April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Sep
2022
5

*ହଜିଲା ଧନ- ଭାସ୍କର ରାଉତ*

    *ହଜିଲା ଧନ* **********   ଭାସ୍କର ରାଉତ *********** ଭାଙ୍ଗିଯିବା ମନ ଗଢ଼ିବାଟା ଜାଣ ସହଜ ନୁହଇ ସେହି ଭାଙ୍ଗିଗଲେ ମନ ଛପରା ସମାନ ବିବୁଧେ ଅଛନ୍ତି କହି। ଦେଖ ଏ ସଂସାର ଦିଶୁଛି ସୁନ୍ଦର କତେ ଧନରତ୍ନ ତହିଁ ପୁରି ରହିଅଛି କଳି ନହେଉଛି ଶ୍ରେଷ୍ଠ ଗୋଟିଏ ଅଟଇ। ଅନ୍ୟ ଯେତେ ଧନ ସବୁ

Sep
2022
5

*ଶ୍ରୀ ରାଧା ଶରଣମ – ଡଃ ପ୍ରିୟମ୍ବଦା ସାମଲ*

*ଶ୍ରୀ ରାଧା ଶରଣମ* **************    ଡଃ ପ୍ରିୟମ୍ବଦା ସାମଲ ************ ତୁମେ ଦିବ୍ୟ ପ୍ରାଣା ଭବ୍ୟ ଚେତନାର ପବିତ୍ର ପ୍ରକୃତି ରୂପ ଅପ୍ରାକୃତ ପ୍ରେମ ସଙ୍ଗୀତ ସୁରର ଶତତାଳ ଝଙ୍କୁରିତ। ତୁମରି ପ୍ରାଣର ଦିବ୍ୟ ଚେତନାରେ ନିନାଦିତ ଗୋପପୁର ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ ଝରୁଥାଏ ନିରନ୍ତର। ଆକୁଳିତ ପ୍ରାଣ ବ୍ୟାକୁଳିତ ମନ କାହ୍ନୁର ଦର୍ଶନ ପାଇଁ

Loading

Sep
2022
5

*ଆମର୍ ଅଜାବୁଢା -ସୁଧୀର୍ ପଂଡା*

**ଆମର୍‌ ଅଜାବୁଢ଼ା*** ***************** ଅଜାବୁଢ଼ାର୍‌ ଗୁନ୍‌ ଗାଏଲେଁ କେଭେଁ ଆମେ ହସୁଛନ୍‌ ନାତି ନାତେନ୍‌ କହେସନ୍‌ ଝାର୍‌ବେଡ଼ା କାଣା ଜାନିଥିଲେ ଆଘୋର୍‌ ଭୁତ୍‌ ପେତେନ୍‌। ୧   ବାଇସ୍‌କଲ୍‌ ନି’ବଘିଁ ତାଁକର୍‌ ଜୀବ୍‌ନେ ନି’ହୁଅନ୍‌ ଗଢ଼ାଜରି କୁଶେ ହେଉ କି ଚାଏର୍‌ ଯୋଜନ୍‌ ପହଁଚିଯାନ୍‌ ଚାଲିକରି। ୨   ତାଁକର୍‌ ମାହାପୁରୁ କୁଟୁମ୍‌ ଆଉର୍‌ ବଂଧୁ ଭାବି କରୁଥିଲେ

Loading

Sep
2022
5

*ବିଦ୍ୟାଳୟ -ଅରୁଣ କୁମାର ମହାପାତ୍ର*

*ବିଦ୍ୟାଳୟ* ********* ଅରୁଣ କୁମାର ମହାପାତ୍ର ************** ଶିଶୁର ଜୀବନ ଏଠି ହୁଅଇ ମାର୍ଜିତ ଗଢି ଉଠେ ଇମାରତ ସୁଖ ଭବିଷ୍ୟତ ବିଦ୍ୟାଳୟ ନାମ ତାର ମିଳେ ଏଠି ଉନ୍ନତ ଆଚାର ବ୍ୟବହାର।   ଦେଖ ଆଜି ହୋଇ ଉଠେ ସେ ଚଳ ଚଞ୍ଚଳ ସବୁଆଡେ ଆନନ୍ଦରେ ଶୁଭେ କୋଳାହଳ ବିଦ୍ୟାଳୟ ଆମ ଏହି ଗଣପତି ଉଭା ଧରି

