April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Jan
2023
18

ବିଶ୍ୱ ବିଜୟୀ ବିବେକାନନ୍ଦ — ସୁଜାତା ରାଉତ

ବିଶ୍ୱ ବିଜୟୀ ବିବେକାନନ୍ଦ   ବିବେକରୁ ଯିଏ ପାଆନ୍ତି ଆନନ୍ଦ ଜୀବନେ ସାଧନା କରି , ଭାରତବର୍ଷର ଅଧୁରା ସ୍ବପ୍ନକୁ ପୂର୍ଣ୍ଣତାରେ ଦେଲେ ଭରି l ପ୍ରତିଭା ପାଖରେ ବାଧକ ସାଜିନି ଦରିଦ୍ରତା କେତେବେଳେ , ସାଧନାରେ ବ୍ରତୀ ପାଏ ଉର୍ଦ୍ଧଗତି ମୁକ୍ତି ଲଭେ ସେତେବେଳେ l ଜୀବନର ଲକ୍ଷ୍ୟ ମୋକ୍ଷପ୍ରାପ୍ତି ସିନା ବ୍ରହ୍ମକୁ ଦର୍ଶନ ପାଏ ,

Loading

Jan
2023
18

ବ୍ୟାସ କବି ଫକୀର ମୋହନ — ସ୍ୱାଗତିକ ସାହୁ

ବ୍ୟାସ କବି ଫକୀର ମୋହନ   ଝୁରେ ସଦା ଶୋଷିଲା ମାଟି ଜଳେ ସାହିତ୍ୟ ଭୋକିଲା ମେଘ ବିସ୍ମୟ ବିସ୍ମିତ ଯୋଗାଜନ୍ମ ତାପସ ହେ ଶୁଷ୍କ ସାହିତ୍ୟେ ଭର ଜୀବନ୍ୟାସ ସଂକ୍ରାନ୍ତି ପୁରୁଷ ତୁମେ ସାହିତ୍ୟର ମହାସେନାପତି ବେଦବ୍ୟାସ ତୁମେ ସାହିତ୍ୟରଥୀ ଜନ୍ମ ସଂକ୍ରାନ୍ତିରେ ମୃତ୍ୟୁ ବି ସଂକ୍ରାନ୍ତିରେ   ରଚନା ତୁମ ଜୀବନ ଜିଜ୍ଞାସାର ଅନ୍ତସ୍ୱର ସାମାଜିକ,

Loading

Jan
2023
18

ରାନୀ ଲକ୍ଷ୍ମୀବାଈ — ଅଙ୍କିତା ପ୍ରିୟଦର୍ଶିନୀ ସାହୁ

ରାନୀ ଲକ୍ଷ୍ମୀବାଈ        ଲକ୍ଷ୍ମି ଆଏ ସେ କି କାଲୀ କି ଭବାନୀ କେନ୍ ବିରାର୍ ସେ ତ ଅବ୍,ତାର୍ ଉଦିଆଁଜନ୍ ଲେଖେ ଚମକିଲା ଦେଶେ ଲିଭାଲା ସେ କେନ ଯୁଗର ଅନ୍ଧାର୍ ||   ଅଦଭୁତ୍ ଅଗୋଚର ବୀରାଙ୍ଗନା ବୀର୍ ମାଟିରେ ଜନ୍,ମିଥିଲା ସସେ ହାତେ ଖଣ୍ଡା ନେଲେ ତ ସତେ ଧରା ର୍

Loading

Jan
2023
18

ଗଙ୍ଗା ତଟରୁ ବିଜୟଘାଟ — ସୁସ୍ମିତା ଶତପଥି

ଗଙ୍ଗା ତଟରୁ ବିଜୟଘାଟ (ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ)       ବାଲ୍ୟକାଳୁ ପିତୃହରା ,ଅଭାବୀ କଷଣ ଵିଦ୍ୟାର୍ଜନ ଅନ୍ତରର ତୃଷ୍ଣା ଗଙ୍ଗା ନଦୀ ସନ୍ତରୀଣ ସ୍ୱପ୍ନମୟ ଜ୍ଞାନ ଆହରଣ । କ୍ଷୁଦ୍ର କାୟା ଅମାପ ଦୃଢ଼ତା ଶତତ ରାଷ୍ଟ୍ରହିତ ଚିନ୍ତା ସଦ୍ ଗୁଣ ସତ୍ୟର ପୂଜାରୀ ସ୍ୱାର୍ଥ ତ୍ୟାଗୀ ସ୍ୱପ୍ନ ଅସୁମାରୀ । ଘଟଣାରେ

