December 06, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Nov
2021
14

*ଟିପେ ପୃଥିବୀର ମୋହ – ଅଞ୍ଜଳି ଗିରି*

ଟିପେ ପୃଥିବୀର ମୋହ ଅଞ୍ଜଳି ଗିର ——————————– ମୋହାଚ୍ଛନ୍ନ କରେ ମଧୁଜାର ମୋହ ମୟୂଖେ ମଞ୍ଜୁଳ ଆଭା, ବିଷ୍ଣୁପଦ ଦେଶେ ଵିଭାବସୁ ସୁଖେ ପ୍ରତ୍ୟୁଷେ ବଢ଼ାନ୍ତି ଶୋଭା ।। ମଳୟେ ମଧୁର ସୁଗନ୍ଧ ଜୁଆର ମାଦକତା ମତୁଆଲି, ମହ୍ଲାର ତୋଳଇ ଶବ୍ଦର ସମ୍ଭାର ସୁହାସିନୀ ମହାଆଳୀ ।। ଭିଜା ମାଟି ବାସ୍ନା ଶ୍ୟାମ ସବୁଜିମା ଦିଗନ୍ତ ବିସ୍ତାରି ମାୟା

 201 total views,  1 views today

Nov
2021
14

*ଟିପେ ପୃଥିବୀର ମୋହ-ଛବିରାଣୀ ପତି*

ଟିପେ ପୃଥିବୀର ମୋହ ଛବିରାଣୀ ପତି ************************ ଯେତେଦିନ ଯାଏଁ ଥିବ ଏ ଜୀବନ ମୋହ ମାୟା ସଂସାର ରେ ହାଡ଼ ମାଂସ ରକ୍ତ ଗଢା ପ୍ରାଣ ପିଣ୍ଡ ଖେଳୁଥିବ ତୋ ସାଥିରେ । ମୁଣ୍ଡ ଉପର ଏ ନୀଳିମା ଆକାଶ ପାଦ ତଳ ମୁଠେ ମାଟି ଆକର୍ଷିତ ହୋଇ ଆସୁଛି ଆସିବି ସତ କଟି କରି ମିଟି

 139 total views,  2 views today

Nov
2021
14

*ଟିପେ ପୃଥିବୀର ମୋହ – ସରୋଜ କୁମାର ସାହୁ*

  ଟିପେ ପୃଥିବୀର ମୋହ ସରୋଜ କୁମାର ସାହୁ ****//****//****//****//**** ସତ୍ୟର ଆକଟ ଅସତ୍ୟର ଖେଳ ମାୟା ବନ୍ଧନର ଭାର, ଦୋଦୂଲ୍ୟମାନ ଏ ଜୀବନର ଗତି ବିବେକ କରେ ବିଚାର ।।   ସଙ୍କଟରେ ହରି ହରି ଡାକ ଛାଡେ ସ୍ୱାର୍ଥରେ ସାଉଁଟା ମନ , ସ୍ବାର୍ଥ ସରିଗଲେ କିଏ ବା କାହାର ସବୁ ମିଥ୍ୟା ପ୍ରଭଞ୍ଜନ ।।

 104 total views,  1 views today

Nov
2021
14

*Psalm of The Earth  – Chinmayee Mohapatra* 

Psalm of The Earth  Chinmayee Mohapatra  ********************   Psalms of the Earth Always melodious Flows spontaneously Sings continuously Never ends /stops At any moment Whatever changes it may be..   Tiny-winged glowing- coloured birds Chirps musically day and night With non stop

 95 total views,  2 views today

Nov
2021
14

*ଟିପେ ପୃଥିବୀର ମୋହ – ଅନ୍ତର୍ଯ୍ୟାମୀ ମିଶ୍ର*

** ଟିପେ ପୃଥିବୀର ମୋହ ** ଅନ୍ତର୍ଯ୍ୟାମୀ ମିଶ୍ର     ****************************** ଭୁଲା ମନଟେ ପାଇଁ ବେଳେବେଳେ ଗର୍ବ ଆସୁଛି, ସେତିକି ନଥିଲେ କି’ ହିନସ୍ତା ! କାନ କୁଣ୍ଡେଇ କୁଣ୍ଡେଇ, ଆହୁରି କେତେ ଝୁଣ୍ଟିବାକୁ ପଡନ୍ତା !   ଦେଖି ନଦେଖିଲା ପରି ଜାଣି ନଜାଣିଲା ପରି ନୀରବରେ ଦୁଃଖସୁଖ ହେବା କି’ ଦୁଃସାଧ୍ୟ ବ୍ୟାପାର

 264 total views,  1 views today

Nov
2021
14

*PSALM OF THE EARTH – Ramesh Chandra Pradhani*

PSALM OF THE EARTH Ramesh Chandra Pradhani ***************************** Nature’s gift to mankind Almighty’s grace so kind Earth only place for life We live till she is alive   Forbearance her strength Kindness her identity Mother of wealth Everything offers her entity  

