଅର୍ଥକୁ ପିପାସା କରି ଉପଚାର
ପର ସୁଖେ ପରିହାସ ।।
ମାନବିକତା ହଜି ଯାଏ ମନରୁ
ନାହିଁ ଭାବ ପ୍ରବଣତା ,
ଅଶାନ୍ତ ଜୁଇରେ ମନକୁ ଜାଳୁଛି
ଦୟା କ୍ଷମା ହୁଏ ହତ୍ୟା ।।

ସନ୍ତୋଷ କୁମାର ଅଟି

Santosh Kumar Atti
At_Kasada , Bonaigarh
Dist_Sundargarh
Pin_770051
Ph_8144232127
WhatsApp _
9439436224

 748 total views,  1 views today

14 thoughts on “*ମାନବିକତା–ସନ୍ତୋଷ କୁମାର ଅଟି*

  1. An interesting discussion is value comment. I think that you should write extra on this subject, it won’t be a taboo subject but usually persons are not sufficient to speak on such topics. To the next. Cheers

  2. A motivating discussion is worth comment. I believe that you should publish more on this subject matter, it might not be a taboo matter but generally people do not talk about these topics. To the next! Cheers!!

  3. Right now it seems like WordPress is the top blogging platform available right now.(from what I’ve read) Is that what you’re using on your blog?

Leave a Reply

Your email address will not be published. Required fields are marked *