October 27, 2021
11 11 11 AM
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା*
*କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ*
*ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର*
*ଟିକେ ଖରା ଟିକେ ଛାଇ – ନବ କୁମାର ଦାସ*
*ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା*
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
Latest Post
*ପାଂଥଶାଳା – ଶ୍ରୀ ଅଲେଖ ପ୍ରସାଦ ମହାରଣା* *କୁମାର ପୂର୍ଣ୍ଣିମା – ଜଗଦୀଶ ଶତପଥୀ* *ମୁଁ ଶେଫାଳି – ପ୍ରିୟଦର୍ଶିନୀ ମିଶ୍ର* *ଟିକେ ଖରା ଟିକେ ଛାଇ – ନବ କୁମାର ଦାସ* *ମଣିଷ ହୁଅନ୍ତି ବଣ୍ଟା-ସୀମାଞ୍ଚଳ ପଣ୍ଡା* *ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana*
Oct
2021
23

*ଆଜିର ମଣିଷ – ଡ. ପ୍ରିୟମ୍ବଦା ସାମଲ *

*ଆଜିର ମଣିଷ* ଡ. ପ୍ରିୟମ୍ବଦା ସାମଲ ************************ ମଣିଷ ଜୀବନ ସବୁଠାରୁ ଶ୍ରେଷ୍ଠ ଆଜିର ମଣିଷ ଯାଇଛି ଭୁଲି ସ୍ବାର୍ଥପରତାର ଗୀତ ଗାଇ ଗାଇ ବିଷର ବୀଜ ସେ ବୁଣୁଛି ଖାଲି। ଜାଣିପାରୁ ନାହିଁ ସେହି ବିଷ ଫଳ ନଷ୍ଟ କରିଦେବ ଆଗାମୀ ବଂଶ ନିଷ୍ଠୁର ହୁଅନା ବିବେକୀ ମଣିଷ କରନା ସଭ୍ଯତା ସଂସ୍କୃତି ଧ୍ବଂସ। ଲୋକ ଦେଖାଣିଆ

 221 total views,  1 views today

Oct
2021
23

*ଶ୍ୟାମଳିମା ସ୍ମୃତି – ନୀହାରିକା ପଣ୍ଡା*

*ଶ୍ୟାମଳିମା ସ୍ମୃତି* ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା ********************* ଯେତେ ସ୍ମୃତି ସଜ୍ଜା ଅନୁଭବେ ମୋର ହୁଏ ନାହିଁ ମନଛୁଆଁ ପ୍ରୀତିର ଅତୀତ ସ୍ମୃତି ସମ୍ମୋହନ ଲାଗେ ମୋତେ ନୂଆ ନୂଆ । ତୁମ ସୁଲଳିତ କୋକିଳ କଣ୍ଠର ଗୀତ କି ମଧୁର ଆହା! ଶୁଣେ ଯେତେ ଯେତେ ଇଛା ହୁଏ ସେତେ ପୁନର୍ବାର ଶୁଣେ ତାହା। ପୀୟୂଷ ରାଗିଣୀ

 211 total views

Oct
2021
23

*ବୁଢା ବରଗଛ – ପବିତ୍ର ମୋହନ ମହାରଣା*

🙏ବୁଢା ବରଗଛ🙏 =================== ବୟସ ଆସି ଅନେକ ତଥାପି ମୁଁ ଅକ୍ଲାନ୍ତ ଅବିଶ୍ର୍ରାନ୍ତ କେତେ ବାଆ ବତାସ ପୁଣି କେତେ ଝାଂଜି ମଳୟ ତଥାପି ତିଳେ ନଇଁ ନାହିଁ ମୁଁ ବୁଢ଼ା ବରଗଛ କହୁଛି ଗ୍ରୀଷ୍ମ ର ଅସହ୍ୟ ଖରାରେ ପୁଣି କାଳ ବୈଶାଖୀ ର ଘୋର ଗର୍ଜନ ରେ କେତେ ପଶୁପକ୍ଷୀ ଙ୍କ କୋଳାହଳ ଏଇ ବକ୍ଷ

