February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

ବଡ଼ଦିନ ର ସନ୍ଧ୍ୟା –ଜୁମର ନାଥ ପାତ୍ର

ବଡ଼ଦିନ ର ସନ୍ଧ୍ୟା
ହୋଟେଲ ରେ ଟେବୁଲ ବୁକ୍
କିସମ କିସମ ଖାଦ୍ୟ ପରସା ସାଙ୍ଗକୁ
ହରେକ୍ ହରେକ୍ ମୃଦୁ ପାନୀୟ
ଲେମନ ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି …
ଆଉରି କେତେ କ’ଣ
ହାଇ ପ୍ରୋଫାଇଲ ବଡ଼ଦିନ ପାଳନ …।

ମମି ପଚିଶ ଟଙ୍କାରେ ବଡ଼ଦିନ ର ସନ୍ଧ୍ୟା …
*************
ହୋଟେଲ ରେ ଟେବୁଲ ବୁକ୍
କିସମ କିସମ ଖାଦ୍ୟ ପରସା ସାଙ୍ଗକୁ
ହରେକ୍ ହରେକ୍ ମୃଦୁ ପାନୀୟ
ଲେମନ ଜୁସ୍ ଫ୍ରୁଟ୍ ଜୁସ୍ ଇତ୍ୟାଦି …
ଆଉରି କେତେ କ’ଣ
ହାଇ ପ୍ରୋଫାଇଲ ବଡ଼ଦିନ ପାଳନ …।

ମମି ପଚିଶ ଟଙ୍କାରେ
କେକ୍ ମିଳୁଛି ଛକ ଦୋକାନ ରେ
ଗୋଟେ ଆଣ…ବଡ଼ଦିନ ପା
ଆରେ ସେଇ କେକ୍ ରାତି ଅନିଦ୍ରା ହେଇ
ମୁଁ ବନେଇ ସେଇ ଦୋକାନରେ ବିକିଛି
ବଳିଛି
ନେ ଖାଇଦେ
ନା ମୁଁ କିଣିବି
ଦିଅ ପଚିଶ ଟଙ୍କା …
କେଜାଣି ମା’ ଦେଲା କି ନାହିଁ
କେମିତି ବୁଝେଇଥିବ
ଦଶ ବାର ବର୍ଷର ପିଲାଟିକୁ ମାଆ ଟି …।।

ଜୁମର
କେକ୍ ମିଳୁଛି ଛକ ଦୋକାନ ରେ
ଗୋଟେ ଆଣ…ବଡ଼ଦିନ ପା
ଆରେ ସେଇ କେକ୍ ରାତି ଅନିଦ୍ରା ହେଇ
ମୁଁ ବନେଇ ସେଇ ଦୋକାନରେ ବିକିଛି
ବଳିଛି
ନେ ଖାଇଦେ
ନା ମୁଁ କିଣିବି
ଦିଅ ପଚିଶ ଟଙ୍କା …
କେଜାଣି ମା’ ଦେଲା କି ନାହିଁ
କେମିତି ବୁଝେଇଥିବ
ଦଶ ବାର ବର୍ଷର ପିଲାଟିକୁ ମାଆ ଟି …।

ଜୁମର

 390 total views,  1 views today

Leave a Reply

Your email address will not be published. Required fields are marked *