Loading

Sep
2022
5

*ଶରତ ଅନୁଚିନ୍ତା – ସୀମାଞ୍ଚଳ ପଣ୍ଡା *

*ଶରତ ଅନୁଚିନ୍ତା* ***********************       ସୀମାଞ୍ଚଳ ପଣ୍ଡା     *********** ଶରତ   ସଂପ୍ରତି   ବଢ଼ାଏ  ସଂପ୍ରୀତି ଏବେ ନାହିଁ    ଆଉ ବରଷା କାହିଁ, ଏ ବେଳେ  ସଂସାର  ଆଣିବି ସଂସ୍କାର ସରଗ ଶୋଭାରେ ତୋଷିବି ମହୀ! ନିର୍ମାଣିବି     ମର୍ତ୍ତ୍ୟ    ସରଗ  ସ୍ଵୀକୃତ ରୂପ   ରଙ୍ଗ  ରସେ  ଭରସା  ରହି, ଜଗତରେ 

Loading

Apr
2022
20

*ରାମୁଲ – ଜୁମର ନାଥ ପାତ୍ର*

ରାମୁଲୁ’ ***** ଉଠାଅ ତାକୁ ଉଠାଅ ରେ ବୁଢାଟା ପଡ଼ିଗଲା ମୁଣ୍ଡଫୁଣ୍ଡ ବୁଲେଇ ଦେଇଥିବ କି କଣ ବେଗ୍ ଟା କାନ୍ଧରୁ କାଢ଼ି ପାଣି ଛିଞ୍ଚ ବେଗ୍ ଟା ଅଣ୍ଡାଳନି ସେଥିରେ ଥିବ କାଳେ ତା’ ଗୁରୁଆରୀ ପାଇଁ ପୁରି ଆଳୁକଷା ନହେଲେ ବୁଟଭଜା କି ସୁନପାପଡି ଆରେ ହେ ଏ ତ ରାମୁଲୁ ବୁଢ଼ା ଏଇ ଟାଉଁସିଆ

Loading

Apr
2022
9

* ସନ୍ତାନ ପାଇଁ ମାଆ- ତପନ କୁମାର ସ୍ଵାଇଁ*

🙏“ସନ୍ତାନ ପାଇଁ ମାଆ”🙏   ମାଆ ତ ମାଆ ସବୁଠାରୁ ବଡ଼,ମାଆ ନଥିଲେ ନାଁ ନାହିଁ ବାଲି କଥାରେ ଅଛି।ମାଆ ଯଦି ପାଖରେ ଅଛି ମନ୍ଦିର ଯିବାକୁ ପଡେନି।ଆଉ ସେ ବା କାହିଁକି ମିଛ କହିବ ଯଦି ମାଛ କହିଥାଏ,ହେଲେ କୌଣସି ଅସୁବିଧା ର ଶିକାର ହୋଇ କହି ଦେଇ ଥିବ। ହଁ ସେତିକି ନୁହେଁ ସେ ତା

Loading

Apr
2022
9

*ମାଆ ଗାୟତ୍ରୀ – ଜାନକୀ ମହାନ୍ତ*

*ମାଆ ଗାୟତ୍ରୀ* *********** *✍️ଜାନକୀ ମହାନ୍ତ* ************** “ଓଁ ଭୂର୍ଭୁଵଃ ସ୍ୱ ତତ୍ସବିତୁର୍ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍” ।   (ଗାୟ +ତ୍ରୀ)”ଗାୟ” ଶବ୍ଦ ଅର୍ଥ ବେଦମନ୍ତ୍ର ଗାନକର, “ତ୍ରୀ”ର ଅର୍ଥ “ତ୍ରୀଦେବୀ”ମା ଲକ୍ଷ୍ମୀ କାଳୀ ସରସ୍ଵତୀ ସମାହାର।।   ଆଦିବ୍ରହ୍ମ ଆଉ ଆଦିମାତା ଙ୍କର ଔରସରୁ ହେଲେ ଜାତ, ବ୍ରହ୍ମା ବିଷ୍ଣୁ