 114 total views,  1 views today

Oct
2021
23

*ଜୀବନ ଗତି – ଡ଼ଃ ଲଷ୍ମୀକାନ୍ତ ଦାଶ*

🌹 ଜୀବନର ଗତି 🌹 କବି – ଡ଼ଃ ଲଷ୍ମୀକାନ୍ତ ଦାଶ, ଓଡିଶା **************************** ଗତିଶୀଳତାର ଜୀବନ ଚକ୍ରରେ ମୁଁ ଏକ ପଥିକ ଟିଏ ଖୋଜି ବୁଲୁଥାଏ ଜୀବନର ସ୍ଥିତି ଯନ୍ତ୍ରଣା ଖାଲିମୁଁ ପାଏ ll   ବିନ୍ଦୁ ହୋଇ କେବେ ଛେଦ କରିଥାଏ ଅକ୍ଷାଂଶ ଦ୍ରାଘିମା ରେଖା ପାଇ ପାରେ ନାହିଁ ନିଜ ଅସ୍ତିତ୍ବକୁ ପାଇଥାଏ ଅଗ୍ନିଶିଖା

 135 total views

Oct
2021
20

*ସଙ୍କଟ କାଳ – କୈଳାସ ଚ଼ନ୍ଦ୍ର ପାଢ଼ୀ*

।। ସଙ୍କଟ କାଳ ।। ********************* 🙏କୈଳାସ ଚ଼ନ୍ଦ୍ର ପାଢ଼ୀ 🙏 ———————————– ଅତି ଗୁରୁତର ସଙ୍କଟ ଏ ଯେ ଅଶୁଭ କାଳ, ଅବନୀ-ଅଙ୍ଗରୁ ତୁଟିଲା କିବା ଧରମ ବଳ । ଆତୁରିତ ଆଜି ମାନବ ଶିଶୁ ଡାକନ୍ତି ତ୍ରାହି, ଆସୁରୀ-ମାୟାର-ପ୍ରଭାବ ସୃଷ୍ଟି କରେ ଅତ୍ରାହି । ଇଶ୍ବର ହେଲେଣି ସ୍ତମ୍ଭିତ ଦେଖି ମାନବ-ଲୀଳା, ଇତର ପ୍ରାଣୀଠୁଁ ଇତର

 185 total views,  1 views today

Oct
2021
18

*ଗଣତନ୍ତ୍ର ମୁଁ କହୁଛି – କୈଳାସ ଚ଼ନ୍ଦ୍ର ପାଢ଼ୀ*

ଗଣତନ୍ତ୍ର ମୁଁ କହୁଛି    କୈଳାସ ଚ଼ନ୍ଦ୍ର ପାଢ଼ୀ    ଗଣତନ୍ତ୍ର ମୁଁ କହୁଛି ମୋତେ ମାରିଦିଆ ଯାଇଛି ରାଜତନ୍ତ୍ରର ମୁଖା ପରେ ମୋର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି ଗଣତନ୍ତ୍ର ମୁଁ କହୁଛି ।।   ମୁଁ କଥାରେ କଥାରେ ଜୀଇଁଛି ଅଶରିରୀ ହୋଇ ବୁଲୁଛି ବରଷକେ ଥରେ ତ୍ରିରଙ୍ଗା ପତାକା ମୁଖଚ଼ାହିଁ ଖାଲି କାନ୍ଦୁଛି ଗଣତନ୍ତ୍ର ମୁଁ

