March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଫେରି ଆସନ୍ତନି ପୁଣି–ବସନ୍ତ ବେହେରା*

ଫେରି ଆସନ୍ତନି ପୁଣି

ଦିଗବଳୟ ଯାଏଁ ଧାନର ସବୁଜ କ୍ଷେତ
କ୍ଷେତ ସେପାରିରେ ଛପି ବସିଅଛି ଶୀତ.
ଧେନୁପଲ ଫେରେ ଦାଣ୍ଡରେ ଉଡେଇ ଧୂଳି
ଜହ୍ନିଓଷା ଘରେ କିଶୋରୀ ହେଲେଣି ମେଳି.
କାଶତଣ୍ଡୀ ମୂଳେ ଖେଳେ ସୂର୍ଯ୍ୟାସ୍ତର ଛାଇ
ହାଇ ମାରୁଅଛି ବାଲିରେ ଅଳସୀ ନଈ.
ଫୁଟି ଯାଇଅଛି ସଅଳ ରଜନୀଗନ୍ଧା.
ଅମୃତମୟ ଏ ସତରେ ଶରତ ସନ୍ଧ୍ୟା.
ଟୁପୁରୁଟାପୁରୁ ହେଲେଣି ଆକାଶେ ତାରା
ଶୀତଳ ପବନେ ମହକିଉଠୁଛି ଧରା.
ଏସବୁର ପ୍ରିୟା କିଛି ନାହିଁ ଆଜି ମୂଲ
ତମେ ନାହିଁ ବୋଲି କିଛିବି ଲାଗୁନି ଭଲ.
ଭଲ ହୁଅନ୍ତାନି ପୁଣି ଆସିଥାନ୍ତ ଫେରି
ହଜିଲା ସ୍ମୃତିକୁ ପଣତକାନିରେ ଭରି !
ମଉଳା କୁସୁମ ଏଇ ମନ ପୁଣିଥରେ
ଉଷୁମ ହୁଅନ୍ତା ତମ ପ୍ରେମ ପୁଲକରେ.

ବସନ୍ତ ବେହେରା
ସୁନାପୁର, ଗଞ୍ଜାମ

Loading

12 thoughts on “*ଫେରି ଆସନ୍ତନି ପୁଣି–ବସନ୍ତ ବେହେରା*

  1. I’m about to run out of credit does atarax have sulfa The mass of legal immigrants pouring out of the east has knocked the fate of Africans back; sympathy for the plight of those fleeing persecution has all but evaporated.

  2. Great post. I was checking continuously this blog and I’m impressed!Very helpful information specifically the last part I care forsuch information much. I was looking for this certain information for a long time.Thank you and best of luck.

  3. Heya! I just wanted to ask if you ever have any problems with hackers?My last blog (wordpress) was hacked and Iended up losing a few months of hard work due to no back up.Do you have any methods to stop hackers?

Leave a Reply to dvagusya.com.ua Cancel reply

Your email address will not be published. Required fields are marked *