April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅଣସର- ବିଶ୍ବେଶ୍ବର ମାଝୀ*

-:ଅଣସର:-

 

ବିଶ୍ବେଶ୍ବର ମାଝୀ

***************************************
ଜରରେ କଂପୁଛି ଜଗା ଆମ ପାଣି ବାଜି ସ୍ନାନ ପୂର୍ଣିମାରେ
ସବୁଠୁ ବିଶ୍ଵାସୀ ଯେଉଁ ବିଶ୍ଵାବସୁ ଜଗିଛି ଅଣସରରେ।
ଦଇତା ପତିଏ ପଥି ପାଞ୍ଚଣରେ କରନ୍ତି ସେବା ଗୁପତେ
ମନ୍ତ୍ର ତନ୍ତ୍ର ନୁହେଁ ଆତ୍ମିୟତା ଲୋଡା ଜଗା ଶିଖାଏ ମରତେ।

ରତ୍ନ ସିଂହାସନେ ପଟି ଦିଅଁ ଶୋହେ ଭକତ ଦର୍ଶନ ପାଇଁ
ଅଲାୟାର ନାଥ ବ୍ରହ୍ମଗିରି ବିଜେ ଦରଶନ ଦେବା ପାଇଁ।
ଅଣସରଘରେ ପ୍ରବେଶ ନିଷେଧ ନଦେଖି ସେ ଜଗନ୍ନାଥ
ଖିରି ଭୋଗ ପାଇଁ ଭକତ ଆତୁର ଧାଉଁଛି ଅଲାର ନାଥ।

ମଠରୁ ଆସିବ ଫୁଲରି ତେଲଟି ବରଷକ ତଳୁ ପୋତା
ବାଜିଲେ ଦେହରେ ଜର ଛାଡିଯିବ ଭକତ ଭିଡିବ ଛତା।
ଅମାବାସ୍ୟା ଦିନ ଭକତ କରିବ ନବଯୌବନ ଦର୍ଶନ
ଦୁତୀୟା ତିଥିରେ ଧାଡି ପହଣ୍ଡିରେ ରଥେ ଆଣିବେ ଭିଡିଣ।

ଛୁଇଁବାକୁ କେତେ ଗହଳି ଲାଗିବ ଟାହିଆ ଦେବେ ଛିଣ୍ଡାଇ
ଆଗକୁ ଟାଣିବେ ପଛକୁ ଭିଡିବେ ରେଶମ ରଜ୍ଜୁ ଲଗାଇ।
ମହାଭୈରବ ସେ ପୁଣି ମହାବିଷ୍ନୁ ମର୍ତ୍ୟ ବୈକୁଣ୍ଠ ନିବାସୀ
ତନ୍ତ୍ରମନ୍ତ୍ର ଠାରୁ ସ୍ନେହରଜ୍ଜୁ ବଡ ଏହି ଲୀଳା ପରକାଶି।

ବିଶ୍ବେଶ୍ବର ମାଝୀ

Loading

One thought on “*ଅଣସର- ବିଶ୍ବେଶ୍ବର ମାଝୀ*

Leave a Reply to One Nine Elms Construction Cancel reply

Your email address will not be published. Required fields are marked *