April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଆଲୋକ ଶିଖା — ରିତୁ ଭୁଏ

** ଆଲୋକ ଶିଖା**

ଆଲୋକ୍ ଶିଖା ବାଗିର୍ ହେତି ବେଲେ
ବାଟ୍ ଦେଖେଇ ପାର୍’ତି
ନିଜେ ଜଳି ଇ ସଂସାର୍ କେ ତ ହେଲେ
ଅନ୍ଧାର୍ ନୁ ବଚାତି ॥

ଧଏଁନ୍ ଇ ଆଲୋକ୍ ଶିଖା ଯେ ସତେ
ଅଛେ ଉପ୍’କାରେ ମାତି
ଜଲ୍’ତି ଦିହେଁ ଆଲୋକ୍ ଧରି କେତେ
ଜୀବନ୍ ଦିଏ ଆହୁତି ॥

ସବୁବେଳେ ନ ଜଂଜାଳ୍ ଜୀବନ୍
ନାଇଁ ଛାଡେ ସତେ କେବେ
ପର୍ ଉପ୍’କାରେ ଇ ମୁନୁଷ୍ ମନ୍
ଲଗାଇ ଥାଆ ଗର୍’ବେ ॥

ଶିଖାଇ ଦେଉଛେ ଇ ଆଲୋକ୍ ଶିଖା
ଅଲ୍’ଗା ଲାଗି ବଞ୍ଚ୍’ବ
ସମାଜ୍ ଉପ୍’କାର୍ ଆମର୍ ଦୀକ୍ଷା
ଇ କଥା ମନେ ରଖ୍’ବ ॥

ଅଲ୍‌’ଗା ଲୁକ୍’କୁ ଆଲୋକିତ କଲେ
ସେଟା ଯେ ବଡ଼୍ କର୍’ମ
ଜୀବନ୍ ସାର୍ଥକ୍ ହୋଇଯିବା ଘଲେ
ହେବା ତ ବଡା ଧରମ୍ ॥

✍️ରିତୁ ଭୁଏ
ଡୁଡୁକା, ବଲାଙ୍ଗୀର

 320 total views,  1 views today

One thought on “ଆଲୋକ ଶିଖା — ରିତୁ ଭୁଏ

  1. Oh my goodness! Great post dude! A lot of thanks, On the other hand I am encountering issues with your RSS. I don’t realize why I simply cannot subscribe to it. Is there anyone obtaining related RSS difficulties? Anyone who is familiar with the answer are you able to kindly react? Thanx!!

Leave a Reply

Your email address will not be published. Required fields are marked *