Loading

Apr
2022
9

*ଭଂଗା ପଥୁରୀ – କୁଞ୍ଜବିହାରୀ ଦଳାଇ*

।ଭଂଗା ପଥୁରି।  ************ ପୁଅ ବୋହୂ ନାତି ଛୋଟିଆ ସଂସାର ରହନ୍ତି ଗୋଟିଏ ଘରେ, ପତ୍ନୀ ସ୍ବର୍ଗ ବାସୀ ହେବା ଦିନୁ ବୁଢ଼ା ଦୁଃଖ କହିଲେ ନସରେ। ଖାଇବାକୁ ମିଳେ ଦୁଇଥର ଯାହା ନକହିବା ହେବ ଭଲ, ପୋଡ଼ା ରୁଟି ସାଥେ ଗୁଡ଼ ଟିକେ, ଜନ୍ଦା ହେଉଥିବେ ସଲସଲ। ଭଂଗା ପଥୁରିଟେ ଅଛି ବୁଢ଼ା ପାଶେ ଦିଅନ୍ତି ଖାଦ୍ୟ

Loading

Apr
2022
6

*ସା,ରେ,ଗା,ମା,ପା,ଧା,ନି,ଶା – ତପନ କୁମାର ସ୍ଵାଇଁ*

🌹“ସା,ରେ,ଗା,ମା,ପା,ଧା,ନି,ଶା”🌹 ********************* ସଂଗୀତ ଗାଇବି ସାତ ସୁରେ ଆଜି ସା,ରେ,ଗା,ମା,ପା,ଧା,ନି,ଶା, କୋଇଲି ସମ ହେବି ଭାବୁଛି ମନେ ସତେକି ଗାୟକ ପେଶା।   ନିଜ ହାତ ଲେଖା ଗୀତ ଏହି ମୋର ହୃଦୟେ ଶବ୍ଦ ଯୋଡିଲି, କଲମ ଧରିଣ ଡାଏରି ଦେହରେ ତାକୁ ସହଜେ ଲେଖିଲି।   ଉତ୍କଳ ଜନନୀର ବିଷୟ ବସ୍ତୁ ଉଲ୍ଲେଖ ଯେ କରିଅଛି, ତାହାର

Loading

Apr
2022
6

*ବନ୍ଦେ ଉତ୍କଳ ଜନନୀ-ପ୍ରଶାନ୍ତ କୁମାର ଶତପଥୀ*

🙏ବନ୍ଦେ ଉତ୍କଳ ଜନନୀ🙏 ******************* ସବୁଠୁ ସୁନ୍ଦର ଜନନୀ ମୋହର ପବିତ୍ର ଉତ୍କଳ ଭୂମି, ମହୋଦଧି ନିତି ଫୁଲାଇ ତା’ ଛାତି ଚରଣକୁ ଥାଏ ଚୁମି l ସବୁଜ ବନାନୀ ନିର୍ଝରିଣୀ ପାଣି କୋଇଲିର କୁହୁ ତାନ, ମଳୟ ପବନ ଶିରି ଶିରି ବୋହେ କିଣେ ସଭିଙ୍କର ମନ l ଜନମ ଦେଇଛି କେତେ ସୁର ବୀର ଇତିହାସ

