Mar
2020
26
*ଜୟ ଶିବ ଶଙ୍କର–ସଂଯୁକ୍ତା ସାହୁ*
ଜୟ ଜୟ ଶିବ ଶଙ୍କର ପ୍ରଭୁ ଭୋଳା ମହେଶ୍ବର ପାର୍ବତୀ ପତି ଭୈରବବାବା ଲିଙ୍ଗରାଜେଶ୍ୱର ମସ୍ତକେ ଜଟା ସ୍ମଶାନବାସୀ ଆଜି ପରା ଜାଗର ହର ହର ମହାଦେବ ଶମ୍ଭୁ ନୟନ ଖୋଲ ତୁମର ଭାଲନେତ୍ର ତ୍ରିଶୁଳଧାରୀ ଗିରିଜା ଶଙ୍କର ଜଗତହିତାୟ କାଳତୀତାୟ ତାଣ୍ଡବ ପ୍ରିୟକର ଡ଼ମ ଡ଼ମ ଡମ୍ବରୁ ବାଜେ ହେ ଧବଳେଶ୍ବର ଘଣ ଘଣ ଘଣ୍ଟା ବାଜେ