April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ବସନ୍ତ ଭାବନା* — ବିଶ୍ୱେଶ୍ୱର ମାଝୀ

*ବସନ୍ତ ଭାବନା*

ଶୀତ ଅନ୍ତେ ଧୀରେ ଧରାବୁକେ ଧରେ
ଚଇତି ଚୋରା ପବନ
ମଳୟ ପବନ ବାଜିଲେ ନିମରେ
ହୋଇଯାଏ ସେ ଚନ୍ଦନ।

ପତ୍ରଝଡା ଦେଇ ବୃକ୍ଷରାଜି ଥିଲେ
ଶ୍ରୀହୀନ ବିଧବା ପରି
ନବ ପଲ୍ଲବରେ ପଲ୍ଲବିତ ହୋଇ
ସବୁଜିମା ଯାଏ ଭରି ।

ପଳାଶ କୁସୁମ ରକ୍ତ ବର୍ଣ୍ଣ ହୋଇ
ଅତି ଦୂରୁ ହୁଏ ଦୃଷ୍ଟ
ପତି ମତି ହୋଇ ସୀମନ୍ତିନୀ ଯଥା
ଧବକୁ କରେ ଆକୃଷ୍ଟ ।

ବସନ୍ତ ରାସରେ ରସରାଜ ଦିନେ
ରସୁଥିଲେ ଗୋପାଂଗନା
ଅବିର ରଂଗରେ ହୋଲି ବିଭଂଗରେ
ମତ୍ତ ହୋଇ ଚନ୍ଦ୍ରାନନା।

ଲଳିତା ବିଶାଖା ଚନ୍ଦ୍ରାବଳୀ ସାଥେ
ବୃଷଭାନୁ ସୁତା ରାଧା
ମଜ୍ଜି ଯାଉଥିଲେ ବସନ୍ତ ରାସରେ
ନ ଥିଲା ପ୍ରେମରେ ବାଧା।

ଯେତେ ଗୋପୀ ତହିଁ ସେତିକି କହ୍ନାଇ
ବିଚିତ୍ର ପ୍ରେମର ଗାଥା
ନିନ୍ଦା ଅପବାଦ ଗଳାମାଳି କରି
ଗୋଟିଏ ସୂତ୍ରରେ ଗୁନ୍ଥା।

ସ୍ମୃତିଚାରଣରେ ପଞ୍ଚୁଦୋଳ ପାଳୁ
ଯୁଗଳ ମୂରତି ବିଜେ
ପ୍ରେମମୟୀ ରାଧା ରସିକ ରଙ୍ଗିଲା
କେଡେ ମନୋହର ସାଜେ।

ବସ୍ତୁବାଦ ଆଜି ଘାରିଛି ଜଗତ
ବସନ୍ତ ଠିକଣା ହଜେ
ହସନ୍ତ ସଂସାର ପରିଚୟ ହାରି
ବସ୍ତୁରେ ବସନ୍ତ ଖୋଜେ।

ବିଶ୍ୱେଶ୍ୱର ମାଝୀ
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।

Loading

14 thoughts on “*ବସନ୍ତ ଭାବନା* — ବିଶ୍ୱେଶ୍ୱର ମାଝୀ

  1. hello there and thank you for your information – I have definitely picked up anything
    new from right here. I did however expertise several technical issues using this web site,
    as I experienced to reload the site a lot of times previous to I could
    get it to load correctly. I had been wondering if your web host is OK?
    Not that I am complaining, but sluggish loading instances times will sometimes
    affect your placement in google and can damage your high-quality score if ads and marketing
    with Adwords. Anyway I’m adding this RSS to my email and could look out for much more of
    your respective fascinating content. Make sure you update
    this again soon.

    Also visit my blog: 2022

  2. Thanks on your marvelous posting! I actually enjoyed reading it, you will be a great author.I will make certain to bookmark your blog and will often come back in the future. I want to encourage you to continue your great job, have a nice evening!

Leave a Reply

Your email address will not be published. Required fields are marked *