 221 total views

Oct
2021
18

*ବେକାରୀ – ପ୍ରଦୀପ୍ତ କୁମାର ମିଶ୍ର*

-: ବେକାରୀ :- ❤ ପ୍ରଦୀପ୍ତ କୁମାର ମିଶ୍ର❤ ************************* ବୋଉ କହିଥିଲା ଚାକିରୀ କଲେତୁ ଦେଉଦେବୁ ମୋତେ ଦିପଟ ସୁନାର ଚୁଡି , ସପନ ଦେଖିବା ମୁଁ ଛାଡ଼ି ସାରିଲିଣି ବାପାଚାଲିଗଲେ ଏକାକରି ସେ ଆରପାରି ।   ମରଣ ଯୌବନ ଦୁଃଖ ବୁଝିଲେନି ଆସିଲେ ଚାଲିଲେ ସମୟକୁ କରି ପାଥେୟ , ଏବେ ବୋଉମୋର ବୋହୁପାଇଁକି

 219 total views

Oct
2021
18

*ବଉଳା ଗାଈ – ଦିଲ୍ଲୀପ୍ କୁମାର ନନ୍ଦୀ*

🌹ବୋଉଳା ଗାଈ🌹 (ଫୁଲ ବୋଉଳ ବେଣୀ ବୃତ୍ତେ) 🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻 ********************* ବେଳ ନଇଁଲାଣି ପରା ଗୋ ଫୁଲ ବୋଉଳ ବେଣୀ ଗୋଗଷ୍ଠରେ ବଚ୍ଛା ତଟରେତ ଧେନୁ ଆରେ ଆ..ମୋ ଦୁଃଖ ପାସୋରାରେ କହେ ବୋଉଳା ଗାଈ।।   ପ୍ରଭାତୁ ଦେଖିନି ଧନରେ ବୋଲେ ବୋଉଳା ଗାଈ ଅନ୍ଧୁଣି ନହେଲି କାହିଁପାଇଁ ମୁଁ ଯେ’ ଛାଡ଼ି ଯାଇଥିଲି

 171 total views

Oct
2021
16

*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *

*ସନ୍ଧ୍ୟା ଗୋ ତୁମେ* 🌷ହୃଦୟ ରଂଜନ ପରିଡା 🌷 *********************** ସନ୍ଧ୍ୟା ଗୋ ତୁମେ କେବେ ପ୍ରକୃତି ତନୁରେ କଳା ରଙ୍ଗର ଶାଢ଼ୀ ତୁମେ ପୁଣି କେବେ ଚଷା ଭାଇ ପାଇଁ ଦିଅ ସଂଗୀତ ଗଢ଼ି ତୁମେ ନବ ଜନ୍ମିତ ଗୋଲାପ କଢ଼ି ତୁମ ସୌନ୍ଦର୍ଯ୍ୟ ମୁଁ କି ଅବା ବର୍ଣ୍ଣିବି ଆଗକୁ ମୋ କଲମ ପାରେନି ବଢ଼ି

 263 total views,  1 views today

Oct
2021
16

*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*

🌹 ରୁକୁଣା ରଥ🌹 🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻 ********************** ରୁକୁଣା ରଥ ଅଣ ଲେଉଟା ତୁଣ୍ଡରୁ ଖସିଲେ ଫେରିନି କଥା ହାତରୁ ଖସିଲେ ଆସେନି ଟେକା ଏକଥା ମନରେ ହେଜି ରଖିଥା।। ଲେମ୍ବୁ ଚିପୁଡ଼ିଲେ ଅଧିକ ପିତା ଅଧିକ ଖାଇଲେ ଅହିତ ମିଠା ଅତ୍ୟଧିକ ଚିନ୍ତା ଦିଅଇ ବ୍ୟଥା ଏକଥା ସର୍ବଦା ମନେ ରଖିଥା।। ଉପଦେଶ ବାଣୀ ଲାଗଇ

 187 total views,  2 views today

Oct
2021
16

*ନାରୀ ନାରାୟଣୀ – ସସ୍ମିତା ବେହେରା*

🌷ନାରୀ-ନାରାୟଣୀ🌷 *ସସ୍ମିତା ବେହେରା * *************************** ନାରୀ ନୁହେଁ ସେତ ଦେବତାମନ୍ଦିର କୋଳେ ତା ସରଗ ଶାନ୍ତି ଜନ୍ମରୁ ଜାତନା ଅନ୍ତିମ ଯାତ୍ରାରେ ଦିଏ ସେ ପଣତପାତି।।   ବିପଦେ ଆପଦେ ସରଗ ସମ୍ପଦେ ମାଆର ପଣତ ଛାଇ ଲୁହ ଧାର ଝରି ଆସଇ କଷଣେ ମାତୃତ୍ଵ ମମତା ଦେଇ।।   ଜାୟା ଓ ଜନନୀ ଭଗିନୀ ରୂପରେ

