April 13, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଆଲୋକ ଶିଖା — ରିତୁ ଭୁଏ

** ଆଲୋକ ଶିଖା**

ଆଲୋକ୍ ଶିଖା ବାଗିର୍ ହେତି ବେଲେ
ବାଟ୍ ଦେଖେଇ ପାର୍’ତି
ନିଜେ ଜଳି ଇ ସଂସାର୍ କେ ତ ହେଲେ
ଅନ୍ଧାର୍ ନୁ ବଚାତି ॥

ଧଏଁନ୍ ଇ ଆଲୋକ୍ ଶିଖା ଯେ ସତେ
ଅଛେ ଉପ୍’କାରେ ମାତି
ଜଲ୍’ତି ଦିହେଁ ଆଲୋକ୍ ଧରି କେତେ
ଜୀବନ୍ ଦିଏ ଆହୁତି ॥

ସବୁବେଳେ ନ ଜଂଜାଳ୍ ଜୀବନ୍
ନାଇଁ ଛାଡେ ସତେ କେବେ
ପର୍ ଉପ୍’କାରେ ଇ ମୁନୁଷ୍ ମନ୍
ଲଗାଇ ଥାଆ ଗର୍’ବେ ॥

ଶିଖାଇ ଦେଉଛେ ଇ ଆଲୋକ୍ ଶିଖା
ଅଲ୍’ଗା ଲାଗି ବଞ୍ଚ୍’ବ
ସମାଜ୍ ଉପ୍’କାର୍ ଆମର୍ ଦୀକ୍ଷା
ଇ କଥା ମନେ ରଖ୍’ବ ॥

ଅଲ୍‌’ଗା ଲୁକ୍’କୁ ଆଲୋକିତ କଲେ
ସେଟା ଯେ ବଡ଼୍ କର୍’ମ
ଜୀବନ୍ ସାର୍ଥକ୍ ହୋଇଯିବା ଘଲେ
ହେବା ତ ବଡା ଧରମ୍ ॥

✍️ରିତୁ ଭୁଏ
ଡୁଡୁକା, ବଲାଙ୍ଗୀର

Loading

One thought on “ଆଲୋକ ଶିଖା — ରିତୁ ଭୁଏ

  1. Oh my goodness! Great post dude! A lot of thanks, On the other hand I am encountering issues with your RSS. I don’t realize why I simply cannot subscribe to it. Is there anyone obtaining related RSS difficulties? Anyone who is familiar with the answer are you able to kindly react? Thanx!!

Leave a Reply

Your email address will not be published. Required fields are marked *