“ଆପଣା ଓ ପର” ଜୟ କୁମାର ମିଶ୍ର ************************* ଆପଣା ———- ଆପଣା ଲୋକତ, ସବୁ ବୁଦ୍ଧିମନ୍ତ ଗୁଣୀଜ୍ଞାନୀ ଗଣେ ଗଣା, ସବୁ ବଡ଼ ବଡ଼, ଘରଦ୍ୱାର, ମେଢ଼ ଜମିବାଡ଼ି, ସୁନା, ବାନା ।। ଶିକ୍ଷା ଓ ସଂସ୍କୃତି, ସଭ୍ୟତା ପୀରତି ଦାନ, ମାନ, ଧନ, ମନ, ଇତିହାସଟିର ଲମ୍ବ ପ୍ରସ୍ତୁ ଦୂର କେଉଁଠି ନାହିଁଟି ଖୁଣ ।।
Read More
**ଜୀବେ ଦୟା କର** ଜାନକୀ ମହାନ୍ତ ମାନବ ଜୀବନ ଦୁର୍ଲ୍ଲଭ ଜନମ ଦେବ ପ୍ରିୟ ଏ’ ଜନମ, ଚଉରା’ଶି ଲକ୍ଷ ଯୋନିପରେ ନର ପାଏ ଏ’ମାନବ ଜନ୍ମ ।। ପଶୁପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ ଚରାଚର ସରୀସୃପ, ସୃଷ୍ଟି ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ ଉନ୍ନତ ନର ମସ୍ତିଷ୍କ ।। ବୁଦ୍ଧି ବିଦ୍ୟା ଗୁଣ
Read More
🌹 ଶରଶଯ୍ୟା ଜୀବନ🌹 ଡ଼ଃ ଲଷ୍ମୀକାନ୍ତ ଦାଶ ଶରଶଯ୍ୟା ଭାବେ ମଣିଷ ବଞ୍ଚିଛି ସ୍ମୃତିକୁ ନିଜର କରି ଉଦବେଳିତ କରେ ଅତୀତ କାହାଣୀ ନିଃଶବ୍ଦରେ କୋହ ଭରି ।। ଚେତନାର ଦୃଶ୍ୟ ଉହ୍ୟ ହୋଇଅଛି ଦିବ୍ୟତ୍ବ ପାଇବା ପାଇଁ ବ୍ୟତିକ୍ରମ ହୁଏ ଛିନ୍ନ ସମ୍ବେଦନୀ ପ୍ରତିଘାତ ବ୍ୟଥା ଦେଇ ।। ଆକାଂକ୍ଷିତ ମନ ପ୍ରତିଶୃତି ପାଇ ଅନ୍ତଃସିକ୍ତ ହେଉଥାଏ
Read More
ଇରିଗେସନ କଲୋନୀର ଶେଷ ଗଳିରେ ଶୀତ ରମାକାନ୍ତ ସିଂ ସାହାଣୀ ********************************* ହେଇ ଦେଖ, ସେହି ଦିନ,ସେହି ରାତି ସେହି ରାସ୍ତା,ସେହି ମନ୍ଦିର,ସେହି ପଡିଆ…. ବାଶ ଗୋଟେ ସାଲ ପୂର୍ତ୍ତି ହେଇ ସାରିଛି…।। ହାଡ ଭଙ୍ଗା ଶୀତରେ କଳାହାଣ୍ଡିରୁ ନୂଆପଡ଼ା ସାଇକେଲରେ ଶୀତର ଜାଡ ପାଇବା ପାଇଁ….. ଭାବ ସର ସର କାକାରରେ ଭିଜିବା ପାଇଁ…. ଇରିଗେସନ କଲୋନୀର
Read More
ସୁରଭି ବିନୋଦିନୀ ଦାଶ ******************************** ଧରା ଉପବନେ ସକଳ ବାଳକ ଜଣେ ଜଣେ ସୁରଭିତ କଳିକା, ଫୁଟି ସୌରଭକୁ ବିତରିବା ପାଇଁ ଉଦ୍ୟମ ହେବା ବି ସୁଗନ୍ଧ ମଖା । ବିଭିନ୍ନ ଫୁଲର ବିଭିନ୍ନ ସୁରଭି ଗୋଟିଏ ସ୍ଥାନରୁ ଚଉପାଶକୁ, ପ୍ରସାରିତ ହୋଇ ଛୁଟି ଯାଉଥିବ ଦୂର ଦିଗ୍ ବଳୟକୁ ଛୁଇଁବାକୁ । ସେ ମହକେ
Read More
SWEET MISTAKE! Dr.Prasana Kumar Dalai How restless I’m in your eyes I want to look into them And steal your dreams My shadow changes to get your love Mad I’m in your love and hatred both What name I should give
Read More
*ଶ୍ରୀରାଧା ଶରଣମ୍* ଡ. ପ୍ରିୟମ୍ବଦା ସାମଲ ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଂଗୀତ ସୁରର ଶତ ତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ଯାକୁଳିତ ମନ କାହ୍ନୁର ଦର୍ଶନ ପାଇଁ ବନ ଉପବନ