Loading

Jan
2023
18

ଘରଚଟିଆର ଚିଠି — ମମତା ଶତପଥୀ

ଘରଚଟିଆର ଚିଠି   ନମସ୍ଯ ପ୍ରକୃତିପ୍ରେମୀ ସୁବ୍ରତ ବାବୁ ମୋର ଓ ମୋ ପରିବାରର କୃତଜ୍ଞତା ଗ୍ରହଣ କରିବେ। ସମସ୍ତେ ଜାଣନ୍ତି ମତେ ଲେଖାପଢା ଜଣା ନାହିଁ। ମୁଁ ଚିଠି ଲେଖିବା ହାସ୍ୟାସ୍ପଦ ନିଶ୍ଚୟ। ହଁ ତାହା ଠିକ୍ କଥା। କିନ୍ତୁ ଲେଖାପଢା ନଜାଣିଲେ ମଧ୍ୟ ମୁଁ ମୋ ମନର ଭାବକୁ ବ୍ୟକ୍ତ କରିପାରିବି। ହୃଦୟର ଭାଷା ଶୁଣାଇପାରିବି।ମୋ

Loading

Jan
2023
18

ମନ ଅଗଣା — ମିନତି ଦାଶ

ମନ ଅଗଣା..  ————— ମନ ଅଗଣା ଟି ମୋର, ସୀମାହୀନ ଶେଷହୀନ ବିତାନଠୁ ବିସ୍ତୃତ ପରିଧି, ତୁମେ ଯେବେ ଛୁଇଁ ଯାଅ ଆକାଶେ ଆଦର ନେଇ ପଦଚି଼ହ୍ନ ଲଂଘଇ ପରିଧି. ଆଖିରୁ ଆକାଶ ଜାକ ଜକ ଜକ ତୁମ ମୁହଁ ତୁମ ବିନା ଅଦୃଶ୍ୟ ଊରବୀ, ଦୂରେ ଗଲେ ଝୁରି ହୁଏ ମଞ୍ଜ ଥରା ଶ୍ୱାସ ବହେ ମୁହୂର୍ତ୍ତେ

Loading

Jan
2023
18

ସଂକଳ୍ପର ସ୍ରୋତ ସ୍ୱାମୀ ବିବେକାନନ୍ଦ — ସୁସ୍ମିତା ଶତପଥି

ସଂକଳ୍ପର ସ୍ରୋତ ସ୍ୱାମୀ ବିବେକାନନ୍ଦ (ଜୟନ୍ତୀ ଉପଲକ୍ଷେ, ଜାତୀୟ ଯୁବ ଦିବସ ଅବସରରେ)   ସ୍ବପ୍ନ ସଂକଳ୍ପ ସୂର୍ଯ୍ୟ ସମ ତେଜ ଜୀବନର ସଫଳତା ସମ୍ଭାବନାର ଗଭୀର ସାଗର ମନୁ ତେଜି ଚଞ୍ଚଳତା। ସ୍ୱପ୍ନର ନିଶା ଲକ୍ଷ୍ୟ ସାଧନେ ହୀରାର ଚମକ ନେଇ ଲକ୍ଷ୍ୟ ବିହୁନେ ସ୍ୱପ୍ନ ଅଧୁରା କୋଇଲାର ମୂଲ୍ୟ ପାଇ। ଜାତିର ସମ୍ପଦ ସ୍ପର୍ଦ୍ଧିତ ଯୁବକ

Loading

Jan
2023
11

ଟିକିଏ ଖୁସି ପାଇଁ — ମନସ୍ମିତା ବିଶ୍ୱାଳ

ଟିକିଏ ଖୁସି ପାଇଁ   ଥରେ ସେ ଆକ୍ୱଆରିଅମରେ ଥିବା ମାଛମାନଙ୍କୁ ଦେଖ ସେମାନେ ଖୁସିରେ ପହଁରୁଛନ୍ତି କି ? ମଣିଷ ନିଜର ଟିକିଏ ଖୁସି ପାଇଁ…. ସେମାନଙ୍କୁ ଆଣି ନିଜ ପାଖରେ ରଖିଛି । ଯଦି ସେମାନଙ୍କୁ ନେଇ ତାଙ୍କ ନିଜ ପରିବେଶରେ ରଖାଯାଏ ତେବେ ସେମାନେ କେତେ ଖୁସି ହେବେ । ସତରେ ଏ ମଣିଷ

Loading

Jan
2023
11

ସବୁ କିଛି ଭୁଲ୍ ହୋଇଗଲା — କଳ୍ପନା ରାୟ

ଶୀର୍ଷକ – ସବୁ କିଛି ଭୁଲ୍ ହୋଇଗଲା     ପାଦପ ଉପରେ କୁହୁଡି ଚାଦର ଵ୍ରୀଡାଵତୀ ନାରୀ ମୋହିବ ନର ଲଜ୍ଜା ସରମ ଆଜି ନାରୀ ଛାଡିଦେଲା ହିସାବ ସବୁକିଛି ଭୁଲ୍ ହୋଇଗଲା   ସହିଵା ପାଇଁ ମୁଁ ଯେତେ ଚେଷ୍ଟା କଲି ଧୈର୍ଯ୍ୟର ପରୀକ୍ଷା ଦେଇ ଦେଇ ମଲି ଦୃରେଇବାକୁ ନ ଚାହିଁ ବି ଦୂରେଇଲା