Loading

Apr
2022
6

*ବନ୍ଦେ ଉତ୍କଳ ଜନନୀ- ଜାନକୀ ମହାନ୍ତ*

*ବନ୍ଦେ ଉତ୍କଳ ଜନନୀ* *(ଚୋଖି ବୃନ୍ତେ)* *✍️ଜାନକୀ ମହାନ୍ତ* (ଜନନୀ ଜନମ ଭୂମି ପବିତ୍ର ଭାରତ ଭୂମି…ସ୍ୱରରେ) **************** ବନ୍ଦଇ ଓଡ଼ିଶା ଭୂମି ପୂଣ୍ୟତୋୟା ସ୍ୱର୍ଗଭୂମି ଦେଓମାଳୀ ପରବତ କଟିରେ ଶୋହେ, ଜଗନ୍ନାଥ ଦେବୋଭୂମି ଅଶୋକଙ୍କ କର୍ମଭୂମି ଶଙ୍କରାଚାର୍ଯ୍ୟ ତପୋଭୂମି ଜଗତ ମୋହେ, ମହାନଦୀ ବ୍ରାହ୍ମଣୀ ବହେ…. ସିନ୍ଧୁ ଯା’ଚରଣ ଧୁଏ ଓଡ଼ିଶା ସିଏ ।।୧।।   ତ୍ରିଦିଗରେ

Loading

Apr
2022
6

*ବନ୍ଦେ ଉତ୍କଳ ଜନନୀ- ରଞ୍ଜନ କୁମାର ବ୍ରହ୍ମା*

*ବନ୍ଦେ ଉତ୍କଳ ଜନନୀ* ****************  ରଞ୍ଜନ କୁମାର ବ୍ରହ୍ମା,  ************* ସକାଳୁ ସକାଳୁ ଅନ୍ୟଙ୍କୁ କହିବା   ବନ୍ଦେ ଉତ୍କଳ ଜନନୀ ।   ଅତିଥିଙ୍କୁ ଅଭିବାଦନ ଜଣାଇ   ବନ୍ଦେ ଉତ୍କଳ ଜନନୀ ।   ହାତଯୋଡି ଅଧିକାରୀଙ୍କୁ କହିବା   ବନ୍ଦେ ଉତ୍କଳ ଜନନୀ ।   ହାଜିରାରେ ଶ୍ରେଣୀ ପିଲାଏ କୁହନ୍ତୁ   ବନ୍ଦେ

Loading

Apr
2022
6

*ଉତ୍କଳ ଜନନୀ ବୀର ପ୍ରସବିନୀ- ପ୍ରସନ୍ନ କୁମାର ମେହେର *

ଉତ୍କଳ ଜନନୀ ବୀର ପ୍ରସବିନୀ **************************       ପ୍ରସନ୍ନ କୁମାର ମେହେର ********************** ଉତ୍କଳ ଜନନୀ ବୀର ପ୍ରସବିନୀ ପୂଣ୍ୟତୋୟା ସ୍ରୋତସ୍ବିନୀ ପୂତ ଚିତ୍ରୋତ୍ପଳା ଯା’ହୃଦେ ଉତ୍ପଳା ରତ୍ନଗର୍ଭା ମାଁ ଧାରିଣୀ ।   ଚାରିଧାମ ମଧ୍ୟେ ପୁରୀର ଶ୍ରୀକ୍ଷେତ୍ର ପୂଣ୍ୟ ଜଗନ୍ନାଥ ଧାମ ମନ୍ଦିର ମାଳିନୀ ପ୍ରକୃତି ରାଗିଣୀ ସୂକ୍ଷ୍ମ କଳାକୃତି କାମ ।

Loading

Apr
2022
6

*ଓଡ଼ିଆ କହୁଛି – ମହେନ୍ଦ୍ର ପ୍ରସାଦ ଦାସ*

*ଓଡ଼ିଆ କହୁଚି।* ***************** ଆଜିପରି ଦିନରେ ମୁଁ ସ୍ୱତନ୍ତ୍ର ହୋଇଥିଲି ଏଥିରେ ଟିକିଏବି ସନ୍ଦେହ ନାହିଁ ଏଇଥି ପାଇଁ ଅନେକ ପୁରୋଧାମାନଙ୍କୁ କେତେ ଯେ କଷ୍ଟ ସହିବାକୁ ପଡିଛି ତାର ଇତିହାସ ଜାଜୁଲ୍ୟମାନ”” ପଡୋଶୀଟା ଭାରି କୁଟିଳଥିଲା କହୁଥିଲା “ଉଡିଆ ଏକ୍ଟା ଭାଷା ନଁଏ” ଯାର ଓଡ଼ିଆ ବୋଲି ପାଟିରେ ପଇଟେନି ସେ ପୁଣି କହୁଥିଲା ଓଟା ଏକ