Read More
ଅଁଳା ନବମୀ ******************* ସ୍ୱାଗତିକା ସାହୁ †***************** ଖୁବ ପ୍ରବର୍ତ୍ତାଇଛି ସେଇ ପଦଯୁଗଳ ହଳଦୀ ଗୁରୁ ଗୁରୁ ଦିବ୍ୟ ଚନ୍ଦନ ବାସ ମାଟିରୁ ଆକାଶ ସବୁ ସମ୍ମୋହନ ବରଷକେ ଥରେ ରାଧା ପାଦ ଦର୍ଶନ ଦୁଧ ଅଳତା ପଦ ଯୁଗଳର ଝୁଣ୍ଟିଆ,ପାଉଁଜି ନିନାଦିତ ଝଙ୍କାର ଅଦ୍ଭୂତ ଅଭିନବ ରାଗେ କରୁଣ ରାଗିଣୀ ମାତାଙ୍କ ଅନ୍ତରୁ ଦିଏ ଈଶ୍ୱରୀୟ ପ୍ରେମ
Read More
💕ସଂଜ୍ଞା ହିନ ସମ୍ପର୍କ💕 ମମତା ବାରିକ ******************** ଆମର ଇଏ କେମିତିକା ସମ୍ପର୍କ ପାଉନାହିଁ ଖୋଜି ତା’ର ଦିଗନ୍ତ, ତୁମକୁ ନେଇ ରହିଛି ମୋ ବିଶ୍ୱାସ ତୁମର ଦେଖା ନାହିଁ ହୁଏ ମୁଁ ନୟାନ୍ତ।। ପ୍ରତୀକ୍ଷାର ଅନ୍ତ କେବେ ଯେ କରିବ ତୁମ ହାତରେ ମୋ ହାତକୁ ରଖିବ, ମୋର ସବୁ ଦୁଃଖକୁ ପାଶୋରି ଦେବ ତୁମ କୋଳେ
Read More
ଟିପେ ପୃଥିବୀ ର ମୋହ… ଗାୟତ୍ରୀ ମିଶ୍ର 🌹🌹🌹🌹🌹🌹 ଟିପେ ପୃଥିବୀ ର ମୋହ ପରିପୃଷ୍ଟ ଲେଖନୀ ର ସ୍ୟାହିଗାରେ, ଟିପେ ପୃଥିବୀ ର ସୋହାଗେ ବିପ୍ଲବୀ ସଚେତନ ସର୍ବେ କରେ l ଟିପେ ପୃଥିବୀ ରେ ଲେଖା ହୁଏ ଚିତ୍ର ଏନ୍ତୁଡ଼ି ର ଷଠୀ ଘରେ, ଟିପେ ମାଟିଗାର ମାତା ଲେପେ ଧୀରେ ଭୟାତୁର ଶିଶୁ
Read More
ଟିପେ ପୃଥିବୀର ମୋହ ସନ୍ଧ୍ୟା ରାଣୀ ଦାଶ ହଜି ଯାଇଥିବା ପୃଥିବୀର ପୂର୍ଣ୍ଣତା… ହୃଦୟହୀନର ଭାବାବେଗରେ ଜର୍ଜରିତା.. ପରିତ୍ୟକ୍ତା ବସନ ସମ ଆଜି ଏ ସାରା ଧରିତ୍ରୀର ଅନ୍ତରାତ୍ମା… ବିଳାପ କରୁଛି ବାରମ୍ବାର… ଭଗ୍ନ ପ୍ରାୟ ଆଜି ଆଶାର ଵନ୍ଧଵାଡ.. ନିରାଶାର ମରୁଵାଲିରେ ଖୋଜା ଚାଲିଛି ଅଳ୍ପ କିଛି ପାରିଜାତର କ୍ଷୀଣାୟୁଷ… ଜ୍ଞାଚ ସଭିଏଁ
Read More
ଟିପେ ପୃଥିବୀର ମୋହ ଅଞ୍ଜଳି ଗିର ——————————– ମୋହାଚ୍ଛନ୍ନ କରେ ମଧୁଜାର ମୋହ ମୟୂଖେ ମଞ୍ଜୁଳ ଆଭା, ବିଷ୍ଣୁପଦ ଦେଶେ ଵିଭାବସୁ ସୁଖେ ପ୍ରତ୍ୟୁଷେ ବଢ଼ାନ୍ତି ଶୋଭା ।। ମଳୟେ ମଧୁର ସୁଗନ୍ଧ ଜୁଆର ମାଦକତା ମତୁଆଲି, ମହ୍ଲାର ତୋଳଇ ଶବ୍ଦର ସମ୍ଭାର ସୁହାସିନୀ ମହାଆଳୀ ।। ଭିଜା ମାଟି ବାସ୍ନା ଶ୍ୟାମ ସବୁଜିମା ଦିଗନ୍ତ ବିସ୍ତାରି ମାୟା
Read More
ଟିପେ ପୃଥିବୀର ମୋହ ଛବିରାଣୀ ପତି ************************ ଯେତେଦିନ ଯାଏଁ ଥିବ ଏ ଜୀବନ ମୋହ ମାୟା ସଂସାର ରେ ହାଡ଼ ମାଂସ ରକ୍ତ ଗଢା ପ୍ରାଣ ପିଣ୍ଡ ଖେଳୁଥିବ ତୋ ସାଥିରେ । ମୁଣ୍ଡ ଉପର ଏ ନୀଳିମା ଆକାଶ ପାଦ ତଳ ମୁଠେ ମାଟି ଆକର୍ଷିତ ହୋଇ ଆସୁଛି ଆସିବି ସତ କଟି କରି ମିଟି
Read More