 84 total views,  3 views today

Nov
2021
14

*ଟିପେ ପୃଥିବୀର ମୋହ – ପ୍ରତିମା ବାରିକ*

🌳ଟିପେ ପୃଥିବୀର ମୋହ 🌳 ପ୍ରତିମା ବାରିକ 🌿🌿🌿🌿🌿🌿🌿   ଏ ମାଟି ଆକାଶ ତା ପାଣି ପବନ ଯହିଁରେ ଗଢା ଏ ଦେହ ସୁରୁଜ ଚନ୍ଦ୍ରମା ବଣ ଶ୍ୟାମଳିମା ବାନ୍ଧି ରଖେ ତାର ମୋହ ।   ତାହାରି ଭିତରେ ଝାଟି ମାଟିର ଏ ଟିକି କୁଡିଆଟି ମୋର ସ୍ବର୍ଗଠୁ ସୁନ୍ଦର ମଧୁ ଠୁ ମଧୁର ଶାନ୍ତିମୟ

 104 total views,  2 views today

Nov
2021
12

*ଡର ତୁମେ କାହିଁ ପାଇଁ – ରୀକ୍ଷିରାମ ମେହେର*

ଡର ତୁମେ କାହିଁ ପାଇଁ ? ++++++++++++++++ ରୀକ୍ଷିରାମ ମେହେର   ଲେଖନୀ ମୁନରେ ଲେଖି ଚାଲ ସ୍ରଷ୍ଟା ଡର ତୁମେ କାହିଁ ପାଇଁ, ଅନ୍ୟାୟ ଅନୀତି କରରେ ଦମନ ଗଣ ସ୍ବର ଏକ ହୋଇ।   କଲମ ଶକତି କୋଟି କରାମତି ଅଜସ୍ର ଅଖଣ୍ଡ ଶକ୍ତି, ବାର୍ତ୍ତା ସାହିତ୍ୟରେ ଏକତ୍ରିତ କର ସମାଜକୁ ଦେଇ ଉକ୍ତି।  

 194 total views,  1 views today

Nov
2021
12

*ହୃଦୟ ଅଳିନ୍ଦର ଦୀପାଳିଟିଏ – ପ୍ରିୟଦର୍ଶିନୀ ମହାପାତ୍ର* 

ହୃଦୟ ଅଳିନ୍ଦର ଦୀପାଳିଟିଏ *************************** ପ୍ରିୟଦର୍ଶିନୀ ମହାପାତ୍ର  ~~~~~~~~~~~   ତମସାଛନ୍ନ ଏ ହୃଦୟ ପ୍ରଦେଶେ ଅକସ୍ମାତ୍ ଦୀପାଳିଟିଏ ପ୍ରଜ୍ଜ୍ବଳିତ, ଆସନ୍ନ ଦୁର୍ବିଷହ ଦୁର୍ବିପାକ ସବୁକୁ ସହ୍ୟ କରିବାରେ ସଂଘର୍ଷରତ । ଅସୁମାରୀ ଆକାଂକ୍ଷାର ବହ୍ନି ଶିଖା, ଦ୍ରୁତ ସମୀରଣର ଆଘାତରେ ସୁଦ୍ଧା ହୁଏ ନାହିଁ ନିର୍ବାପିତ ।।   ବାରିଦର ଗର୍ଜ୍ଜନ ସଙ୍ଗେ ସୌଦାମିନୀର କ୍ରୀଡା, କୁହୁଡ଼ିର

 112 total views,  2 views today

Nov
2021
12

*ଗାଁ କୋଠଘର – ସରୋଜ କୁମାର ସାହୁ *

ଗାଁ କୋଠଘର …………….. ସରୋଜ କୁମାର ସାହୁ ***************** ଆମ ଗାଁର ମନ୍ଦିର ପାଖ ସୀମାରେ କୋଠଘର ଲାଗି ରହିଛି ହତାକୁ ତାର ବିଶାଳ ଗଛ ବର । ମନ ମୋହଇ ସଭିଁଙ୍କୁ ନିତି ଗୋଲାପ ଚମ୍ପା ଜୁଇ ଭେଟ ହୁଅନ୍ତି ସନ୍ଧ୍ୟା ପ୍ରହରେ ଗାଁ ପଡୋଶୀ ଭାଈ। ନିତୀ ନିୟମ ଶୃଙ୍ଖଳା ଜ୍ଞାନ ରହିଛି ସେଠି ଭରି