Loading

Apr
2022
6

*ଆମ ରାଜ୍ୟ ଆମ ଭାଷା – ସୁଧୀର ପଣ୍ଡା*

ଆମ ରାଜ୍ଯ ଆମ ଭାଷା  **************** ସୁଧୀର ପଣ୍ଡା ******* ଭାଷା ବହୁଳରୁ ଉତ୍କଳ ପ୍ରଦେଶ ଭବିଥିଲା ସୃଷ୍ଟି ଦିନେ ଆଜି କିଂପା ସୁପ୍ତ ସକଳେ ଗୁପତ ଆମ ଭାଷାପ୍ରେମୀ ଜନେ।୧   ଆଜି ଭାଷି ଯିବା ଏହି ରଂଗମଂଚେ ଉତ୍କଳ ଗରବ ଗୀର ଆମ କର୍ମଦେଖି ଆମରି ପୂର୍ବଜ ନୟନୁ ଗଡ଼ାଂତି ନୀର।୨   ପ୍ରଦେଶର ମେରୁଦଣ୍ଡ

Loading

Apr
2022
5

*ଘର – ଶରତ ଚନ୍ଦ୍ର ପଣ୍ଡା*

     ଘର    ******   ଶରତ ଚନ୍ଦ୍ର ପଣ୍ଡା,     **************** ମମତା ବାସ୍ନାର ଶୀତଳ ପବନ ବହି ଯାଉଥାଏ ଯେଉଁଠି,, ମାଆ ସ୍ନେହଁ, ପ୍ରେମ ଭଲ ପାଇବାର ଭିଜା ସ୍ପର୍ଶ ଲାଗେ ସେଇଠି ll ଦୁନିଆ ବଗିଚା ମିଠା ସୁମନର ମହକ ଛୁଟଇ ସତେକି, ଅସରା ସୋହାଗ ଅମାପ ମାପରେ ଭାଗ ଦିଆଯାଏ ଯାଚିକି

Loading

Apr
2022
5

*ବନ୍ଦେ ଉତ୍କଳ ଜନନୀ-ନୀହାରିକା ପଣ୍ଡା*

*ବନ୍ଦେ ଉତ୍କଳ ଜନନୀ* ************* ନୀହାରିକା ପଣ୍ଡା  ************ ଦୁଇ ଆଖି ଖୋଲି ଯାହା ଦିଏ ଚାହିଁ ସବୁ ମୋ ଉତ୍କଳ ଦାନ ଉତ୍କଳୀୟ ପ୍ରାଣେ ଭଲପାଏ ମୁହିଁ ମୁଁ ତ ଉତ୍କଳ ସନ୍ତାନ । ଯା’ପାଣି ପବନେ ଗଢା ଏ ଶରୀର ଖାଦ୍ୟ, ବସ୍ତ୍ର ,ଭାଷା ପ୍ରିୟ ସେହି ପରା ଆମ ବୀରପ୍ରସବିନୀ ପୃଥିବୀ ପୃଷ୍ଠରେ ଶ୍ରେୟ

Loading

Apr
2022
5

*ମୁଁ ଓଡ଼ିଆ – ମନୋଜ କୁମାର ଦାସ*

      *ମୁଁ ଓଡ଼ିଆ* ମନୋଜ କୁମାର ଦାସ *************** ଉତ୍କଳ କେବେ ପଚାରିଛୁ ଭଲ ପାଏ କେତେ ଆଜିର ଦିନରେ ନୁହେଁ ୮୭ ବସନ୍ତର ଗତିରେ ଓଡ଼ିଆ ହୋଇ ଗର୍ବ କରେ l   ଓଡ଼ିଆ ଭାଷା ସଂସ୍କୃତି ପରମ୍ପରା ଉଣେଇଶ ଛତିଶ ମସିହା ଏକ ତାରିଖ ଆମ ପାଇଁ ସ୍ମରଣୀୟ ସ୍ୱାଧୀନ ଆଣିଲା ଓଡିଶା

Loading