Sep
2022
18
*ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ*
🌿🍂 ତୁମରି ଇଛାର ମୂର୍ଚ୍ଛନା 🍂🌿 କେତେବେଳେ ତୁମ ଇଛାର ମୂର୍ଚ୍ଛନାରେ କେତେବେଳେ ତୁମ, ନୂଆ ସଂକଳିତ ସଂସ୍କରଣରେ ଗୀତଟିଏ ଗାଏ ସଂଜ ଆଲୁଅରେ ତୁମ ଅମୃତ ସଂଯୋଜନାରେ ସ୍ୱର୍ଗର ସୌର୍ନ୍ଦଯ୍ୟ ତୋଳେ ଏହି ବିଶ୍ୱମଞ୍ଚରେ । ସଂସାର ସରହଦରେ, ପ୍ରଗଳ୍ଭ ପାପର ପ୍ରଳାପ, ତୁମେ ଓ ମୁଁ, ଏକ ଏକ ପ୍ରଶାନ୍ତ ପରିବ୍ରାଜକ । ପୂଣ୍ୟ ପୁରୋଧା