 136 total views,  1 views today

Nov
2021
12

*କୋଷ ବୃଦ୍ଧି ନହୋଇଲେ – ଭାସ୍କର ରାଉତ*

କୋଷ ବୃଦ୍ଧି ନହୋଇଲେ ଭାସ୍କର ରାଉତ ********************** ସେଲାଗି ସବୁ ଯୋଜନା, ବିକିଲେ ପଇସା ପିଇଲେ ପଇସା ଗଣିବାକୁ ପଡ଼େ ନନା।। ମଦ ନିଷେଧ ହୋଇଲେ, ରାଇଜ ଶାସନ ହୋଇବ କେମିତି କୋଷ ବୃଦ୍ଧି ନଘଟିଲେ।। ଭାଟି ଫେକ୍ଟ୍ରି ବନ୍ଦ ହେଲେ, ସୁଚାରୁ ଭାବରେ ନିର୍ବାଚନ ଆଉ କେମିତି ଲଢ଼ିବା ଭଲେ।। ଭାଟି ସାଥିରେ ଦୋକାନ, ବନ୍ଦ ହୋଇଗଲେ

 95 total views,  1 views today

Nov
2021
10

*ପ୍ରେମର ସ୍ୱରୂପ – ବିଶ୍ୱେଶ୍ୱର ମାଝୀ*

ପ୍ରେମର ସ୍ୱରୂପ ବିଶ୍ୱେଶ୍ୱର ମାଝୀ *********************** ପାର୍ଥିବ ସଂସାରରେ ବିଷୟ ସମ୍ପତ୍ତି ପଦ ପଦବୀ ଧନ ମାନ ସବୁ ଥାଇ ଲାଗୁଥାନ୍ତା ଶୁଷ୍କ ମରୁ ବାଲି ଖାଲି ଖାଲି ଯଦି ନଥାନ୍ତା ଭଲ ପାଇବାର ବନ୍ଧନ । ଏପରି ବନ୍ଧନ ଯାହା ଶିହରାଏ ତନୁମନ ମୁକୁଳିବାର ନଥାଏ ସାମାନ୍ୟ ପ୍ରୟାସ ନେବାରେ ନୁହେଁ ଦେବାରେ ଥାଏ ଆନନ୍ଦ ହାସଲ

 96 total views,  1 views today

Nov
2021
10

*ଜୀବନର ଗତି – ସୀମାଞ୍ଚଳ ପଣ୍ଡା*

ଜୀବନର ଗତି ************************ ସୀମାଞ୍ଚଳ ପଣ୍ଡା      *********** ଜୀବନର   ଗତି    ନ ହେଉ   ଦୁର୍ଗତି ସତ୍ୟ  ପଥେ  ସଦା  ହୁଅ  ତତ୍ପର, ଧୀରେ  ଗତି  କର   ନ ହୁଅ   ଅଧୀର ଧୀର ପାଣି ଦେଖ କାଟେ ପଥର। ଧୀର  ଗତି   ସତ    କରେ   ପ୍ରତିହତ ଜୀବନପଥର    ବାଧା   ଅଗ୍ରତେ, ଅଶାନ୍ତେ  ତୁରିତେ 

 86 total views,  1 views today

Nov
2021
10

*ତର୍କ ରୁ ନର୍କ – ନବ କୁମାର ଦାସ*

🔴🔴🔴🔴🔴🔴🔴🔴🔴 ତର୍କ ରୁ ନର୍କ ନବ କୁମାର ଦାସ *************************** ଶବ୍ଦେ ଶବ୍ଦେ ଗୁନ୍ଥା କଥା ମାଳାଟିଏ ଅଧାରୁ ଛିଣ୍ଡି ପଡିଲେ ଯୋଡିବା ପାଇଁକି ପ୍ରେମ ସୁତା ଲୋଡ଼ା ନହେବ ଯୁକ୍ତି ବାଢିଲେ ଟିକିଏ ଯୁକ୍ତିରୁ ତର୍କର ଆଖଡା ଅଭିନୟେ ଗଣ୍ଡ ଗୋଳ ସେହି ଗଣ୍ଡଗୋଳେ ରାମ୍ପୁଡା ଆମ୍ପୁଡା ଚାଲେ କୂଟନୀତି ଖେଳ ଝିମିଟି ଖେଳରୁ ମହା ଭାରତଟି

 96 total views

Nov
2021
10

*ଜୀବନ-ବିଶ୍ୱେଶ୍ୱର ମାଝୀ*

ଜୀବନ ବିଶ୍ୱେଶ୍ୱର ମାଝୀ ********** କେବେ ବାଗୁଡିର ରାହା କେବେ ଖେଳ ଛକି ଶୂନ ଏଇ ଅଛି ଏଇ ନାହିଁ ଏଇ ତ ଜୀବନ। କେବେ ପର୍ବତର ନିର୍ଜନତା କେବେ ଲହଡି ଉତଫଣ କେବେ ଚିର ହରିତ ଅରଣ୍ୟ କେବେ ଶୁଷ୍କ ମରୁ ବନ। କେବେ ବିକଳ ତାରୁଣ୍ୟ କେବେ ଉଛଳ ଯୌବନ କେବେ ପୀଡିତ ପ୍ରୌଢତ୍ୱ କେବେ

 90 total views,  1 views today