Psalm of The Earth Dijana Uherek Stevanović *********************** We are all created, from a piece of heaven and earth. We feed on sources of hope, that planet Earth will survive, for the sad branches break unreasonably more and more, we pluck the
Read More
ଟିପେ ପୃଥିବୀର ମୋହ ସରୋଜ କୁମାର ସାହୁ ****//****//****//****//**** ସତ୍ୟର ଆକଟ ଅସତ୍ୟର ଖେଳ ମାୟା ବନ୍ଧନର ଭାର, ଦୋଦୂଲ୍ୟମାନ ଏ ଜୀବନର ଗତି ବିବେକ କରେ ବିଚାର ।। ସଙ୍କଟରେ ହରି ହରି ଡାକ ଛାଡେ ସ୍ୱାର୍ଥରେ ସାଉଁଟା ମନ , ସ୍ବାର୍ଥ ସରିଗଲେ କିଏ ବା କାହାର ସବୁ ମିଥ୍ୟା ପ୍ରଭଞ୍ଜନ ।।
Read More
Psalm of The Earth Chinmayee Mohapatra ******************** Psalms of the Earth Always melodious Flows spontaneously Sings continuously Never ends /stops At any moment Whatever changes it may be.. Tiny-winged glowing- coloured birds Chirps musically day and night With non stop
Read More
** ଟିପେ ପୃଥିବୀର ମୋହ ** ଅନ୍ତର୍ଯ୍ୟାମୀ ମିଶ୍ର ****************************** ଭୁଲା ମନଟେ ପାଇଁ ବେଳେବେଳେ ଗର୍ବ ଆସୁଛି, ସେତିକି ନଥିଲେ କି’ ହିନସ୍ତା ! କାନ କୁଣ୍ଡେଇ କୁଣ୍ଡେଇ, ଆହୁରି କେତେ ଝୁଣ୍ଟିବାକୁ ପଡନ୍ତା ! ଦେଖି ନଦେଖିଲା ପରି ଜାଣି ନଜାଣିଲା ପରି ନୀରବରେ ଦୁଃଖସୁଖ ହେବା କି’ ଦୁଃସାଧ୍ୟ ବ୍ୟାପାର
Read More
**Psalm of Earth ** Prasanna Bhatta. ****//****** The creator has created this creation, the earth, where mankind is seen . 1 Affluence and opulence of flora and fauna, there are with in. 2 On it, the seas, rivers & streams are originated,
Read More
PSALM OF THE EARTH Ramesh Chandra Pradhani ***************************** Nature’s gift to mankind Almighty’s grace so kind Earth only place for life We live till she is alive Forbearance her strength Kindness her identity Mother of wealth Everything offers her entity
Read More
🌳ଟିପେ ପୃଥିବୀର ମୋହ 🌳 ପ୍ରତିମା ବାରିକ 🌿🌿🌿🌿🌿🌿🌿 ଏ ମାଟି ଆକାଶ ତା ପାଣି ପବନ ଯହିଁରେ ଗଢା ଏ ଦେହ ସୁରୁଜ ଚନ୍ଦ୍ରମା ବଣ ଶ୍ୟାମଳିମା ବାନ୍ଧି ରଖେ ତାର ମୋହ । ତାହାରି ଭିତରେ ଝାଟି ମାଟିର ଏ ଟିକି କୁଡିଆଟି ମୋର ସ୍ବର୍ଗଠୁ ସୁନ୍ଦର ମଧୁ ଠୁ ମଧୁର ଶାନ୍ତିମୟ
Read More
Posts navigation