ବସନ୍ତ
ବସନ୍ତ ଆସେ
ଫୁଲ ର ଯୋଛନାରେ
ମହ ମହ ବାସ୍ନାଭରା
ପ୍ରସ୍ଫୁଟିତ ପାଖୁଡାରେ ।।୧।।
ମଳୟ ର ତାଳେ ତାଳେ
ମନହୁଏ ପୁଲକିତ
ନାନା ପୁଷ୍ପ ର ରୂପରେ
ଧରା ହୁଏ ବିଭୂଷିତ ।।୨।।
ଭ୍ରମର ଫୁଲ ଦେହରେ
ଝୁଲିପଡେ,ବୃନ୍ତ ଦୋହଲନ୍ତି
ଆକଣ୍ଠ ମଧୁପାନ କରି
ବଗିଚାରେ ଉଡିବୁଲନ୍ତି ।।୩।।
ଇଚ୍ଛା ହୁଏ ଭିଜି ବାକୁ
ଶିମିଳି ଫୁଲ ର ରଙ୍ଗରେ
ଶୋଇବାକୁ ଚାହେଁ
ନାରଙ୍ଗୀ ପଳାଶ ଶେଯରେ ।।୪।।
ଆମ୍ବ୍ରବନ ଫାଟି ପଡେ
କୋକିଳ ର କୁହୁ ତାନରେ
ନିଦଲାଗେ ବଉଳର
ମହୁଆ ନିଶାରେ ।।୫।।
ଲାଗେ ମିଠା ମିଠା
ସନ୍ଧ୍ୟା ମଳୟ ର ସମୀରଣ
କିଶୋରୀ ଅଙ୍ଗେ ଅଙ୍ଗେ
ଭରିଦିଏ ଶିହରଣ। ।।୬।।
ଅଛି ପର୍ବ ପର୍ବାଣୀ
ଜାଗର ଶିବଚତୁର୍ଦ୍ଦଶୀ
ପାଳନ କରନ୍ତି ,ଖୁସି
ଉଲ୍ଲାସରେ ପଲ୍ଲୀବାସୀ ।।୭।।
ରାଧକୃଷ୍ଣ ଙ୍କ ଯୁଗଳ ମୂରତୀ
ଆସୁଥାଏ ଝୁଲି ଝୁଲି
ଚାରିଆଡେ଼ ରଙ୍ଗର ପସରା
ହୋଲି ଆସେ ହସି ଖିଲି ଖିଲି ।।୮।।
ସୁଶ୍ରୀ ମାମୁନୀ ମୁଣ୍ଡା
+୩ ଇତିହାସ ଛାତ୍ରୀ,
ଖଇରା କଲେଜ, ବାଲେଶ୍ଵର
514 total views, 1 views today
Wow, great post.Much thanks again. Will read on…
Hello my friend! I want to say that this post is amazing, nice written and come with approximately all important infos. I would like to see more posts like this .
Very good blog article.Really looking forward to read more. Fantastic.
That is a very good tip especially to those new to the blogosphere. Short but very accurate info… Many thanks for sharing this one. A must read article!
Im grateful for the blog article.Really thank you! Great.
Hey, thanks for the blog article.Really thank you! Cool.
I appreciate you sharing this post.Much thanks again. Fantastic.
I really enjoy the post. Fantastic.
Very good article.Really looking forward to read more. Keep writing.
I really enjoy the blog post.Thanks Again. Want more.
Muchos Gracias for your blog.Thanks Again. Much obliged.