ବଡ଼ଦିନ ର ସନ୍ଧ୍ୟା
ହୋଟେଲ ରେ ଟେବୁଲ ବୁକ୍
କିସମ କିସମ ଖାଦ୍ୟ ପରସା ସାଙ୍ଗକୁ
ହରେକ୍ ହରେକ୍ ମୃଦୁ ପାନୀୟ
ଲେମନ ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି …
ଆଉରି କେତେ କ’ଣ
ହାଇ ପ୍ରୋଫାଇଲ ବଡ଼ଦିନ ପାଳନ …।
ମମି ପଚିଶ ଟଙ୍କାରେ ବଡ଼ଦିନ ର ସନ୍ଧ୍ୟା …
*************
ହୋଟେଲ ରେ ଟେବୁଲ ବୁକ୍
କିସମ କିସମ ଖାଦ୍ୟ ପରସା ସାଙ୍ଗକୁ
ହରେକ୍ ହରେକ୍ ମୃଦୁ ପାନୀୟ
ଲେମନ ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି …
ଆଉରି କେତେ କ’ଣ
ହାଇ ପ୍ରୋଫାଇଲ ବଡ଼ଦିନ ପାଳନ …।
ମମି ପଚିଶ ଟଙ୍କାରେ
କେକ୍ ମିଳୁଛି ଛକ ଦୋକାନ ରେ
ଗୋଟେ ଆଣ…ବଡ଼ଦିନ ପା
ଆରେ ସେଇ କେକ୍ ରାତି ଅନିଦ୍ରା ହେଇ
ମୁଁ ବନେଇ ସେଇ ଦୋକାନରେ ବିକିଛି
ବଳିଛି
ନେ ଖାଇଦେ
ନା ମୁଁ କିଣିବି
ଦିଅ ପଚିଶ ଟଙ୍କା …
କେଜାଣି ମା’ ଦେଲା କି ନାହିଁ
କେମିତି ବୁଝେଇଥିବ
ଦଶ ବାର ବର୍ଷର ପିଲାଟିକୁ ମାଆ ଟି …।।
ଜୁମର
କେକ୍ ମିଳୁଛି ଛକ ଦୋକାନ ରେ
ଗୋଟେ ଆଣ…ବଡ଼ଦିନ ପା
ଆରେ ସେଇ କେକ୍ ରାତି ଅନିଦ୍ରା ହେଇ
ମୁଁ ବନେଇ ସେଇ ଦୋକାନରେ ବିକିଛି
ବଳିଛି
ନେ ଖାଇଦେ
ନା ମୁଁ କିଣିବି
ଦିଅ ପଚିଶ ଟଙ୍କା …
କେଜାଣି ମା’ ଦେଲା କି ନାହିଁ
କେମିତି ବୁଝେଇଥିବ
ଦଶ ବାର ବର୍ଷର ପିଲାଟିକୁ ମାଆ ଟି …।
ଜୁମର