ଆମେ ଓଡ଼ିଆ
ମୋ ମାତୃଭାଷା ସବୁଠାରୁ ବଢିଆ
ଆମେ ଓଡ଼ିଆ
ସେଇ ଭାଷା ଲାଗେ ମତେ ସବୁଠାରୁ ବଢିଆ
ମା ର କୋଳ ମତେ ଲାଗେ ଯେମିତି ଭଲ
ସେମିତି ମିଠା ମୋ ମା ର ଭାଷା
ଏଠି ବାର ମାସରେ ହୁଏ ତେର ପର୍ବ
ରଜ ସାବିତ୍ରୀ କୁଆଁର ପୁନେଇ
ପ୍ରଥମା ଅଷ୍ଟମୀ ପର୍ବ
ଯେପରି ନିଆରା
ସେ ପର୍ବର ପିଠାପଣା ବି ନିଆରା
ରଜର ପୋଡ଼ ପିଠା ର ମଜା ବଡ଼ ବଢିଆ
ପ୍ରଥମା ଅଷ୍ଟମୀର ହଳଦୀ ପତ୍ର ପିଠା
ମଜା ପାଇଛି ସେ ଜାଣିଛି
ଆମ ପ୍ରଭୁ ଜଗନ୍ନାଥ
ସାରା ଜଗତର ପ୍ରଭୁ
ଆମେ ଓଡ଼ିଆ ସବୁଠାରୁ ବଢିଆ
💐💐💐💐💐💐💐
ରୀତା ଅପରlଜିତା ମହାନ୍ତି
ଭୁବନେଶ୍ୱର -୨୧