 179 total views,  1 views today

Oct
2021
16

*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*

*ଫେରିବାର ବେଳ* *ନଗେନ୍ଦ୍ର କୁମାର ରାଉତ * *************************   ଫେରିଯିବ ମା ଦୁଃଖ ଦେଇ ମନେ ଆଖିରୁ ଝରାଇ ଲୁହ ପୁଣି ବର୍ଷସାରା ରହିବୁ ଅନାଇ ମନେ ଭରି ଯେତେ କୋହ।   ଡାକିଥିଲୁ ଆମେ ଆତୁର ହୃଦୟେ ତୁମ୍ଭ ଦରଶନ ପାଇଁ ଦରଶନ ଦେଲ, ଚାଲିଯିବ ଆଜି ଦୁଃଖେ ବୁଡାଉଛ କାହିଁ।   କିଏ ବା

 169 total views,  1 views today

Oct
2021
5

*ଉତ୍କଳ ଗୌରବ ମଧୁସୂଦନ ଦାସ – ବସନ୍ତ କୁମାର ସାହୁ*

🌹ଉତ୍କଳ ଗୌରବ ମଧୁସୂଦନ ଦାସ🌹 🌷ବସନ୍ତ କୁମାର ସାହୁ🌷 —————————————- ଏ ଜାତି ପତାକା ଜାତୀୟ ଏକତା ଉତ୍କଳ ଜନନୀ ପ୍ରାଣ ପ୍ରତିଷ୍ଠାତା ବ୍ରାହ୍ମଣ ତମେ ତ ଜାତିର ଉର୍ଦ୍ଧ୍ଵ ରେ ଜାତକେ ତୁମର ନାହିଁ ତ ଭିରୁତା।। ସତ୍ୟଭାମାପୁର ହୋଇ ଅଛି ଧନ୍ୟ ଏମେ ବିଏ ପଢା ଯାତରା ଵିଲାତ ପ୍ରଥମ ଓକିଲ ମଧୁଵାରିଷ୍ଟର ଚାଟଶାଳୀ ପାଠ

 178 total views,  2 views today

Oct
2021
5

*ଆସିଛି ଶରତ – ଜୟ କୁମାର ମିଶ୍ର*

“ଆସିଛି ଶରତ” ଜୟ କୁମାର ମିଶ୍ର ************************* ଆସିଛି ଶରତ, ହସୁଛି ମରତ କାଶତଣ୍ଡି କହେ କଥା, ମନ୍ଦ ସମୀରରେ,ବାଲୁକା ଶଯ୍ୟାରେ ଦୋଳାଇ ଦୋଳାଇ ମଥା………   ନିର୍ମଳ ଆକାଶେ,ଶଶୀ ଶୋଭା ଦିଶେ ଦିଶଇ ସବୁଜ କ୍ଷେତ, ପୂଜା, ପର୍ବ, ଶ୍ରାଦ୍ଧ, ଶ୍ରଦ୍ଧାରେ ହୁଅଇ ପୁଲକିତ ସବୁ ଚିତ୍ତ………   ପୂଜା ମଣ୍ଡପରେ, ଦେବୀଙ୍କ ବିଗ୍ରହ ଝଲସି ଉଠଇ

