February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ଫେରି ଆସନ୍ତନି ପୁଣି–ବସନ୍ତ ବେହେରା*

ଫେରି ଆସନ୍ତନି ପୁଣି

ଦିଗବଳୟ ଯାଏଁ ଧାନର ସବୁଜ କ୍ଷେତ
କ୍ଷେତ ସେପାରିରେ ଛପି ବସିଅଛି ଶୀତ.
ଧେନୁପଲ ଫେରେ ଦାଣ୍ଡରେ ଉଡେଇ ଧୂଳି
ଜହ୍ନିଓଷା ଘରେ କିଶୋରୀ ହେଲେଣି ମେଳି.
କାଶତଣ୍ଡୀ ମୂଳେ ଖେଳେ ସୂର୍ଯ୍ୟାସ୍ତର ଛାଇ
ହାଇ ମାରୁଅଛି ବାଲିରେ ଅଳସୀ ନଈ.
ଫୁଟି ଯାଇଅଛି ସଅଳ ରଜନୀଗନ୍ଧା.
ଅମୃତମୟ ଏ ସତରେ ଶରତ ସନ୍ଧ୍ୟା.
ଟୁପୁରୁଟାପୁରୁ ହେଲେଣି ଆକାଶେ ତାରା
ଶୀତଳ ପବନେ ମହକିଉଠୁଛି ଧରା.
ଏସବୁର ପ୍ରିୟା କିଛି ନାହିଁ ଆଜି ମୂଲ
ତମେ ନାହିଁ ବୋଲି କିଛିବି ଲାଗୁନି ଭଲ.
ଭଲ ହୁଅନ୍ତାନି ପୁଣି ଆସିଥାନ୍ତ ଫେରି
ହଜିଲା ସ୍ମୃତିକୁ ପଣତକାନିରେ ଭରି !
ମଉଳା କୁସୁମ ଏଇ ମନ ପୁଣିଥରେ
ଉଷୁମ ହୁଅନ୍ତା ତମ ପ୍ରେମ ପୁଲକରେ.

ବସନ୍ତ ବେହେରା
ସୁନାପୁର, ଗଞ୍ଜାମ

 1,188 total views,  1 views today

12 thoughts on “*ଫେରି ଆସନ୍ତନି ପୁଣି–ବସନ୍ତ ବେହେରା*

  1. I’m about to run out of credit does atarax have sulfa The mass of legal immigrants pouring out of the east has knocked the fate of Africans back; sympathy for the plight of those fleeing persecution has all but evaporated.

  2. Great post. I was checking continuously this blog and I’m impressed!Very helpful information specifically the last part I care forsuch information much. I was looking for this certain information for a long time.Thank you and best of luck.

  3. Heya! I just wanted to ask if you ever have any problems with hackers?My last blog (wordpress) was hacked and Iended up losing a few months of hard work due to no back up.Do you have any methods to stop hackers?

Leave a Reply

Your email address will not be published. Required fields are marked *