December 07, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Mar
2020
26

ଜୟ ଶିବ ଶଙ୍କର

ଜୟ ଜୟ ଶିବ ଶଙ୍କର ପ୍ରଭୁ ଭୋଳା ମହେଶ୍ବର ପାର୍ବତୀ ପତି ଭୈରବବାବା ଲିଙ୍ଗରାଜେଶ୍ୱର ମସ୍ତକେ ଜଟା ସ୍ମଶାନବାସୀ ଆଜି ପରା ଜାଗର ହର ହର ମହାଦେବ ଶମ୍ଭୁ ନୟନ ଖୋଲ ତୁମର ଭାଲନେତ୍ର ତ୍ରିଶୁଳଧାରୀ ଗିରିଜା ଶଙ୍କର ଜଗତହିତାୟ କାଳତୀତାୟ ତାଣ୍ଡବ ପ୍ରିୟକର ଡ଼ମ ଡ଼ମ ଡମ୍ବରୁ ବାଜେ ହେ ଧବଳେଶ୍ବର ଘଣ ଘଣ ଘଣ୍ଟା ବାଜେ

 546 total views