Loading

Jan
2023
11

ଦିନେ ମକର ସଙ୍କ୍ରାନ୍ତିରେ — ମମତା ଶତପଥୀ

ଦିନେ ମକର ସଙ୍କ୍ରାନ୍ତିରେ     ଆସିଲା ଯେବେ ସେ ମକର। ହୋଇଲା ଦିନ ଯେ ଵକର।। ଉତ୍ତରାୟଣ ସୂର୍ଯ୍ୟ ହେଲେ। ଉତ୍ତାପ ବଢିଲା ସଧୀରେ।। ଉତ୍ତରାୟଣେ ସର୍ବ ଶୁଭ। ପୂର୍ବରୁ ଅଛି ଏହି ଭାବ।। ଏମିତି ଗୁଣୁ ଗୁଣୁ ଗୀତ ଗାଇ ମକର ସଂକ୍ରାନ୍ତି ଦିନ ବୋଉର ସମବୟସୀ ଜଣେ ମହିଳା ବୋଉକୁ କହିଲେ,” ତୋର ମନେ

Loading

Jan
2023
11

କବି — ନଳିନୀ ପ୍ରଭା ମିଶ୍ର

କବି   ତୃତୀୟ ନୟନେ କବି ତୁମେ! ହୋଇ ସ୍ରଷ୍ଟା ଦ୍ବିତୀୟ ଈଶ୍ବର ସୃଷ୍ଟି କରି ଥାଅ କାବ୍ୟ, ଗଳପ କବିତାର ସମାହାର। ପ୍ରକୃତି ଚିତ୍ର ଣେ ହୋଇ ଅଦ୍ୱିତୀୟ ବିଭୁଙ୍କ ଦତ୍ତ ପ୍ରତିଭା ଲେଖନୀ ମୁନରେ ଚିତ୍ରଣ କର ପ୍ରକୃତି ଅପୂର୍ବ ଶୋଭା। ତୁମେ ଆଣିପାର ଦୂର ଆକାଶରୁ ତୋଳି ଲକ୍ଷେ ତାରା ଫୁଲ ଶବ୍ଦ ସମ୍ଭାର

Loading

Jan
2023
11

ଖୋଜିଲେ ମିଳୁନି ଟିକିଏ ସୁଖ — କଳ୍ପନା ରାୟ

ଶୀର୍ଷକ – ଖୋଜିଲେ ମିଳୁନି ଟିକିଏ ସୁଖ                     ଯୁଗ ପରେ ଯୁଗ ଚାଲୁଛି ଚାଲିବ ଲୋକେ ଖୋଜୁଛନ୍ତି ସୁଖ ଚାଳ ଘରେ ଦିନେ ଥିଲା ବହୁସୁଖ ଆଜି ଯେହ୍ନେ ସୁଖ ହୋଇଛି ବିମୁଖ   ବନ୍ଦୀଘରେ ଥିଲେ ରାଜନନ୍ଦିନୀ ଦେବକୀ ତଥାପି ସୁଖ ଥିଲା

Loading

Jan
2023
11

ପରିହାସ — ମିନତି

ପରିହାସ   ଆଚରଣ ନ କାରାତ୍ମକ ଯେ କରେ ସ୍ଵଭାବେ ଉନ୍ମତ୍ତ, ବୟସ ଧନ ଅଭିମାନେ ଅନ୍ୟ କୁ ହୀନ ସେ ପ୍ରମାଣେ. ହେଊ ସରଳ ନିଷ୍କପଟ ସାଧୁ ସୁଜନ ଇଷ୍ଟ ଶିଷ୍ଟ ସଭିଙ୍କ ହୃଦେ ଆଙ୍କେ ଗାର ପ୍ରତିଫଳ ଭିନ୍ନ ପ୍ରକାର. ନାଚାର କେହି ଢାଳେ ଲୁହ ଅନ୍ତରୁ ଉଦ୍ଗାରଇ କୋହ. କା ମନ ସୃଜେ ପ୍ରତିହିଂସା

