May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*ଅର୍ଦ୍ଧ ମୁକୁଳିତ ସ୍ବପ୍ନ–ଦୀପିକା ଦାଶ*

#ଅର୍ଦ୍ଧ_ମୁକୁଳିତ_ସ୍ବପ୍ନ

÷÷÷÷÷÷÷÷÷÷÷÷÷

ଜୁଆରିଆ ଆଖି ନଈ

ତଟଦେଶର ପ୍ରାନ୍ତରରେ

ଛୋଟ କୁଡ଼ିଆ ତୋଳିଛି

ସ୍ୱପ୍ନର କୁନି ଘରଚଟିଆଟିଏ ।

 

ଦୁଆର ମୁହଁରେ ଅଣ୍ଟା ଭିଡ଼ି

ଅପେକ୍ଷା କରିଥିଲା ସଂଘର୍ଷ ।

 

ତା’ ଦରଜା କରାଘାତର

ନିଶୁନ ଶବ୍ଦମାନ ଅଜାଡ଼ି ହୋଇ ପଡ଼ୁଥିଲା

ମୋ ଭୀତତ୍ରସ୍ତ କର୍ଣ୍ଣକୁହରରେ ।

ଉନ୍ମୁକ୍ତ ଦରଜା ଦେଇ

ଫେରୁଥିଲା ପଳାତକ ଅପରାଧୀ

ବେଶ ସନ୍ତର୍ପଣରେ ।

 

ହାୟ ବିଚରା ସ୍ବପ୍ନ !

ଆକାଶର ତାରାଫୁଲ ଗଣୁ ଗଣୁ

ହାତ ପାପୁଲିର ମୃଦୁଚାପରେ

ମୋତେ ପ୍ରକୃତିସ୍ଥ କରାଏ ।

 

କଳ୍ପଲୋକରୁ ଟାଣି ଆଣି

ବାସ୍ତବତାର କୁହୁଡ଼ିରେ

ଅସ୍ପଷ୍ଟ ଭବିଷ୍ୟତ ଦେଖାଇ

ଜୀବନର ସେଇ ବୈଚିତ୍ରମୟ

ସଙ୍ଗୀତ ଶୁଣାଏ ।

★★★★★

©ଦୀପିକା ଦାଶ

 108 total views,  1 views today

Leave a Reply

Your email address will not be published. Required fields are marked *