 234 total views,  2 views today

Oct
2021
5

*ପ୍ରିୟାର ଚିଟାଉ – ମନୀଷା ରାଉତ*

-:ପ୍ରିୟାର ଚିଟାଉ :- ******************** ଲାଗୁଅଛି ସତେ ବରଷା ଆସିଛି ପ୍ରିୟା ତୋର ଛିଠି ନେଇ , ଦୁଇ ହାତ ଠାରି ଡାକୁଅଛି ମତେ ତୋ ପ୍ରେମେ ଭିଜିବା ପାଇଁ….   ପ୍ରିୟା ମୋ ରହିଛ ମୋ ଠୁ ଦୂରରେ ହେଲେ ଲାଗେ ଅଛ ପାଶେ , ଶୟନେ ସପନେ ଜାଗରଣେ ମୋର ତୁମ ମୁହଁ ଖାଲି ଦିଶେ

 206 total views,  3 views today

Oct
2021
4

* ବ୍ୟଙ୍ଗ କବିତା – ଗାଁର ଦୃଶ୍ୟ – ହରିହର ଭୂକ୍ତା *

-:  ବ୍ୟଙ୍ଗ କବିତା-  ଗାଁର ଦୃଶ୍ୟ  :- ତାଳଚେର ,ଅନୁଗୁଳ ହରିହର ଭୂକ୍ତା ****************************** ମୋ ଟିକି ଗାଆଁଟି ଖାଁ ଖାଁ ଏବେ ଗୋଡି ମାଟି ରାସ୍ତା ଯାଇଛି ହଜି ପକ୍କାରାସ୍ତା ଗାଁ ଶୋଭା ବଢାଉଛି ମାଆ ,ବଉ ନୁହଁ ମମି ଶୁଭୁଛି  ।   ପ୍ରଭାତ ପ୍ରହରୁ କୁକ୍କୁଟ ଡାକେନା ସବୁଠି ଶ୍ବାନଙ୍କ ଲାଗିଛି ଭିଡ ଗୋରୁ

 230 total views,  1 views today

Oct
2021
3

*ସକାଳ ଜଣାଣ -ମୃତ୍ୟୁଞ୍ଜୟ ଦାସ*

-:ସକାଳ ଜଣାଣ :- ମୃତ୍ୟୁଞ୍ଜୟ ଦାସ ================ ଶବର ପୁରୀ ର ଗୋବର ପୋକ ଶାବର କ୍ଷେତରେ ଲଗାଏ ନାଟ କଣ ଦେଖୁଛ କି ହେ ସଙ୍ଗାତ?? ଯଦି ନଦିଶୁଚି ତେବେ ପଚ୍ଚିମ ଦୁଆରେ ବାଡ଼ାଅ ଘଣ୍ଟ.. ହରି ବୋଲ ହରିବୋଲ ହରି ବୋଲ ହରି ବୋଲ ଖୋଳ କରତାଳ ଧରି ଯା ଶ୍ରୀମନ୍ଦିର ପୁରୀ ନିରାଶ ହୋଇଲା

 274 total views,  2 views today

Oct
2021
1

*ସ୍ୱାଧୀନତା ତୁମେ କେଉଁଠି — ଅଙ୍କିତ୍ କୁମାର ସ୍ୱାଇଁ*

    -:ସ୍ୱାଧୀନତା ତୁମେ କେଉଁଠି :-   ଦୀର୍ଘ ତିରିଶି ଦଶନ୍ଧି ଶିକୁଳିରେ ବନ୍ଦୀ ବିରପ୍ରସଇନି ଧରିତ୍ରୀ , ନଭଶଚୁମ୍ବି ଆଜି ଉଡ଼ୁଛି କେତନ ଚଉସ୍ତରି ବର୍ଷ ପୁରିଛି ………..1 ଗୋଦରା କୋଡୁଛି ଯେତିକି ମାଡୁଛି ସେତିକି ଗଣତନ୍ତ୍ରେ ଏହା ସତ୍ୟ , ବିକାଶ ନାଁ ରେ ଭ୍ରଷ୍ଟାଚାର କରି ଶୋଷୁଛି ପ୍ରଜାଙ୍କ ରକ୍ତ……….2 ନବୀନ ଯୁଗର

 339 total views