##### ଅଶାନ୍ତ ଝଡ #####
ସୁର୍ଯ୍ୟ ନାରାୟଣ ସାବତ
ଝଡ,ସବୁବେଳେ ଅଶାନ୍ତ,
ଝଡ଼,ସର୍ବଦା ଅତୃପ୍ତ,
ଝଡ଼,ପ୍ରତିକୂଳଧର୍ମୀ,
ଝଡ଼, କ୍ଷୀପ୍ର ଧ୍ବଂସଗାମୀ ।
ଝଡ଼,ଶକ୍ତି କରେ କ୍ଷୟ,
ଝଡ଼, ସବୁରି ଅପ୍ରିୟ,
ଝଡ଼,ଅସହିଷ୍ଣୁ ରୂପ,
ଝଡ଼, ରଚଇ ତାଣ୍ଡବ ।
ଝଡ଼, ଦିଏ ନାହିଁ ଶାନ୍ତି,
ଝଡ଼,ପାଏ ନାହିଁ ପ୍ରୀତି,
ଝଡ଼,ଅବ୍ୟକ୍ତ ଆସତ୍ତି,
ଝଡ଼, ଲଭେନାହିଁ ମୁକ୍ତି ।
********
ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁମ୍ମା ବୈପାରିଗୁଡା – ୭୬୪୦୪୩
କୋରାପୁଟ ଜିଲ୍ଲା(ଓଡ଼ିଶା)
ଯୋଗଯୋଗ -୯୭୭୭୫୯୨୦୦୨
167 total views, 1 views today
It’s really great can’t even see that I wear a wig.