Loading

Jan
2023
11

କିଏ ମୁଁ ଆସିଛି ଧରା — ବିନୋଦିନୀ ଦାଶ

କିଏ ମୁଁ ଆସିଛି ଧରା     କିଏ ମୁଁ ଆସିଛି ଧରା କେଉଁଠାରୁ କାହିଁ ପାଇଁ ବାରବାର ପୁଚ୍ଛି ମନ କେଉଁ ଲାଭ ଅବା ଥାଇ ସିଏ କି ଦେବ ଉତ୍ତର ଅଜ୍ଞାନତା ଗୁଣ ବହି ହେ ପ୍ରଭୁ ସୃଷ୍ଟି କରତା ଦିଅ ମୋ କାନେ ବତାଇ ।   ଅଜ୍ଞାନାନ୍ଧକାରେ ନିତି ନିତି ଭ୍ରମେ ଭ୍ରମୁଥାଇ

Loading

Jan
2023
11

ସର୍ବଗିଳା ହୂତାଶନ — ସୌଦାମିନୀ ତ୍ରିପାଠୀ

ସର୍ବଗିଳା ହୂତାଶନ     ସବୁଠି ଆଦର ଲୋଡ଼ା ଶ୍ୱଶୁର ପୁଅ ସର୍ବଗିଳା ସ୍ତ୍ରୀର ଭାଇ ପୋତାକିଳା ରାସ୍ତା ତେଲରେ ଖସଡା ପିଲାଙ୍କ ମାମୁଁ ବାପାର ଶଳା ପର ଧନରେ ପେଟ ଭରା ମିଠା ବନ୍ଧୁ ବାର ଗାଁ ବୁଲା ମାଡି ଚାଲେ ବାଟ ଅମଡ଼ା ସବୁରି କାମରେ ଲୋଡ଼ା ପିଠିରେ ବାଂଧି ଗୋଧି ଚମଡା ମାମୁଁ ଘରର

Loading

Jan
2023
11

ହୃଦୟ ସ୍ୱରରେ — ସୁଜାତା ରାଉତ

ହୃଦୟ ସ୍ୱରରେ   କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ, ତୋଭିତରେ ଥାଇ ତତେ କହୁଥାନ୍ତି ଆସିଥାନ୍ତି ଅନୁଭବେ l କେଉଁଠି ରୁହନ୍ତି ମନ ଖୋଜୁଥାଏ ଖୋଜନ୍ତି ସାଧକ ଗଣ, ଭେଟ ହୁଏନାହିଁ ଏମିତି ଖୋଜିଲେ ସରିସରି ଯାଏଦିନ l ତପ ସାଧିଛନ୍ତି ଅନେକ ସାଧକ ବାଧକ ହୋଇଛି ମନ, ହୃଦୟ ତଟରେ ଭେଟି ପାରିଛନ୍ତି

Loading

Jan
2023
10

କବୀ ଟିଏ ମୁଁ କବୀ ଟିଏ — ଜାନକୀ ମହାନ୍ତ

କବୀ ଟିଏ ମୁଁ କବୀ ଟିଏ   ମୁଁ ଶୁଦ୍ଧ ସୁଧା ଝର ଟିଏ, ବ୍ରହ୍ମା’ସୃଷ୍ଟିରେ ଦ୍ଵିତୀୟ ସ୍ରଷ୍ଟା ଟିଏ, ବୀଣାପାଣି ଙ୍କର ପୁତ୍ରୀ ଟିଏ ସୁନ୍ଦର ମନର ମୁଗ୍ଧ ଛବି ଟିଏ ।। କବୀ ଟିଏ ମୁଁ କବୀ ଟିଏ…   ପଙ୍କରେ ପଙ୍କଜିନୀ ଟିଏ, ମନ କଲମରେ ପ୍ରୀତିର କାଳିରେ ଶବ୍ଦର କୁଞ୍ଜରେ ଲେଖିଯାଏ କଳ୍ପନାର

Loading

Jan
2023
10

ଆରାଧନା — ଡଃ ପ୍ରିୟମ୍ବଦା ସାମଲ

ଆରାଧନା   ଜଗତ ଈଶ୍ୱର ଦୟାର ସାଗର ବିରାଜ ମୋର ହୃଦୟେ ଚିନ୍ତଇ ମଗନେ ହୃଦ ନିମଗନେ କରୁଣା କର ସଦୟେ। ବିଶ୍ୱାସ ଦୀପରେ ପ୍ରେମର ସଳିତା ଭରସାର ତେଲ ଢ଼ାଳି ଅବିରତ ଆରାଧନା କରୁଅଛି ମନରେ ପ୍ରଦୀପ ଜାଳି। ଦିବ୍ୟ ଦରଶନେ ଅଶ୍ରୁଳ ନୟନେ ଚାହିଁ ଅଛି ଅପଲକେ ନାମ ଶ୍ରାବଣରେ ହୃଦରେ କମ୍ପନ ବହୁଅଛି ନିମିଷକେ।

Loading